Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପୁରନ୍ଦେଶ୍ୱରୀ ଯଦି ମିଛୁଆ, ତେବେ ବିଜେଡି ମନ୍ତ୍ରୀ ନେତା ଅଭ୍ୟାସଗତ ମିଛୁଆ : ଲେଖାଶ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ବିଧାନସଭା ଉତ୍ତର ଆଧାରରେ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହା ପରେ ବିଜେଡି ମୁଖପାତ୍ର ସସ୍ମିତପାତ୍ର ତାଙ୍କୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ,…
ଛବିଶିରେ ପୁରିବ ଚବିଶି
୨୦ରେ ବିଜେଡ଼ିର ରାଜ୍ୟ କାର୍ଯ୍ୟକାରିଣୀ
୨୧ରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ
ରାଜନୈତିକ ଚିଠା ପ୍ରସ୍ତାବ ସହ ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେବ ରୂପରେଖ
ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୩ ବର୍ଷ ପୁରି ଦଳ ୨୪…
୧୮ରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର- (ଶାସକ ପ୍ରଶାସକ) : ଆସନ୍ତା ଡିସେମ୍ବର ୧୮ ତାରିଖ ଦିନ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବିଜେଡି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ସକାଳ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ଯୁବ ବିଜେଡିର କାର୍ଯ୍ୟକାରୀ…
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରନ୍ଦେଶ୍ୱରୀ
ରାଜ୍ୟରେ ନବୀନ ବାବୁ ନୁହେଁ ବରଂ ସରକାରୀ ବାବୁମାନେ ଶାସନ କରୁଛନ୍ତି : ଡି.ପୁରନ୍ଦେଶ୍ୱରୀ
ରାଜ୍ୟରେ ଚାଲିଛି କୁଶାସନ, ସୁଶାସନ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ
ମୁଖ୍ୟମନ୍ତ୍ରୀ କାହିଁକି ଓଡିଶାର ଗରିବ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଚାହୁଁନାହାଁନ୍ତି?
…
ଉଦଘାଟନ ଅପେକ୍ଷାରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଅଫିସ
ନୂଆପଡା :- ଆସନ୍ତା ଡ଼ିସେମ୍ବର ଷୋହଳ ତାରିଖ ସକାଳ ଏଗାର ଘଣ୍ଟାରେ ନୂଆପଡା ଜିଲ୍ଲା ମୁଖ୍ୟାଳୟରେ ନୂଆପଡା ଥାନା ସମ୍ମୁଖରେ ବିଜୁ ଯୁବ ଜନତା ଦଳର ନବ ନିର୍ମିତ ଅଫିସର ଶୁଭ ଉଦଘାଟନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏହି ଅଫିସ ଉଦଘାଟନ କରିବାର…
କରୋନା ସମୟରେ ମାସ୍କ, ପିପିଇ କିଟ୍ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନୀତି ପ୍ରସଙ୍ଗ
ଲୋକାୟୁକ୍ତଙ୍କର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ନୈତିକ ବିଜୟ
ଭୁବନେଶ୍ୱର – ରାଜ୍ୟରେ କରୋନା ମହାମାରୀ ସମୟରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟ ସରକାରଙ୍କର ସଂପୃକ୍ତିକୁ ନେଇ ପ୍ରଦେଶ କଂଗ୍ରେସ…
ବିଜେଡିର ସଂପୂର୍ଣ୍ଣ ନୀରବତା ଚାଷୀକୂଳ ପ୍ରତି ଚରମ ଧୋକା: ନିରଞ୍ଜନ
କୃଷକ ସଂଗଠନଗୁଡିକ ପକ୍ଷରୁ ଆସନ୍ତାକାଲି ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ ଅନ୍ୟ ରାଜ୍ୟର ଆଂଚଳିକ ଦଳ ସମର୍ଥନ କରୁଥିବା ବେଳେ ବିଜୁ ଜନତା ଦଳ ଚୁପ୍ କାହିଁକି - ନିରଞ୍ଜନ
ଭୁବନେଶ୍ୱର– କେନ୍ଦ୍ରର ମୋଦୀ ନେତୃତ୍ୱ ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ…
ବିଜେପିର ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଖୋର୍ଦ୍ଧା : ଗଡ଼ମାଣତୀରର ମା’ରାମଚଣ୍ଡୀଙ୍କ ପୀଠରେ ଭାରତୀୟ ଜନତା ପାର୍ଟିର ଦକ୍ଷିଣ ବେଗୁନିଆ ମଣ୍ଡଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜେ୍ଞଶ୍ୱର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ…
ବିଜେଡି ବିଜେପି ସଲାସୁତୁରା ସରକାରରେ ଜନସାଧାରଣ ତଥା ମହିଳା ଅସୁରକ୍ଷିତ:ଚେଲାକୁମାର
ବିଧାୟକ ଓ ବରିଷ୍ଠ କଂଗ୍ରେସ ଆଲୋଚନା କଲେ ପ୍ରଭାରୀ, କାଲି ପରୀ ପରିବାରକୁ ଭେଟିବେ
ଭୁବନେଶ୍ୱର : ଆଜି ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ…
ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ମାହାଙ୍ଗା (ଶାସକ ପ୍ରଶାସକ) : ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟଅତିଥି ରୂପେ ବିଧାୟକ ତଥା ଗୃହ ନଗର ଉନ୍ନୟନ, ପାନୀୟ ଜଳ, ପଂଚାୟତରାଜ ଓ ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ…