ରବି ଧରାଶାୟୀ,  କିଶୋର ବିଜୟୀ

0

କୁଚିଣ୍ଡା (ଅଜୟ କୁମାର ବାଘ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା ଆସନରେ ରେ ଶଙ୍ଖ ବାଜିଛି l ବିଜେଡ଼ି ପ୍ରାଥୀ କିଶୋର ଚନ୍ଦ୍ର ନାୟକ ୭୨,୪୪୦ ବିଜୟ ଲାଭ କରିଛନ୍ତି l ସେ ବିଜେପି ପ୍ରାଥୀ ତଥା ଟାଣୁଆ ନେତା ରବିନାରାୟଣ ନାୟକଙ୍କୁ ୩୯୦୦ ଖଣ୍ଡ ଭୋଟରେ ହରାଇଛନ୍ତି l ରବି ଙ୍କୁ ୬୮,୫୪୦ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରବି ନାୟକ ଆଗୁଆ ଥିବାବେଳେ ଶେଷରେ ବାଜି ମାରିଛନ୍ତି l କିଶୋର ଚନ୍ଦ୍ର ନାୟକ ଏହି ଅବସରରେ ସେ ନିଜର ପ୍ରତିକ୍ରିୟା ରଖି କୁଚିଣ୍ଡା ଉନ୍ନତି ପାଇଁ ସମସ୍ତ ଙ୍କୁ ସାଙ୍ଗ ରେ ନେଇ ମୁତାବକ କାଯ୍ୟ ଜାରି ରଖିବେ ବୋଲି କହିଛନ୍ତି l  

Leave A Reply

Your email address will not be published.