Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଶେଷରେ ମେହେରଙ୍କ ପର୍ଯ୍ୟନ୍ତ ପହଁଚିଲା ଆଇନର ହାତ
ବଲାଂଗୀର/ ନିରୋଜ ମିଶ୍ର : ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ।…
ଗୋପନ ନୁହେଁ, ଓପନ ବୁଝାମଣା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ, ଓଡିଶା ଏହା ଦ୍ୱାରା ଲାଭ ପାଇବଓଡିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ସଦସ୍ୟ ହେବା, ଓଡିଶା ଓ ଦଳର ବିକାଶରେ ସହାୟକ ହେବ ଗରିବ ଲୋକଙ୍କ ହକ୍ ମାଗିବାର ଯେଉଁ ଦାୟିତ୍ୱ ବିରୋଧୀ ଦଳର ଅଛି, ସେହି ଦାୟିତ୍ୱକୁ ବଡ ମୁଖର ଭାବେ ବିଜେପି ନିର୍ବାହ କରିବ
ଭୁବନେଶ୍ୱର :…
ଦେଶ ସେବାର ଦାୟିତ୍ୱ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବିଚାରଧାରାକୁ ଦେଶବାସୀ ଦେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତିରେ କେନ୍ଦ୍ରମନ୍ତ୍ରୀଙ୍କ ମାଲ୍ୟାର୍ପଣ ସ୍ୱାଧୀନତା ପରବର୍ତୀ ଅବସ୍ଥାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶରେ ଏକ ବୈକଳ୍ପିକବ୍ୟବସ୍ଥାର ସ୍ୱପ୍ନ ଦେଖିଥିଲେ ମୂଳଭୁତ ଭାବେ ଦେଶର ଅର୍ଥନୀତି କେଉଁ ଭଳି ହେବ, ଦେଶର ବିକାଶ, ରାଷ୍ଟ୍ରୀୟ ସୁରକ୍ଷା,ସମାଜ…
ପନ୍ଦର ଦିନରେ ବୁଲିଲେ ପଞ୍ଚାବନ ପଞ୍ଚାୟତ
ଧନ୍ୟବାଦ ଦେଲେ , ବୁଝିଲେ ଲୋକଙ୍କର କଥା ଶୁଣିଲେ ସମସ୍ୟା
ଭୁବନେଶ୍ୱର :- ରାଜେନ୍ଦ୍ର ଢୋଲକିଅ (ରାଜୁଭାଇ) ନୂଆପଡା ଜିଲ୍ଲାରର ଏକ ପରିଚିତ ନାଁ । ରାଜନୀତି ହେଉ ବା ସମାଜ ସେବା ସବୁଥିରେ ଆଗୁଆ ଓ ଅପ୍ରତିଦ୍ବନ୍ଦି ମଣିଷ ଟିଏ "ରାଜୁଭାଇ "। ତାଙ୍କ ଦ୍ୱାରା ଅଂଚଳରେ ଅନେକ ପ୍ରକାରର ଜନସେବା…
ନବୀନଙ୍କ “ସିଟ୍ ଫର ସପୋର୍ଟ” ଡିଲ ପଦାରେ ପଡିଯାଇଛି : ସତ୍ୟପ୍ରକାଶ
ରାଜ୍ୟସଭା ସିଟ୍ ସ୍କାମ୍ : ଅଶ୍ୱିନୀଙ୍କୁ ସମର୍ଥନ ଦେବା ପାଇଁ ନବୀନ କରିଛନ୍ତି ଡିଲ୍ ବିଜେପି ପ୍ରମୁଖ ବିରୋଧି ଦଳ ଭୂମିକା ତୁଲାଇବାର ନୈତିକତା ହରାଇଛି
ଭୁବନେଶ୍ୱର (ଶାସକ ପ୍ରଶାସକ) – ରାଜ୍ୟସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଆଇ.ଏ.ଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ…
ଗେରୁଆ ହେଲେ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ ବିଜେପି ସଭାପତି
ଭୁବନେଶ୍ୱର (ଶାସକ ପ୍ରଶାସକ) : କାଲି ମୁଖ୍ୟମନ୍ତ୍ରୀ କହିଦେଇଥିଲେ | ଆଉ ଆଜି ବହି ସଫା ହୋଇଗଲା | ରାଜ୍ୟ ବିଜେପି ନେତାଙ୍କୁ ଆବାକାବା କରାଇ ପଦୁଅଁ ଧରିଛନ୍ତି ଖଣି ବ୍ୟବସାୟୀ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରେ ଡିରେକ୍ଟର ଥିବା ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ | ଦଳୀୟ ରାଜ୍ୟ…
ସହିଦଙ୍କ ମର ଶରୀରରେ ଦଳୀୟ ପତାକା ପକାଇଥିବା କୁଜିନେତା ନିଲମ୍ବିତ
କ୍ଷୁବ୍ଧ ନବୀନ ନେଲେ ତ୍ୱରାନ୍ୱିତ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ରଖାଯାଇଥିବା ଘଟଣାର ବିଜୁ ଜନତା ଦଳ ତରଫରୁ ତର୍ଜମା କରାଯାଇଥିଲା ଏବଂ ତାହାକୁ ଭିତ୍ତିକରି କଟକ ଜିଲ୍ଲାର ବିଦୋନ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ…
ଦୁର୍ବଳ ନଦୀବନ୍ଧ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଲେ ସଦର ବିଧାୟକ
ବାଲେଶ୍ୱର,(ଉଜ୍ଜ୍ୱଳ କର): ବାଲେଶ୍ୱର ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ ବନ୍ୟା ପ୍ରପୀଡିତ ଅଞ୍ଚଳର ଦୁର୍ବଳ ନଦୀବନ୍ଧ ଗୁଡିକର ପରିଦର୍ଶନ କରି ସ୍ଥାନେ ସ୍ଥାନେ ହୋଇଥିବା ଖାଇର ସ୍ଥିତି ସମୀକ୍ଷା କରିଥିଲେ । ଆଗାମୀ ବର୍ଷା ଋତୁରେ ବନ୍ୟା ସାମ୍ଭାବ୍ୟ ସ୍ଥାନ ଯଥା ବୁଆଁଳ, ନଗ୍ରମ, ସିନ୍ଧିଆ,…
୩ଦିନରେ ଉଚ୍ଚସ୍ତରୀୟ ବୈଠକ: ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶକ୍ତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ସ୍ମାରକପତ୍ର…
ଭୁବନେଶ୍ୱର : ଆଜି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ସଭାପତି ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ରାଜ୍ୟ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ବିଦୁ୍ୟତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଯଥା- ବିଭାଗରେ…
ନରସିଂହ ଇନ ଆକ୍ସନ ମୋଡ଼
ପୌରାଧିକାରୀଙ୍କୁ ସାଙ୍ଗରେ ନେଇ ବୁଲାଇ ଦେଖାଇଲେ ନାଳ ନର୍ଦ୍ଦମା ସମସ୍ୟା
ବଲାଙ୍ଗିର/ନିରୋଜ ମିଶ୍ର – ସାମାନ୍ୟ କିଛି ମିନିଟର ବର୍ଷା ବଲାଙ୍ଗିର ପୌରାଞ୍ଚଳର କିଛି ୱାର୍ଡରେ ଡ୍ରେନ ସମସ୍ୟା ଯୋଗୁଁ ପାଣି ଉଛୁଳି ନର୍ଦ୍ଦମା ପାଣି ଘର ଭିତରକୁ ପଶୁଛି । କିଛି ଡ୍ରେନ ଏପରି ଅଛି ଯାହାକି ବର୍ଷ…