Browsing Category

ରାଜନୀତି

ଚଳିତ ବଜେଟରୁ ବେଶୀ ପାଇବ ଓଡିଶା – ଧର୍ମେନ୍ଦ୍ର ପ୍ରଧାନ

ବଜେଟକୁ ଯୁଗାନ୍ତକାରୀ କହିବା ସହ ପ୍ରଧାନମନ୍ତ୍ରୀ ଓ  ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର  ଉଜ୍ଜଳା ଯୋଜନାରେ ପୁଣି ୧ କୋଟି ମହିଳାଙ୍କୁ ଯୋଗାଯିବ ଗ୍ୟାସ  ପୋଷଣ ଅଭିଯାନରେ ଓଡିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାକୁ ମିଳିବ ପ୍ରାଥମିକତା  ୩ ବର୍ଷରେ ହେବାକୁ ଥିବା ୭ଟି…

ପିପିଲି ପାଇଁ ପ୍ରତାପ ନିର୍ବାଚନ ପର୍ଯ୍ୟବେକ୍ଷକ 

ଭୁବନେଶ୍ୱର(ଶାସକ ପ୍ରଶାସକ) ପିପିଲି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ପିପଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ଦଳର ସଭାପତି ନବୀନ…

କେନ୍ଦୁଝର ଜିଲ୍ଲା ବିଜେପିର ନୂତନ ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା 

ହାଟଡିହି /ମକରଧ୍ବଜ ଜେନା :  ଜିଲ୍ଲା ବିଜେପି ରେ ସାଧାରଣ ସମ୍ପାଦକ ଭାବେ ନୂତନ ଦାଇତ୍ୱ ପାଇବା ପରେ ଜ୍ଞାନରଂଜନ ସମନ୍ତସିଂହର ଙ୍କୁ ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିବା ସହ ବିଜେପି କାର୍ଯ୍ୟକର୍ତ୍ତା ଓ ଶୁଭେଛୁ ମାନେ ତାଙ୍କ ଘରେ ପହଂଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ…

ଦଲାଲଙ୍କ ପାଇଁ ଓକିଲାତି କରୁଛି ବିଜେପି: ବିଜେଡି

ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି, ବିଜେଡି ସାଂସଦଙ୍କ ଭଳି ଦକ୍ଷେ ନିଅନ୍ତୁ ବିଜେପି ସାଂସଦ ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଧାନକୁ ବି ସଂଗ୍ରହ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ…

ଆସନ୍ତାକାଲି ସମ୍ବଲପୁର ଆର.ଡି.ସି ଅଫିସ ଘେରାଓ କରିବା ବିଜେପି 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ସମଗ୍ର ରାଜ୍ୟରେ ଲାଗିରହିଥିବା ଚାଷୀ ଓ ଧାନ ବିକ୍ରି ର ସମସ୍ୟା ର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀ ରେ ଗୁରୁବାର  ବିଜେପି ଘେରିବ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ କାର୍ଯ୍ୟାଳୟ (RDC, NR, Office)          ୨୧ ତାରିଖ ଗୁରୁବାର ଦିନ ଚାଷୀ ହିତ ପାଇଁ…

ପଦ୍ମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ 

ପଦ୍ମପୁର/ଶାସକ ପ୍ରଶାସକ - ଏବିପି ନ୍ୟୁଜ ଓ ସି ଭୋଟର ଦେଶକା ମୋଡ଼ ସର୍ଭେ ଅନୁସାରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ବର୍ଷରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଏହି ଖୁସି ଖବର ଶୁଣି ବିଜେଡି କର୍ମୀ ମହଲରେ ଖୁସିର ଲହରୀ ଖେଲି ଯାଇଛି । ବିଭିନ୍ନ…

ନିରଞ୍ଜନଙ୍କ ଉପରେ ଆକ୍ରମଣ ଘଟଣା : ଡ଼ିଜିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣ  କରିଥିବା  ଅଭିଯୁକ୍ତଙ୍କୁ  ଗିରଫ କରିବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ପିସିସି ପ୍ରତନିଧି ଦଳ ଡିଜିପି…

କହିଲେ ବବି : ଏହା ବିଜେପି ଓ ତା ନେତାଙ୍କ ଅସଲ ରଙ୍ଗ 

ପିସିସି ସଭାପତିଙ୍କ ଉପରେ ଆକ୍ରମଣଙ୍କ ବିଜେଡିର ତୀବ୍ର ନିନ୍ଦା  ଭୁବନେଶ୍ୱର : ବିଜୁ ଜନତା ଦଳ  ସଂଗଠନ ସମ୍ପାଦକ  ପ୍ରଣବ ପ୍ରକାଶ ଦାସ (ବବି) ଗତକାଲି କେନ୍ଦୁଝରରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି |  ଏହା ବିଜେପି ଓ ତା ନେତାଙ୍କ…

ପିସିସି ସଭାପତି ନିରଂଜନଙ୍କ ପାଇଁ ଅଂଟା ଭିଡ଼ିଲେ ଜୟଦେବ: ବିଜେଡି-ବିଜେପିକୁ କଲେ ଟାର୍ଗେଟ

"ଚାଲିଛି ସଲାସୁତୁରାରେ ସରକାର :ଆକ୍ରମଣକାରୀ ବିଜେପି, ସୁରକ୍ଷା ଦେଉଛି ବିଜେଡି"  ଭୁବନେଶ୍ୱର : ଗତକାଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର କେନ୍ଦୁଝର ଯିବା ବେଳେ ରାତି ୮ଟାରେ କେନ୍ଦୁଝର ଟାଉନସ୍ଥିତ କାଶିପୁର ନିକଟରେ ୪ରୁ ୫ଜଣ ନିଶାଶକ୍ତ ଦୁର୍ବୁତ ପିସିସି ସଭାପତିଙ୍କ…

ସାରସକଣା ଜିଲ୍ଲାପରିଷଦ ଉପନିର୍ବାଚନକୁ ନେଇ ଚଳଚଞ୍ଚଳ ରାଜନୈତିକ ପାଣିପାଗ  

୧୮ରେ କମ୍ପିବ ବାରିପଦା, ଶେଷ ଦିନରେ ନାମାଙ୍କନ ଭରିବେ ସମସ୍ତ ପ୍ରାର୍ଥୀ ବିଜେଡ଼ି, ବିଜେପି, କଂଗ୍ରେସ ଓ ଜେଏମଏମ ପକ୍ଷରୁ ର୍ପାର୍ଥୀମାନଙ୍କ ନାମ ଘୋଷଣା ବାରିପଦା(ଦିଲ୍ଲୀପ ମହାନ୍ତି) : ସାରସକଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୬ ନଂ ଜୋନ ଜିଲ୍ଲାପରିଷଦ ଉପନିର୍ବାଚନକୁ ନେଇ…