ଦଳବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଜେଡି ନେତା ନିଲମ୍ବିତ | 

3

ଭୁବନେଶ୍ୱର (ଶାସକ ପ୍ରଶାସକ) :ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡ ଜିଲ୍ଲାର ଦୁଇ ବିଜେଡି ନେତା ନିଲମ୍ବିତ ହୋଇଛନ୍ତି | ସେମାନେ ହେଲେ ଅମରେଶ ପଣ୍ଡା ଓ ବିନୟ ପଣ୍ଡା | ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ  ଏହି ଦୁଇ ନେତାଙ୍କୁ  ନିଲମ୍ବନ କରାଯାଇଥିବା ସମ୍ପର୍କରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି | 

Leave A Reply

Your email address will not be published.