Browsing Category

ରାଜନୀତି

ଅରୁଣଙ୍କ ମନ୍ତ୍ରୀପଦରେ ଅଂଚଳବାସୀ ଆନନ୍ଦିତ

ଓଡଗାଁ(ଶ୍ରୀକାନ୍ତ ମିଶ୍ର ): ନୟାଗଡ ନିର୍ବାଚନ ମଣ୍ଡଳିରେ ଡ. ଅରୁଣ କୁମାର ସାହୁ ଲଗାତାର ୪ର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଶ୍ୱସନୀୟତା ବଜାୟ ରଖି କ୍ୟାବିନେଟ ମନ୍ତ୍ରୀ ଭାବେ କୃଷି, ମତ୍ସ୍ୟ, ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗରେ ସ୍ଥାନ…

ମନ୍ତ୍ରୀ ହେଲେ ରଘୁନନ୍ଦନ, ମିଳିଲା ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ

ଖୁସିରେ ଉଛୁଳିଲା ବାଲିକୁଦା-ଏରସମା, ଛୁଟିଛି ଅଭିନନ୍ଦନର ସୁଅ  ଜଗତସିଂହପୁର /Ramesh Mohanty- ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଜଗତସିଂହପୁର ଜିଲ୍ଲାରୁ କିଏ ମନ୍ତ୍ରୀ ହେବେ ଏନେଇ ବହୁ କଳ୍ପନାଜଳ୍ପନା ଦେଖାଦେଇଥିଲା।ଏପରିକି ୬ଥର ବିଧାୟକ ହୋଇଥିବା ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ୩ଥର…

ସୁଶାନ୍ତ ସିଂହ : ମାଟିର ଚାହେତା, ପାର୍ଟିର ଆସେଟ

ଦ୍ଵିତୀୟ ଥର ପାଇଁ କ୍ୟାବିନେଟ ମନ୍ତ୍ରୀ,  ହାତରେ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ ବିଭାଗ    ସୋହେଲା (ଶାସକ ପ୍ରଶାସକ): ଜଣେ ଡ୍ରାଇଭରଙ୍କ ପୁଅ, ପରିବାରର ଆର୍ଥିକ ସ୍ଥିତି ବି ସେତେ ସ୍ୱଚ୍ଛଳ ନୁହେଁ | ସାଧାରଣ ମଣିଷ ଭଳି ସଂସାର ବୋଝ | ହେଲେ ତା ଭିତରେ ଲୋକଙ୍କ ସେବା କରିବାର ପ୍ରବଳ…

୩୫୩ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅଧା ପନ୍ତରା 

ବିଜେପି ପକ୍ଷରୁ ଅର୍ଥନୈତିକ ଅବରୋଧ ଓ ଗଣଧାରଣା ନୂଆପଡା.(ଅମିତ ପୁରୋହିତ); ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବାଞିବାହାଲ ନିକଟରେ କୋମନା ଅଞ୍ଚଳ ବାସୀ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସଙ୍ଗେ ସଙ୍ଗେ ଗଣ ଧାରଣାରେ ବସିଥିଲେ । ଶହ ଶହ ଟ୍ରକ ରାସ୍ତାର ଦୁଇ ପାର୍ଶ୍ୱରେ  ଅଟକି…

ବିବାହର ସିଲଭର ଜୁବଲୀରେ ମନ୍ତ୍ରୀ ପଦ 

ଭୁବନେଶ୍ୱର : ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଟାଣୁଆ ଯୁବନେତା ତଥା ଦକ୍ଷମନ୍ତ୍ରୀ ପ୍ରତାପ ଜେନା | ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଭାବେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ଚଳଚଂଚଳ କରିବା ସହ ତାଙ୍କରି ସମୟରେ ସ୍ୱାସ୍ଥ୍ୟ ବିଭାଗରେ ଅନେକ ଲୋକାଭିମୁଖୀ…

ଟିମ ନବୀନ @ ଉଣେଇଶ : କିଏ ଖୁସ ତା କିଏ ନିରାଶ 

୯ମନ୍ତ୍ରୀ ବାଦ ୧୦ ନୂଆ ମୁହଁ, କେନ୍ଦ୍ରାପଡା ପାଟକୁରା ପରୀକ୍ଷା ପରେ  ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ସରକାରରେ ସାମିଲ ହେବାକୁ ଥିବା ମନ୍ତ୍ରୀ ତାଲିକା ରାଜଭବନ ସୂତ୍ରରୁ ପ୍ରକାଶିତ ହୋଇଛି | ପଞ୍ଚମ ପାଳି ଖେଳିବାକୁ ଯାଉଥିବା ନବୀନ ତାଙ୍କ ଟିମରେ ୨୦…

ଭୋଟରଙ୍କ ମନ କିଣିଥିଲେ, ଏବେ ନଵୀନଙ୍କ ଭରସା ଜିଣିଲେ

ସୁଶାନ୍ତ ସିଂହଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ, ଝୁମୁଛି ଭଟଲି ନିର୍ବାଚନ ମଣ୍ଡଳୀ  ସୋହେଲା(ଶାସକପ୍ରଶାସକ)-ଭଟଲି ନିର୍ବାଚନ ମଣ୍ଡଳୀରେ ରେକର୍ଡ ସୃଷ୍ଟି କରି ହ୍ୟାଟ୍ରିକ ଅର୍ଜ୍ଜନ କରିଥିବା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ପୁଣି ମିଳିଛି ପଞ୍ଚମ ଥର ପାଇଁ ସରକାର ଗଢିବାକୁ ଯାଉଥିବା ନବୀନ…

ଧର୍ମେନ୍ଦ୍ରଙ୍କୁ ମିଳି ନପାରେ ମନ୍ତ୍ରୀ ପଦ 

ନୂଆଦିଲ୍ଲୀ :  ୩୦ରେ ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ | ତାଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ବି ଶପଥ ନେବେ | ଓଡିଶାରୁ ତିନିଜଣଙ୍କୁ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଚାଲିଛି | ସେମାନଙ୍କ ମଧ୍ୟରେ ବର୍ତ୍ତମାନ ମନ୍ତ୍ରୀ ଥିବା ଜୁଏଲ ଓରାମ, ଧର୍ମେନ୍ଦ୍ର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଲେ ବିଜେଡି କର୍ମକର୍ତ୍ତା, ମୁଖପାତ୍ର ଓ ପାନେଲିଷ୍ଟ

ଭୁବନେଶ୍ୱର,: ରାଜ୍ୟରେ ବିଜୁ ଜନତା ଦଳ କ୍ରମାଗତ ଭାବରେ ପଞ୍ଚମଥର ପାଇଁ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ଦଳର ସଭାପତି ତଥା ମୁଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ସରକାର ଗଢ଼ିବାକୁ ଯାଉଛି । ଏହି ଅବସରରେ ଆଜି ଦଳର କର୍ମକର୍ତ୍ତା, ମୁଖପାତ୍ର ଓ ମିଡିଆ…

ମଇଦାନକୁ ନ ଓହ୍ଲାଇ ଦମ୍ ଦେଖାଇଲେ ବିଷ୍ଣୁ : ମିଳିପାରେ ମନ୍ତ୍ରୀପଦ

ଜଗତସିଂହପୁର/ରମେଶ ମହାନ୍ତି -ଜଗତସିଂହପୁର ହୋଇଛି ଶଙ୍ଖମୟ ସାଂସଦଙ୍କ ସମେତ ୪ବିଧାୟକ ଆସନ ମଧ୍ୟ ପୋଛିନେଲା ବିଜେଡି । ଜିଲ୍ଲାର ସବୁ ଆସନ ଯେ ବିଜେଡି ଦଖଲ କରିବ ତାହାଥିଲା କଳନା ବାହାରେ । ରାଜନୈତିକ ବିଶାରଦମାନେ ଯାହାବି କିଛି ଆକଳନ କରୁଥିଲେ ତାହା ଭୁଲ୍ ପ୍ରମାଣିତ ହୋଇଛି । ଏବେ ନିର୍ବାଚନ…