Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଏବେ ଯଦି ମୁଖ୍ୟମନ୍ତ୍ରୀ କରିବେ, ୧୯ ବର୍ଷଧରି ବାଲେଶ୍ୱର ବିକାଶ ଦାୟିତ୍ୱ କାହାର ଥିଲା: ଗୋଲକ
ବାଲେଶ୍ୱର,(ଶାସକ ପ୍ରଶାସକ): ବାଲେଶ୍ୱର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି ଭର୍ଚୁଆଲ ମିଟିଂରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର । ଏହି ପରିପ୍ରେକ୍ଷୀରେ ଆୟୋଜିତ…
ବାଲେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବୈଜୟନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର
ଉପ-ନିର୍ବାଚନ ଫଳ ରାଜ୍ୟ ରାଜନୀତି ପାଇଁ ନୂଆ ବାର୍ତ୍ତା: ବୈଜୟନ୍ତ
ବାଲେଶ୍ୱର (ଶାସକ ପ୍ରଶାସକ): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଆଜି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ହେବାକୁଥିବା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ…
ଦିବଂଗତ ବିଧାୟକଙ୍କ ପ୍ରତି କଟୁ ମନ୍ତବ୍ୟରେ ଜୁଏଲଙ୍କ କ୍ଷୋଭ
ବାଲେଶ୍ୱର(ଶାସକ ପ୍ରଶାସକ): ମଙ୍ଗୁଭାଇଙ୍କ ଭଳି ଜଣେ ଲୋକପ୍ରିୟ ଦିବଂଗତ ବିଧାୟକଙ୍କ ପ୍ରତି ବିଜେଡି ନେତା ଓ ମନ୍ତ୍ରୀଙ୍କ କଟୁ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିବା ମାନବିକତାର ପରିପନ୍ଥୀ ବୋଲି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ପ୍ରକାଶ କରିଛନ୍ତି । ଗତ…
ନଗ୍ରମ ପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର
ବାଲେଶ୍ୱର,(ଶାସକ ପ୍ରଶାସକ ): ବାଲେଶ୍ୱର ସଦର ଉପ-ନିର୍ବାଚନକୁ ଆଉ ମାତ୍ର ୩ ଦିନ ରହିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟକୁ ବେଶ୍ ଜୋରଦାର କରିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ନଗ୍ରମ ପଞ୍ଚାୟତରେ…
ଉପ-ନିର୍ବାଚନରେ ବିଜେଡିର ଅହଙ୍କାର ପ୍ରତିଫଳିତ: ପ୍ରତାପ
ରସଲପୁରରେ ବିଜେପିର ମିଶ୍ରଣ ପର୍ବ
ବାଲେଶ୍ୱର(ଶାସକ ପ୍ରଶାସକ): ଆସନ୍ନ ନିର୍ବାଚନ ବେଳେ ଅନ୍ୟଦଳରୁ କର୍ମୀ ଓ ଛାମୁଆଙ୍କର ବିଜେପିରେ ଯୋଗଦାନ ପ୍ରାର୍ଥୀ ମାନସ ଦତ୍ତଙ୍କ ସ୍ଥିତିକୁ ବେଶ୍ ମଜବୁତ୍ କରିପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରସଲପୁର ପଞ୍ଚାୟତରେ ଆୟୋଜିତ…
କରୋନା ବେଳେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ଧର୍ମେନ୍ଦ୍ର
ତିର୍ତ୍ତୋଲ ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର
• ସମ୍ବେଦନହୀନ ସରକାରକୁ ପରାଜୟ କରିବା ପାଇଁ ତିର୍ତ୍ତୋଲବାସୀ ମନବଳାଇଛନ୍ତି
• ଜଗତସିଂହପୁରରେ ବିଭିନ୍ନ ପ୍ରକଳ୍ପ ପାଇଁ ୫୭,୭୬୭.୪୩ କୋଟି ଖର୍ଚ୍ଚ କରିଛନ୍ତି ମୋଦି ସରକାର
• ବିଜେପିକୁ ତିର୍ତ୍ତୋଲବାସୀ…
କୄଷି ଆଇନ ୨୦୨୦ କେନ୍ଦ୍ର ସରକାରଙ୍କ ବୈପ୍ଳବିକ ପଦକ୍ଷେପ ବିଜେପି।
ରମାକାନ୍ତ ବିଶ୍ବାଳ /ସମ୍ବଲପୁର- କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରାଦେଶରେ କାଯ୍ୟକାରି କରାଯାଇଥିବା ନୂତନ କୄଷି ଆଇନ ୨୦୨୦ ଦେଶରେ କୄଷକ ମାନଙ୍କ ହିତ ପାଇଁ ନିଆଯାଇଥିବା ଏକ ବୈପ୍ଳବିକ ପଦକ୍ଷେପ ବୋଲି ବିଜେପି କହିଛି । ସମ୍ବଲପୁର ଠାରେ ରାଜ୍ୟ ବିଜେପି କୄଷକ ମୋର୍ଚ୍ଚାର ସଭାପତି ରବି ନାଏକ…
ନବୀନଙ୍କୁ ନିରଞ୍ଜନଙ୍କ ପ୍ରଶ୍ନ : ବିଜେପି ପ୍ରତି ଆପଣଙ୍କ ଅନ୍ଧ ସମର୍ଥନର କାରଣ କଣ ରାଜ୍ୟବାସୀଙ୍କୁ ଜଣାନ୍ତୁ
ଆପଣ ତ ନିଜେ ପ୍ରଚାରକୁ ଯାଉନାହାନ୍ତି, ଘରେ ସୁରକ୍ଷିତ ରହୁଛନ୍ତି | ଭର୍ଚୁଆଲ ରାଲିରେ ଭିଡ କରି ଲୋକଙ୍କୁ ବିପଦ ମୁଖକୁ ଠେଲି ଦେଉଛନ୍ତି କାହିଁକି ?
ରାଜ୍ୟସଭା ନିର୍ବାଚନରେ ସଂପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରି ଗୋଟିଏ ସିଟ ବିଜେପିକୁ ଦେଲେ କଣ ସିବିଆଇକୁ ଡରି !!!
ଭୁବନେଶ୍ୱର(ଶାସକ…
ଜିଲ୍ଲା କଂଗ୍ରେସର ନିର୍ବାଚନ ସମ୍ପର୍କିତ କମିଟିର ପ୍ରତିନିଧି ରୂପେ ମନୀଷ ବାଜପେୟୀ ନିଯୁକ୍ତ।
ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର କଂଗ୍ରେସର ସଭାପତି ଶ୍ରୀ ଭରତ ଅୱସ୍ତି ଜିଲ୍ଲାର ନିର୍ବାଚନ ସମ୍ପର୍କିତ କମିଟିର ପ୍ରତିନିଧି ରୂପେ ବରିଷ୍ଠ କଂଗ୍ରେସ କର୍ମୀ ମନୀଷ ବାଜପେୟୀଙ୍କୁ ମନୋନୀତ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଶ୍ରୀ…
ସରକାରୀ ଅର୍ଥକୁ ଖୁଲମଖୁଲା ହଡପ କରୁଛନ୍ତି ବିଜେଡି ନେତା:ଭୃଗୁ ବକ୍ସିପାତ୍ର
ତିର୍ତୋଲରେ ବିକାଶମୂଳକ କାର୍ଯ୍ୟ ନହୋଇ କୋଟି କୋଟି ଟଙ୍କାର ଅନୁଦାନ ପଂଚାୟତ ସମିତି ଗୁଡିକରେ ପଡିରହିବା ପ୍ରସଙ୍ଗ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଦୂର୍ନୀତି ଓ ଭ୍ରଷ୍ଟାଚାରରେ ବୁଡିଛି ଶାସକ ବିଜେଡି । ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ହଡପ କରି ମିଛରେ ବିକାଶର…