Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ତିର୍ତ୍ତୋଲ ବିଜେଡ଼ିର ମିଶ୍ରଣ କାର୍ଯ୍ୟକ୍ରମ
ତିର୍ତ୍ତୋଲ (ଶାସକ ପ୍ରଶାସକ): ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ମୁକଳ ଗ୍ରାମ ୱାର୍ଡ ନମ୍ବର- ୧୧,୧୨,୧୩ ବିଜୁଜନତାଦଳର କର୍ମୀ ସମ୍ମିଳନୀ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ…
ମନ୍ତ୍ରୀଙ୍କ ପୁଅ ଜମି ଲିଜ୍ ମାମଲା :ମଇଦାନକୁ ଓହ୍ଲାଇଲା କଂଗ୍ରେସ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ସୋଡ଼ାମାଲ ଗ୍ରାମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ବିଶାଲ କୁମାର ଦାସଙ୍କ କମ୍ପାନୀକୁ ଇଡକୋ ଦ୍ବାରା ୮ ଏକର ଜମି ଲିଜ୍ ଦେବା ମାମଲା ଜିଲ୍ଲାରେ ତୁମୁଳ ଝଡ଼ ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ସଂଗଠନ ଓ ଦଳ…
“ବାଲେଶ୍ୱରରେ ବିଜେଡ଼ି ଓ ବିଜେପିର ବାଦିପାଲା”
ଭୁବନେଶ୍ୱର(ଶାସକ ପ୍ରଶାସକ) - ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର "ବିଜେଡ଼ିକୁ କୁ ଏକ ସୁଯୋଗ ମିଳିଛି" ଉକ୍ତିକୁ ନେଇ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ବାଦିପାଲା ଚାଲିଛି ତାକୁ ତାଚ୍ଛଲ୍ୟ କରିଛନ୍ତି ପିସିସି ସଭାପତି ଶ୍ରୀ ନରଞ୍ଜନ…
ବାଲେଶ୍ୱରର ରୁପସା, ସାରଥା ଏବଂ ପୁରୁଣା ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର
କରୋନା ସମୟରେ ମୋଦି ସରକାର ବାଲେଶ୍ୱରକୁ୯୨୨.୪୮ କୋଟି ଟଙ୍କାର ଦେଇଛନ୍ତି ସହାୟତା – ଧର୍ମେନ୍ଦ୍ର ପ୍ରଧାନ
• ଉତର ଓଡିଶାରେ ବାଲେଶ୍ୱରକୁ ବ୍ୟବସାୟିକ ପେଣ୍ଠସ୍ଥଳି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଦୃଢ ପ୍ରତିଶ୍ରୁତି
• ପ୍ରଧାନମନ୍ତ୍ରୀଙ୍କ ସହ ବାଲେଶ୍ୱରବାସୀଙ୍କ ସହ ରହିଛି ନିବିଡ…
ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଜଗନ୍ନାଥପୁର ଗ୍ରାମପଞ୍ଚାୟତରେ ମାରାଥନ ପ୍ରଚାର
ମଙ୍ଗ ଧରିଲେ ଡଃ ପ୍ରକାଶ ତ୍ରିପାଠୀ ଓ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ
ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ବାରବାଟିଆ ଗ୍ରାମ ୱାର୍ଡ ନମ୍ବର- ୧୪ ଓ ମୁକଳ ଗ୍ରାମରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀ ଙ୍କ…
ସରକାରୀ ଅର୍ଥ ଲୁଟି ମଧ୍ୟ ଲୋକଙ୍କୁ ମୌଳିକ ସେବା ନାହିଁ
ଦୁର୍ନୀତିଗ୍ରସ୍ତ ଦଳର ପ୍ରାର୍ଥୀଙ୍କୁ ଉଚିତ ଜବାବ ଦିଅ: ସୁରେଶ ପୂଜାରୀ
ବାଲେଶ୍ୱର,(ଶାସକ ପ୍ରଶାସକ) : ଚଳିତ ସଦର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଅଂଶଗ୍ରହଣ କରିଥିବା ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ ବାଲେଶ୍ୱରର ପ୍ରତ୍ୟେକ କ୍ଷେତ୍ରରେ ବଦ୍ଧି ପାଇଥିବା…
ବିହାରୀବାସୀ ପୁଣି ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ୍ ସରକାରକୁ ନିଶ୍ଚିତ ସମର୍ଥନ କରିବେ – ଧର୍ମେନ୍ଦ୍ର ପ୍ରଧାନ
ବିହାରରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର
• ପାକିସ୍ତାନର ଭାଷା କହୁଛନ୍ତି କଂଗ୍ରେସ ନେତା
• ବାଙ୍କା, ଭାଗଲପୁର, ପାଟନାରେ ନିର୍ବାଚନ ପ୍ରଚାର,
• ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ
• ମୋଦିଙ୍କ ଶାସନ କାଳରେ ଦେଶର ବିକାଶ ଦ୍ରୁତଗାମୀ ହୋଇଛି
• ବିହାର…
ଖୋଳଖାଳିରେ ବିଜେଡି ପକ୍ଷରୁ କରୋନା ସଚେତନତା ଅଭିଯାନ ।
ବୁଗୁଡା / ଡ଼ଃ. କୁମୁଦ ଚନ୍ଦ୍ର ବେହେରା: ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର ଖୋଳଖାଳି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨୦ ତାରିଖ ଦିନ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବାଲେଶ୍ଵର…
ସରକାରୀ କଳକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରୁଛି ଶାସକ ବିଜେଡି :ବିଜେପି
ବାଲେଶ୍ୱରଠାରେ ଶାସକ ବିଜେଡି ନିର୍ବାଚନ ଆଚରଣ ବିଧିି ଉଲ୍ଲଘଂନ କରିବା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
ଭୁବନେଶ୍ୱର(ଶାସକ ପ୍ରଶାସକ) :ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ…
ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଦାୟିତ୍ୱ ଗ୍ରହଣ
ବାଲେଶ୍ୱର,(ଶାସକ ପ୍ରଶାସକ): କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲାକୁମାରଙ୍କ ଓଡ଼ିଶା ଗସ୍ତକାଳରେ ଦଳର ଜିଲ୍ଲାସ୍ତରୀୟ କମିଟି ଗଠନ ସାଙ୍ଗକୁ କର୍ମକର୍ତ୍ତା ଚୟନ କାର୍ଯ୍ୟ ଜୋରଦାର ହୋଇଛି । ତେବେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ସଂଜୀବ ଗିରିଙ୍କ ଦାୟିତ୍ୱ ଅର୍ପଣକୁ ନେଇ ଦଳୀୟ…