Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
“ଓଡ଼ିଶା ସରକାର କୌଣସି ପ୍ରକାର ରାଜନୈତିକ ହିଂସାକୁ ବରଦାସ୍ତ କରନ୍ତି ନାହିଁ”
ମାହାଙ୍ଗା ଘଟଣାରେ ଯିଏ ବି ଦୋଷୀ ହୋଇଥାଉ ସେ ନିଶ୍ଚିତ ଦଣ୍ଡ ପାଇବ : ବିଜେଡି
ଭୁବନେଶ୍ୱର (ଶାସକ ପ୍ରଶାସକ): “ରାଜନୈତିକ ହିଂସା ପ୍ରତି ଓଡ଼ିଶା ସରକାରଙ୍କର ଶୁନ୍ୟ ସହନଶୀଳତା ବା ଜିରୋ ଟଲେରାନ୍ସ ମନୋଭାବ ରହିଛି। କୌଣସି ପ୍ରକାର ରାଜନୈତିକ ହିଂସାକୁ ରାଜ୍ୟ ସରକାର ବରଦାସ୍ତ କରନ୍ତି ନାହିଁ…
ଦୁର୍ନୀତି ବିରୁଦ୍ଧରେ ଏବଂ ଗରୀବଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତୋଳନ କଲେ ମଣିଷ ମାରୁଛି ବିଜେଡି : ସମୀର ମହାନ୍ତି
ଥାନାରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ : ପ୍ରଦୀପ୍ତ ନାଏକ
ଭୁବନେଶ୍ୱର : ରାଜନୀତିରେ ହିଂସାକାଣ୍ଡ ଆଦୈା ଗ୍ରହଣୀୟ ନୁହେଁ । ଅସାମାଜିକ ନେତୃତ୍ୱ କାରଣରୁ ଶାନ୍ତ ଅଂଚଳ ଭାବେ ପରିଚିତ ମାହାଙ୍ଗାରେ ଆଜି ରାଜନୈତିକ ହିଂସାକାଣ୍ଡ ଦିନକୁ ଦିନ…
“ମନ୍ଦିର ଖୋଲନ୍ତୁ, ନହେଲେ ମନ୍ଦିର ଆଗରେ ମୌନବ୍ରତରେ ବସିବି”
http://www.youtube.com/watch?v=hNJdd7ekHoo
ମୁଖ୍ୟମନ୍ତ୍ରୀଙ୍କୁ ମୋହନଙ୍କ ଚିଠି
କେନ୍ଦୁଝର (ଶାସକ ପ୍ରଶାସକ ) : "ମନ୍ଦିର ଖୋଲନ୍ତୁ, ନହେଲେ ମନ୍ଦିର ଆଗରେ ମୌନବ୍ରତରେ ବସିବି" ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଜଣାଇଛନ୍ତି କେନ୍ଦୁଝର ବିଧାୟକ ତଥା ବିରୋଧି…
ପିପିଲି ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିମାନ ବନ୍ଦର ଥୋପ
ପୁରୀ: ଆଗକୁ ଅଛି ପିପିଲି ଉପନିର୍ବାଚନ । ସେଥିପାଇଁ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର କରିବା ପୁରୀବାସୀଙ୍କୁ ଏକ ଆଗୁଆ ନିର୍ବାଚନୀ ଥୋପ ବୋଲି କହିଛନ୍ତି ରାଜ୍ୟ ଯୁବ କଂଗ୍ରେସ ମୁଖପତ୍ର ବିଶ୍ୱନାଥ ଦାଶ ।
ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ…
ମୂଖ୍ୟମନ୍ତ୍ରୀଙ୍କ ନାମରେ ଥାନାରେ ମାମଲା
ଚଞ୍ଚକତା ଅଭିଯୋଗ: ଥାନାରେ ମାମଲା ରୁଜୁ କଲେ ଝାରସୁଗୁଡ଼ା ବିଜେପି।
ଝାରସୁଗୁଡ଼ା :(ସୁଭାଷ ସହାରେ) -ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଚଞ୍ଚକତା କରି ବିଜୁ ପକ୍କା ଘର ଯୋଜନାରେ ପରିଣତ କରିବା ଅଭିଯୋଗରେ ଆଜି ଝାରସୁଗୁଡ଼ା ବିଜେପି ଲଖନପୁର ଥାନାରେ ଏକ ମାମଲା ରୁଜୁ କରିଛି। ଏହାଦ୍ବାରା ରାଜ୍ୟ…
ପ୍ରଧାନମନ୍ତ୍ରୀ ଆବାସ ସ୍ଥାନରେ ବିଜୁ ପକ୍କା ଘର ପୋଷ୍ଟରକୁ ନେଇ ପ୍ରତିବାଦ, ରାଜ୍ୟ ସରକାର ବିରୋଧରେ ଏତାଲା ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଆବାସ ସ୍ଥାନରେ ବିଜୁପକ୍କା ଘର ପୋଷ୍ଟର ଲଗାଯିବାକୁ ନେଇ ବିଜେପି ପକ୍ଷରୁ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବୀରମହାରାଜପୁର ବ୍ଲକ କାର୍ଯ୍ଯାଳୟରେ…
କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାରଙ୍କ ନାମର ଷ୍ଟିକରିଂ : ଲୋକ କାହାର?
ଝାରସୁଗୁଡ଼ା :(ସୁଭାଷ ସହାରେ) - ରାଜନୀତିରେ ସବୁ ଠିକ୍। କେନ୍ଦ୍ର ଓ ରାଜ୍ୟରେ ଅଲଗା ଅଲଗା ସରକାର ଥିଲେ ଆରୋପ ପ୍ରତ୍ୟାରୋପ ଯେପରି ନିୟମସମ୍ମତ। କେତେବେଳେ କେନ୍ଦ୍ର ଆରୋପ କରେ ଯେ ରାଜ୍ୟ ସରକାରଙ୍କ ଦ୍ବାରା କେନ୍ଦ୍ରର ଯୋଜନାକୁ ରାଜ୍ୟ ସରକାର ଲାଗୁ କରିବାକୁ ରାଜି ନୁହଁନ୍ତି, ତ ରାଜ୍ୟ…
ଆସାମ ନିର୍ବାଚନ: ଅମିତ ଶାହାଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ବୈଠକ
ଭୁବନେଶ୍ବର : ଆସାମରେ ଆଗକୁ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୌହାଟୀଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଅନ୍ୟ ଦଳୀୟ…
ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କରୋନା କଟକଣା ଅନୁଯାୟୀ ନିରାଡ଼ମ୍ବର ଭାବେ ପାଳନ…
ବିଜେପୁର ନିର୍ବାଚନ ମଣ୍ଡଲୀରେ ବିଜେଡିର ୨୪ତମ ସ୍ଥାପନା ଦିବସ
ବରଗଡ :- ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ଠାରେ ଆଜି ବିଜୁ ଜନତା ଦଳର 24ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ ଙ୍କର ସଭାପତିତ୍ୱରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ…