Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ରେଙ୍ଗାଲି-ସପ୍ନେ ଆରଡି ରାସ୍ତା:- ଫ୍ଲାଏ ଓଭର ବ୍ରିଜ ପାଇଁ ଲୋକଙ୍କ ଦାବି।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର (ବିଜୁ ଏକ୍ସପ୍ରେସ ୱେ)ର ରେଙ୍ଗାଳି ମହାବୀର ଛକରୁ ବ୍ଲକ ରାସ୍ତା ଦେଇ ଯାଇଥିବା ସପ୍ନେ ଫେରି ରାସ୍ତା ଉପରେ ଶତାଧିକ ଛୋଟ ବଡ ଗାଡି ସହ ଭାରି ଯାନ ଯାତାୟାତ ଯୋଗୁଁ ଦିନକୁ ଦିନ ଏହି ରାସ୍ତା ଦୁର୍ଘଟଣା…
ଅପରାଧ ଅଭିଯୁକ୍ତ ସାରଦାଙ୍କ ପାଇଁ ଓକିଲାତି କରୁଛନ୍ତି ଜେଲ୍ ଫେରନ୍ତା ଇରାଶିଷ: ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : ଏକାଧିକ ଅପରାଧରେ ଜଡିତ ହୋଇ ଜେଲ୍ ଯାଇଥିବା ଓ ନିକଟରେ ରାଜଧାନୀରେ ଗଣ୍ଡଗୋଳ କରି ଫେରାର ଥିବା ବିଜେପି ନେତା ସାରଦା ପ୍ରଧାନଙ୍କ ପାଇଁ ଓକିଲାତି କରୁଥିବା ଇରାଶିଷ ଆଚାର୍ଯ୍ୟ ମଧ୍ୟ ଜଣେ ଜେଲ୍ ଫେରନ୍ତା । ଜଣେ ଅପରାଧିକୁ ସୁରକ୍ଷା ଦେବାପାଇଁ ଆଉ ଜଣେ ଅପରାଧି…
ଖୁନୀ ମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟୋମକେଶଙ୍କ ବିବୃତି ସଇତାନର ବେଦ ପାଠ ସଦୃଶ:ଇରାସିସ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଧାନସଭାର ପବିତ୍ରଗୃହରେ ବିରୋଧୀ ଦଳର ବିଧାୟକ ମାନଙ୍କ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଶେଷ କରି ମାହାଙ୍ଗା ଡବଲ ମର୍ଡର ନେଇ ଯେଉଁ ବିବୃତି ରଖାଗଲା, ତାହା ଉତରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ…
କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷିତ
୬ ଉପସଭାପତି, ୨ ସାଧାରଣ ସଂପାଦକ, ୬ ଜଣ ସଂପାଦକ ଓ ୧୬ ରାଜ୍ୟ ସଂଯୋଜକ
କୃଷକମାନଙ୍କ ସମସ୍ୟାକୁ ନେଇ ସାରା ରାଜ୍ୟରେ ଏକ ଦୁର୍ବାର କୃଷକ ଆନ୍ଦୋଳନ କରାଯିବ : ପ୍ରଦୀପ ପୁରୋହିତ
ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକମୋର୍ଚ୍ଚା ରାଜ୍ୟ ସଭାପତିଶ୍ରୀ…
ବିଜେପିରେ ସାମିଲ ହେଲେ ସମିତିସଭ୍ୟ ଓ ୱାର୍ଡମେମ୍ବରଙ୍କ ସମେତ ବହୁ ବିଜେଡି କର୍ମୀ
କେଉଁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଓଗାଁ ମଣ୍ଡଳ ମଛାଳୋ ଗ୍ରାମପଂଚାୟତର ବର୍ତମାନର ନିର୍ବାଚିତ ସମିତି ସଭ୍ୟ ତାପସ କୁମାର ଜେନା ଓ ୱାର୍ଡମେମ୍ବର ସନ୍ତୋଷ ଜେନା ବିଜେପିରେ ହେଲେ ସାମିଲ
ଭୁବନେଶ୍ୱର(ଶାସକ ପ୍ରଶାସକ) :ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ…
ଝାରସୁଗୁଡ଼ାରୁ ଦୁବାଇକୁ ବିମାନ ଉଡ଼ାଣ ପାଇଁ ଯୋଜନା ଅଛି :ସାଂସଦ ପୁଜାରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ ଏକ ସାକ୍ଷାତକାରରେ ଜଣାଇଛନ୍ତି ଯେ ଝାରସୁଗୁଡ଼ା ବିମାନବନ୍ଦରରୁ ଆସନ୍ତା ସମୟରେ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଦୁବାଇକୁ ବିମାନ ସେବା ଯୋଗାଇ…
ଜଙ୍ଗଲ ନିଆଁ : ଜୟନାରାୟଣଙ୍କ ନେତୃତ୍ୱରେ ଶିମିଳିପାଳ ଗଲା ୧୫ ଜଣିଆ ବିଜେପି ତଥ୍ୟ ଅନୁଧ୍ୟାନକାରୀ ଦଳ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟର ଅନେକ ପାହାଡ ଏବଂ ବନାଂଚଳ ବର୍ତ୍ତମାନ ବି ନିଆଁର ଘେରରେ ରହିଛି । ଜଙ୍ଗଲ ନିଆଁ ଆୟତବସ୍ଥାରେ ଥିବା ରାଜ୍ୟ ସରକାର କହୁଥିବାବେଳେ କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ଜଙ୍ଗଲ ନିଆଁର ସାଂପ୍ରତିକ ସ୍ଥିତି କଣ ରହିଛି ଏବଂ ଏହା ପ୍ରଭାବରେ ସ୍ଥାନୀୟ ବାସିନ୍ଦା…
ଭୟ, ଭ୍ରଷ୍ଟାଚାର ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ପଶ୍ଚିମବଙ୍ଗର ଜନତା ମନ ବନେଇ ସାରିଛନ୍ତି – ଧର୍ମେନ୍ଦ୍ର…
ତିନି ଦିନିଆ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କୋଲକାତା / ଭୁବନେଶ୍ୱର – ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନନ୍ଦିଗ୍ରାମଏବଂ ହଳଦିଆ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରଚାର ଆରମ୍ଭ…
ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରିବେ ବିଜେଡି ଯୁବ ନେତା ଅରିନ୍ଦମ ରୟ
କଟକ : ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଲୋକପ୍ରିୟ ଅଭିନେତା ତଥା ବିଜେଡି ଯୁବ ନେତା ଶ୍ରୀ ଅରିନ୍ଦମ ରୟ, ୮ ଦିନ ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟରେ ରକ୍ତର ଘୋର ଅଭାବକୁ ଦୂର କରିବା ପାଇଁ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…
ଖଡ଼ଗପୁର : ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରଚାର ମୈଦାନରେ ଗୋଲକ
ଖଡ଼ଗପୁର /ଭୁବନେଶ୍ୱର (ଶାସକ ପ୍ରଶାସକ) : ପଶ୍ଚିମ ବଙ୍ଗରେ ନିର୍ବାଚନୀ ଉସ୍ମତା ବୃଦ୍ଧି ପାଇଥିବା ବେଳେ ପ୍ରଚାର କାର୍ଯ୍ୟ ଜୋର ଧରିଛି | ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ଦଳ ସ୍ୱତନ୍ତ୍ର ରଣନୀତି ଆପଣାଇଥିବା ବେଳେ ବିଜେପି ମଧ୍ୟ ତାହାର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରୁଛି ବଙ୍ଗ ଦଖଲ…