Browsing Category

ରାଜନୀତି

ସମ୍ବିତ ପାତ୍ର କ୍ଷମା ମାଗନ୍ତୁ ଅବା ପ୍ରମାଣ ଦିଅନ୍ତୁ, ନହେଲେ ଅଦାଲତକୁ ଯିବୁ  ।

 ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ରାଜନୀତିରେ ଥିବା ବ୍ୟକ୍ତିବିଶେଷଙ୍କ ନୈତିକତକୁ ନେଇ ବିଜେଡ଼ି-ବିଜେପି ଉପରେ ବର୍ଷିଲେ  ନିରଞ୍ଜନ  " ନୈତିକ ସାହସ ଅଛି ତ  ଅରୁଣ ସାହୁଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରୁ ବିଜେପି " "ଦୀର୍ଘ ୨୦ବର୍ଷ ଭିତରେ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ…

ପରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚ ତରଫରୁ ବିକ୍ଷୋଭ       

   ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ନୂଆପଡ଼ା,(ଅମିତ ପୁରୋହିତ) : ସ୍ଥାନୀୟ ଏକତା ଛକ ଠାରେ ମହିଳା ମୋର୍ଚ୍ଚ ତରଫରୁ ପରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ନେତ୍ରୀ ତଥା ସଦର ବ୍ଲକ ଅଧ୍ୟକ୍ଷା ତରେଶ୍ୱରୀ ସାହୁଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ…

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପ୍ରଭାରୀ ଭାବରେ ରାଜକିଶୋର ଷଡ଼ଙ୍ଗୀ ନିଯୁକ୍ତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ପ୍ରଭାରୀ ଭାବରେ ରାଜକିଶୋର ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଷଡ଼ଙ୍ଗୀ ଏହା ପୂର୍ବରୁ ବିଭିନ୍ନ ଦାୟୀତ୍ବରେ ରହି ଦଳର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଭୂମିକା ନିର୍ବାହ…

ଛାତ୍ର ବିଜେଡ଼ିର କର୍ମକର୍ତ୍ତାଙ୍କୁ ହୀରାକୁଦ ବିଜେଡ଼ି ପକ୍ଷରୁ ସ୍ବମ୍ବର୍ଦ୍ଧନା 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ନବନିୟୁକ୍ତ ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତାଦଲର କର୍ମକର୍ତ୍ତା ଙ୍କୁ ଆଜି ହୀରାକୁଦ ବିଜେଡି ପକ୍ଷରୁ ସ୍ଥାନୀୟ ବରିଷ୍ଠ ନାଗରିକ କମ୍ୟୁନିଟି ସେଣ୍ଟର ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ! ଏହି ସଭାରେ ସମ୍ମାନୀତ ଅତିଥିମାନେ ପୂର୍ବତନ…

ପରୀ ମୃତ୍ୟୁ  ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ : ବିଜେପି ବିଧାୟକ ଦଳ

 ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରାଯାଉ କଂଗ୍ରେସ ଦଳ ବିଜେଡିର ସୁରକ୍ଷା କବଚ ସାଜି ପରୀ ନ୍ୟାୟ ଲଢେଇକୁ ଧୋକା ଦେଇଛି : ପ୍ରଦୀପ୍ତ ନାଏକ  ରାଜ୍ୟର ଅଛନ୍ତି ୫୩୨୩ ପରୀ (ଶିଶୁ) ଅନ୍ତର୍ଦ୍ଧାନ,  ସରକାର ସମ୍ବେଦନହୀନ : ଜୟନାରାୟଣ  ଭୂବନେଶ୍ୱର…

ପୂର୍ବତନ ଜିଲ୍ଲାପାଳ ଓ ସହକାରୀ ଯୋଗାଣଅଧିକାରୀ ଙ୍କୁ ଗିରଫ ଜୋର ଧରିଲା ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) :  ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲାଙ୍କୁ ତୁରନ୍ତ ଗିରଫ କରିବାକୁ ଗର୍ଜିଲା ଜିଲ୍ଲା କଂଗ୍ରେସ  । କଂଗ୍ରେସ ନେତା ଶ୍ରୀ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ମାଲକାନଗିରି ସହର ପରିକ୍ରମା…

ନୟାଗଡରେ କୋହ ଏବେ ବହୁଛି ଉଜାଣି, ଚାରିମାସ ହେଲା ଏ ନେତା କୋଉଠି ଥିଲେ କେଜାଣି ! 

 ନୟାଗଡ଼ :ପରୀ ଏବେ ଦୋହଲାଇ ଦେଇଛି ରାଜ୍ୟ ରାଜନୀତି | ସବୁ ଟାର୍ଗେଟ ଏବେ ଗୋଟିଏ ଦିଗରେ |  ପରୀକୁ ନ୍ୟାୟ ମିଳିବ ଉଚିତ | ଦୋଷୀ ଦଣ୍ଡ ପାଇବା ଉଚିତ | ତାକୁ ନେଇ ସବୁ ମହଲରେ ଗୋଟିଏ ଦାବି ପ୍ରକୃତ ଦୋଷୀ ଦଣ୍ଡ ପାଉ | ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ…

ବିଜୁ ଯୁବ ଜନତା ଦଳର ୪ ଟି ସାଙ୍ଗଠନିକ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ 

ଭୁନନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଜନତା ଦଳର ସଙ୍ଗଠନକୁ ଆହୁରି କ୍ରିୟାଶୀଳ ଏବଂ ସୁସଙ୍ଗଠିତ କରିବା ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ  କ୍ରମେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ…

ପରି ହତ୍ୟାକାରୀଙ୍କୁ ଧରିବା ସହ ରାଜନୀତିକ ଷଡଯନ୍ତ୍ର ବ୍ୟୁହକୁ ଭେଦ କରିବ କି କ୍ରାଇମ ବ୍ରାଞ୍ଚ !!!!

ନୟାଗଡ଼ /ଶାସକ ପ୍ରଶାସକ : ୫ ବର୍ଷର କୁନି ଝିଅ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପରୀକୁ ହତ୍ୟା କରାଯାଇଛି | ଏହି ମାମଲାରେ ୪ ଜଣ ବ୍ୟକ୍ତିଙ୍କ ପଲିଗ୍ରାଫ୍ ପରୀକ୍ଷା ସହ ସମସ୍ତ ସନ୍ଦିଗ୍ଧଙ୍କ କଲ୍ ରେକର୍ଡ ବିଶ୍ଲେଷଣ କରାଯାଇଥିବା କହିଛନ୍ତି । ୩୪ ଜଣ ସନ୍ଦିଗ୍ଧ ଓ…

ବିଜୁ ଯୁବ ଛାତ୍ର ଜନତା ଦଳର ନବନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହ ଭର୍ଚୁଆଲ ବୈଠକ 

ଜିଲ୍ଲା, ବ୍ଲକ୍  ଏବଂ ପଂଚାୟତସ୍ତରୀୟ ନୂତନ କମିଟି ଗଠନ ନିମନ୍ତେ ହେଲା ଆଲୋଚନା  ଭୁବନେଶ୍ୱର(ଶାସକ ପ୍ରଶାସକ):  ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁସଙ୍ଗଠିତ ଏବଂ କ୍ରିୟାଶୀଳ କରିବା ନିମନ୍ତେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନବନିଯୁକ୍ତ ସମସ୍ତ ଜିଲ୍ଲା…