ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ଲରପଙ୍କ ନିକଟସ୍ଥ ଭଙ୍ଗାମୁଣ୍ଡା ଠାରେ ଆଜି ବିଜୁ ଜନତା ଦଳ ତରଫ ରୁ କରୋନା ସଚେତନତା,ଜନ ଅଭିଯୋଗ ଶୁଣାଣି ତଥା ମାସ୍କ,ସାବୁନ ଓ ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ କୁ ବିଜେଡି ର ସମ୍ବଲପୁର ଜିଲ୍ଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ଇଂ. ନଳିନୀ କାନ୍ତ ପ୍ରଧାନ ଉଦ୍ଘାଟନ କରି ଥିଲେ I ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ,ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥ,ବିଜୁ ଯୁବ ଜନତା ଦଳ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ଶାନ୍ତନୁ ବଡ଼ପଣ୍ଡା, ନିଶାନ୍ତ ଦୀକ୍ଷିତ, ବିଜୟ ସ୍ୱାଇଁ, ଖରାଁଶୁ ଦେବ, ମନୋଜ ମହାପାତ୍ର, ଲିଙ୍ଗରାଜ ତ୍ରିପାଠୀ, ଦିଲୀପ ଦାଶ, ଅମିତ ନାଥ, ନିଶିଥ ଆକାଶ, ଆଶିଷ ମିଶ୍ର, ସୌମେନ୍ଦ୍ର ହୋତା, ମିଳନ ହୋତା, ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ସୁଭାଶିଷ ପଣ୍ଡା, ହରିବନ୍ଧୁ ପ୍ରଧାନ, ସୈରେଂଦ୍ରି ନାୟକ, ଅଜୟ ଶର୍ମା(ଭଗତ), ସନ୍ଦୀପ ଦେହୁରୀ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.