ଶେଷରେ ବାଜିମାତ କଲା ବିଜେଡି: ମୁକୁଟ ପିନ୍ଧିଲେ ମହୋଷଧି

0

 ଧର୍ମଗଡ ରୁ ସୁଶାନ୍ତ ରାଉତ: ଧର୍ମଗଡ ନିର୍ବାଚନ ମଣ୍ଡଲୀରେ ବିଜୟୀ ମୁକୁଟ ପିନ୍ଧିଲେ ମହୋଷଧି ବାଗ ପୂର୍ବରୁ ମଧ୍ୟ ଏହି ନିର୍ବାଚନ ମଣ୍ଡଲୀ ବିଜେଡିର ଗଡ ଭାବେ ସୁପରିଚିତ ଥିଲା ଓ ଏହା ଏ ପର୍ଯ୍ୟନ୍ତ ରହିଛି।ଇଲେକ୍ସନ ରିଟଣ୍ଣିଂ ଅଫିସରଙ୍କ ଠାରୁ ମିଲିଥିବା ସୂଚନାନୁସାରେ ବିଜେଡି ପ୍ରାର୍ଥୀ ମହୋଷଧି ବାଗ ତାଙ୍କ ନିକଟତମ ପ୍ରତିନ୍ଦନ୍ଦି ଭାରତୀୟ ଜନତା ପାର୍ଟି ଅନନ୍ତ ପ୍ରତାପ ଦେଓଙ୍କୁ ୧୬୧୯୫ଖଣ୍ଡ ଭୋଟରେ ପରାଜିତ କରିଛନ୍ତି।ଆଜି ଧର୍ମଗଡ ବିଧାୟକ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ମାନଙ୍କୁ ଧନ୍ୟବାଦ ଦେବାସହ ନିର୍ବାଚନ ମଣ୍ଡଲୀର ଧର୍ମଗଡ,ବେହେରା,କୋକସରା,ଆମପାଣି ବୁଲି ସମସ୍ତ ଜନସାଧାରଣ ତଥା  ଭୋଟରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.