Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଦିଲ୍ଲୀରେ ଚାଲିଛି ସିଡବ୍ଲ୍ୟୁସି ବୈଠକ : ହରିବାର କାରଣ ଖୋଜି ନିର୍ଣ୍ଣୟ କରିବା ଆଗ ଚଲା ରାସ୍ତା |
ନୂଆଦିଲ୍ଲୀ : ୨୦୧୪ ତୁଳନାରେ କଂଗ୍ରେସ ଆପାତତଃ ଅଧିକ କିଛି ଆସନ ପାଇଥିଲେ ବି ଦଳର ଦେଶବ୍ୟାପୀ ନୈରାଶ୍ୟଜନକ ପ୍ରଦର୍ଶନ ସର୍ବୋପରି ଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆମେଥିର ବିପର୍ଯ୍ୟୟ ଦଳକୁ ଚିନ୍ତାରେ ପକାଇଛି | ଦଳର ବହୁ ବରିଷ୍ଠ ନେତା ଭୂଇଁ ଚାଟିଥିବ ବେଳେ ବିଜେପି ଆଶାତୀତ ସଫଳତା…
ବିଜୟ ପ୍ରମାଣପତ୍ର ଗ୍ରହଣ କଲେ ନରସିଂହ
ବଲାଙ୍ଗିରକୁ ବିକଶିତ କରିବାରେ ସମସ୍ତଙ୍କର ସହଯୋଗ ଲୋଡା - ନରସିଂହ
ବଲାଙ୍ଗିର (ନିରୋଜ ମିଶ୍ର) ବହୁ ପ୍ରତିକ୍ଷିତ ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୁଣି ଥରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ବିଜୁ ଜନତାଦଳର ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରଥମରୁ ଶେଷ…
ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ୱୀକୃତୀ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର
ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡିଶାବାସୀ ଆସ୍ଥା ସ୍ଥାପନ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ
ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରୁଛି
ବିଜେପିର ୮ ଲୋକସଭା ଏବଂ ୨୩ ଜଣ ବିଧାନସଭା ପ୍ରାର୍ଥୀଙ୍କୁ…
ଶେଷରେ ବାଜିମାତ କଲା ବିଜେଡି: ମୁକୁଟ ପିନ୍ଧିଲେ ମହୋଷଧି
ଧର୍ମଗଡ ରୁ ସୁଶାନ୍ତ ରାଉତ: ଧର୍ମଗଡ ନିର୍ବାଚନ ମଣ୍ଡଲୀରେ ବିଜୟୀ ମୁକୁଟ ପିନ୍ଧିଲେ ମହୋଷଧି ବାଗ ପୂର୍ବରୁ ମଧ୍ୟ ଏହି ନିର୍ବାଚନ ମଣ୍ଡଲୀ ବିଜେଡିର ଗଡ ଭାବେ ସୁପରିଚିତ ଥିଲା ଓ ଏହା ଏ ପର୍ଯ୍ୟନ୍ତ ରହିଛି।ଇଲେକ୍ସନ ରିଟଣ୍ଣିଂ ଅଫିସରଙ୍କ ଠାରୁ ମିଲିଥିବା ସୂଚନାନୁସାରେ ବିଜେଡି ପ୍ରାର୍ଥୀ…
କଂଗ୍ରେସ ଟିକଟରୁ ବଂଚିତ ମକରନ୍ଦ ଦେଖାଇଲେ ଦମ
ରାୟଗଡା (ସରୋଜ କୁମାର ସାହୁ) – କାମ ଦେଲା ଝୋଡିଆ ଆନ୍ଦୋଳନ , ଫଳସ୍ୱରୁପ ଚମକିଲେ ଝୋଡିଆ ପୁଅ ମକରନ୍ଦ ମୁଦୁଲି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତ କରି ପ୍ରଥମ ଥର କରି ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥି ଭାବେ କାଶିପୁର…
ସମସ୍ତ ପୂର୍ବାନୁମାନ ଭୂଲ : ଝଟକିଲେ ସପ୍ତଗିରି
ରାୟଗଡା (ସରୋଜ କୁମାର ସାହୁ) – ଓଡିଶାରେ ଥିବା ୨୧ ଗୋଟି ଲୋକସଭା ଆସନରୁ କଂଗ୍ରେସ ଦଳ ଗୋଟିଏ ମାତ୍ର କୋରାପୁଟ ଲୋକ ସଭା ଆସନ ଜିତି କଂଗ୍ରେସର ସମ୍ମାନକୁ ବଜାୟ ରଖିଛି । କୋରାପୁଟ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲ୍ଲାକା ବିଜେଡି ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କୁ ୪୦୫୬ ଭୋଟ…
ରାତିରେ ଉଇଁଲା ସୁରୁଜ, ବାଜି ମାରିନେଲେ ଅଧିରାଜ
ନୂଆପଡା /ପ୍ରିୟବ୍ରତ ପଣ୍ଡା ,ବାଜି ମାରିନେଲେ ଅଧିରାଜ ଖଡ଼ିଆଳ ବିଧାନସଭା ଚାଲିଥିଲା ଘମାଶାନ ବିଜେଡି ଓ ବିଜେପି ର ଜବରଦସ୍ତ ପଲଟବାର ହୋଇଥିଲା | ଜନସମର୍ଥନ ରୂପୀ ରଣକ୍ଷେତ୍ର ରେ ହେଲେ ନିଜ ନିଆରା ଗୁଣ ଯୋଗୁଁ ସବୁଠାରେ ଲୋକପ୍ରିୟତା ପ୍ରାପ୍ତ କରିଥିବା କଂଗ୍ରେସ ପ୍ରତ୍ୟାଶି ହୋଇଛନ୍ତି…
ପଦ ଛାଡିଲେ ନିରଞ୍ଜନ
ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟକୁ ନେଇ ବିବାଦରେ ଓ ଟାର୍ଗେଟରେ ଥିବା ପିସିସି ସଭାପତି ନିରଞ୍ଜନ ପଟନାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ନିକଟକୁ ପଠାଇ ଦେଇଛନ୍ତି | ବିଧାନସଭାରେ ଗତଥର ଅପେକ୍ଷା ଅଧିକ ଆସନ…
ମହକିଲେ କୁସୁମ, ଝାଉଁଳିଲେ ଯୋଗେଶ
ସୁନ୍ଦରଗଡ ବିଧାନସଭା ଆସନରେ ବଜାୟ ରହିଲା ପରମ୍ପରା
ତଳସରାରେ ବିଜେପିର ପ୍ରଥମ ବିଜୟ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡରେ ମହକିଛନ୍ତି କୁସୁମ | ଫୁଟିଛି ଫୁଲ | ଝାଉଁଳି ଯାଇଛନ୍ତି ଯୋଗେଶ | ସୁନ୍ଦରଗଡ଼ ବିଧାନସଭାରେ ବାଜି ମାରିଲେ କୁସୁମ ଟେଟେ। ବିଜେପି ପ୍ରାର୍ଥୀ ଭାବେ ସେ …
ରବି ଧରାଶାୟୀ, କିଶୋର ବିଜୟୀ
କୁଚିଣ୍ଡା (ଅଜୟ କୁମାର ବାଘ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା ଆସନରେ ରେ ଶଙ୍ଖ ବାଜିଛି l ବିଜେଡ଼ି ପ୍ରାଥୀ କିଶୋର ଚନ୍ଦ୍ର ନାୟକ ୭୨,୪୪୦ ବିଜୟ ଲାଭ କରିଛନ୍ତି l ସେ ବିଜେପି ପ୍ରାଥୀ ତଥା ଟାଣୁଆ ନେତା ରବିନାରାୟଣ ନାୟକଙ୍କୁ ୩୯୦୦ ଖଣ୍ଡ ଭୋଟରେ ହରାଇଛନ୍ତି l ରବି ଙ୍କୁ ୬୮,୫୪୦ ଖଣ୍ଡ…