ସମ୍ବଲପୁର(ରମାକାନ୍ତ ବିଶ୍ବାଳ) : ରାଜ୍ୟର ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର ପରୀ ହତ୍ୟାକାଣ୍ଡ ମାମଲାର କେନ୍ଦ୍ରବିନ୍ଦୁ କୁନି ଝିଅ ପରୀ ର ଅମର ଆତ୍ମା ର ଶାନ୍ତି ଓ ସତଗତି ପାଇଁ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ଠାରେ ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦୀପ ପ୍ରଜ୍ବଳନ ଓ ପ୍ରାର୍ଥନା କରାଯାଇଥିଲା । ମହିଳା ମୋର୍ଚ୍ଚା ର ଶ୍ରୀମତୀ ଅନ୍ନପୂର୍ଣ୍ଣା ବାରିକ ଙ୍କ ନେତୃତ୍ୱରେ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରାଙ୍କ ସମେତ ରୁନୁ ପ୍ରଧାନ, ଲକ୍ଷ୍ମୀ ଜେନା, ଶିତାକାନ୍ତି ମେସୁଆ, ସୁଜାତା ଗୁରୁ, ସଞ୍ଜୁ ସାହୁ, ଫୁଲ ସ୍ୱାଇଁ, ବାସନ୍ତୀ ତରିଆ, କମଳା ସାହୁ, ଲକ୍ଷ୍ମୀ ସାହୁ, ସୁବର୍ଣ୍ଣ ସାହୁ, ମେଜ ସାହୁ, ସୁରମା ପୋଢ଼, ଅନିଲ ସୁନା, ଶୁଶାନ୍ତ ପୁରୋହିତ, ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post