Browsing Category

ରାଜନୀତି

“ରାଜ୍ୟ ସରକାର ଅନୁସୁଚିତ ଜାତି ବର୍ଗର  ଆର୍ଥିକ ବିକାଶ ରେ ରାଜ୍ୟ ସରକାର ବାଧକ ସାଜିଛନ୍ତି “

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ପୋଷ୍ଟମାଟ୍ରିକ ସ୍କୋଲାରସିପ ପାଞ୍ଚ ଗୁଣା ବୃଦ୍ଧି  ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ରାଜ୍ୟର ଅନୁସୂଚିତ ଜାତିର ସାମାଜିକ ଓ ଆର୍ଥିକ ବିକାଶ ରେ ରାଜ୍ୟ…

ମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ଦାବୀ କଲା ଝାରସୁଗୁଡ଼ା ବିଜେପି। 

ଝାରସୁଗୁଡ଼ା :(ସୁଭାଷ ସହାରେ) କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ  ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ତାଙ୍କର ଗିରଫଦାରୀ ଦାବି କରି ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ…

ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା ଘଟଣା: ହତ୍ୟାକାରୀଙ୍କୁ ଗିରଫ ଦାବୀରେ ବିଜେପିର ଥାନା ଘେରାଉ

ନୂଆପଡ଼ା(ଅମିତ ପୁରୋହିତ): ମହଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ କୁଲମଣୀ ବରାଲ ଓ ସାଥୀଙ୍କୁ ହତ୍ୟା ଘଟଣାର ପ୍ରକୃତ ହତ୍ୟାକାରୀ ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବୀରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ସଦର ଥାନା ଘେରାଉ କରିଥିଲେ । ବିଜେପି ଯୁବ ମୋର୍ଚ୍ଚା…

ମାହାଙ୍ଗାରେ ବିଜେପି ନେତାଙ୍କ ବିଭତ୍ସ ହତ୍ୟାକାଣ୍ଡର ପ୍ରତିବାଦ : ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଟକ ଜିଲ୍ଲା ମାହାଙ୍ଗାରେ ବରିଷ୍ଠ ବଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଟାଉନ ଥାନା ସମ୍ମୁଖରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ…

ମାହାଙ୍ଗା ହତ୍ୟାକାଣ୍ଡ ପ୍ରତିବାଦ : ଆଇନ ମନ୍ତ୍ରୀଙ୍କ ଇସ୍ତଫା ଓ କୁଶପୁତ୍ତଳିକା ପୋଡିଲା ବୀରମହାରାଜପୁର ବିଜେପି…

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ରାଜନୈତିକ ହିଂସା ଘଟଣା କ୍ରମେ ମହଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ଯା ଘଟଣାରେ ରାଜ୍ୟ ଆଇନମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି କୁ ନେଇ ରାଜ୍ୟ ବିଜେପି ଖଡଗ ହସ୍ତ ହୋଇଅଛି ।…

ବିଜେଡି କର୍ମୀଙ୍କ ଗିରଫ ଦାବିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ। 

ଝାରସୁଗୁଡ଼ା :(ସୁଭାଷ ସହାରେ): କଟକ ଜିଲ୍ଲାର ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପିର ପୁରୁଣା କର୍ମୀ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ମର୍ଡର ଘଟଣା ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଜେପି ଏହି ଘଟଣା ପଛରେ ଆଇନ ମନ୍ତ୍ରୀ ପ୍ରତାପ ଜେନା…

ଅପରାଧ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି: ବିଜେଡି

"ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ବିଜେଡି ସରକାର ଆସାମୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ  ପାଇଁ ପ୍ରତିଶ୍ରୁତିବଦ୍ଧ । ଯାହା ଫଳରେ ମୃତକଙ୍କ ପରିବାର ନ୍ୟାୟ ପରିପାରିବେ । ଏଭଳି ଜଘନ୍ୟ ଅପରାଧର ଷଡଯନ୍ତ୍ର ରଚିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବି କଠୋର…

କହିଲେ ବୈଜୟନ୍ତ : ମାହାଙ୍ଗା ଡବଲ ମର୍ଡର ରାଜନୈତିକ ଅସହିଷ୍ଣୁତାର ସଦ୍ୟତମ ଉଦାହରଣ

ଭୁବନେଶ୍ବର(ଶାସକ ପ୍ରଶାସକ) - ବିଜେପି ନେତା ଶ୍ରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ବିଜେପି…

ମାହାଙ୍ଗା ଡବଲ ମର୍ଡର ଘଟଣା : ଚମ୍ପୁଆ ଥାନା ଘେରିଲା ବିଜେପି 

ଚମ୍ପୁଆ (ଶାସକ ପ୍ରଶାସକ) : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳିର ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳଙ୍କୁ ରାଜନୈତିକ କାରଣରୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା…

ପରୀ ପାଇଁ ମାଁ ସମଲେଶ୍ବରୀଙ୍କ ଠାରେ ଦୀପ ପ୍ରଜ୍ବଳନ ଓ ପ୍ରାର୍ଥନା

ସମ୍ବଲପୁର(ରମାକାନ୍ତ ବିଶ୍ବାଳ) :  ରାଜ୍ୟର ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର ପରୀ ହତ୍ୟାକାଣ୍ଡ ମାମଲାର କେନ୍ଦ୍ରବିନ୍ଦୁ କୁନି ଝିଅ ପରୀ ର ଅମର ଆତ୍ମା ର ଶାନ୍ତି ଓ ସତଗତି ପାଇଁ ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ଠାରେ ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦୀପ ପ୍ରଜ୍ବଳନ ଓ…