Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆମ୍ବୋ ପଂଚାୟତରେ ବିଜେପି ର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
ହାଟଡିହି/ ମକରଧ୍ବଜ ଜେନା : ଆମ୍ବୋ ପଂଚାୟତର ଅଣତିରା ସ୍ଥିତ ତାରିଣୀ ମଠ ପଡିଆ ରେ ବିଜେପି ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଏହି ପଂଚାୟତରୁ ୪୦ରୁ ଉର୍ଦ୍ଧ୍ବ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ର ନିତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଆନନ୍ଦପୁର ବିଜେପି ନେତା…
ସାପଲହର ଠାରେ ବିଜେପିର ଲଖମରା ମଣ୍ତଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)-ତ୍ରିସ୍ତରୀୟ ନିର୍ବାଚନ ପ୍ରସ୍ତୁତି ପାଇଁ ଭାରତୀୟ ଜନତା ପାର୍ଟି ଲଖମରା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ସାପଲହର ଗ୍ରାମ ଠାରେ ଅନୁଷ୍ଠିତ ହୋଇ ଯାଇଛି ।…
କେଉଁ ସ୍ୱାର୍ଥରେ ଭୁବନେଶ୍ୱର ସାଂସଦଙ୍କ ଅସାମାଜିକ ଆଚରଣକୁ ରାଜ୍ୟ ବିଜେପି ସଭାପତିଙ୍କ ସମର୍ଥନ : ବିଜେଡି
ମହିଳାଙ୍କୁ ଅସଦାଚରଣ କରିଛନ୍ତି ଅପରାଜିତାଙ୍କ ପ୍ରାଇଭେଟ ସିକ୍ୟୁରିଟି
ଆଗାମୀ ଦିନରେ ବିଜେପି ନେତା ବି ବାଦ ପଡିବେନି
ଭୁବନେଶ୍ୱର: ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା…
ମାହାଙ୍ଗା : ବାସୁଦେବପୁର ଓ କୋଳିଅଠାଠାରେ ବିଜେପିର ପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ
ମାହାଙ୍ଗା -:(ସପ୍ତ ଜ୍ୟୋତି ରାଉଳ)କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାସୁଦେବପୁର ଓ କୋଳିଅଠା ପଞ୍ଚାୟତସ୍ତରୀୟ କାର୍ଯ୍ୟ କର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ଅରୁଣ କୁମାର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ଏହି ସମ୍ମିଳନୀରେମାହାଙ୍ଗାର ବିଜେପି ଯୁବନେତା ସାରଦା ପ୍ରଧାନ…
ଅପରାଜିତାଙ୍କୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ: ସମୀର
ଗୃହ ରାଷ୍ଟମନ୍ତ୍ରୀଙ୍କୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ
ବିରୋଧୀଙ୍କୁ ଶାସକ ବିଜେଡିର ଦମନର ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ
ଭୁବନେଶ୍ୱର :ଗତ କାଲି ରାତିରେ ଭୂବନେଶ୍ୱରର ମହିଳା ସାସଂଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ପ୍ରତିହିଂସା ପରାୟଣ ଶାସକ…
ବିଜେପି ଛାଡି ବିଜେଡିକୁ ବାହୁଡ଼ିଲେ ଯୁବ ନେତା ଆଲୋକ ପାଣିଗ୍ରାହୀ
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେଡିର ଶକ୍ତିବୃଦ୍ଧି ହୋଇ ଚାଲିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହେବାସହ ପାଟଣାଗଡ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ସରୋଜ କୁମାର ମେହେରଙ୍କ…
୩୦ ସୁଦ୍ଧା କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନ ଜୋରଦାର ହେବ : ବିଜେଡି
"ବିଜେପିର ରାଜ୍ୟ ନେତୃବୃନ୍ଦ ନେଉଛନ୍ତି ମିଛର ସାହାରା, ବାଢ଼ୁଛନ୍ତି ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି"
ଭୁବନେଶ୍ୱର: ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଥିବା ବେଳେ ବିଜୁ ଜନତା ଦଳ ଲୋକଙ୍କ ଏହି ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି |…
ରନ୍ଧନ ଗ୍ୟାସର ଦର ବୃଦ୍ଧି ବିରୁଦ୍ଧରେ ବିଜେଡି ତରଫରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରନ୍ଧନ ଗ୍ୟାସର ଦର ବୃଦ୍ଧି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ମହିଳା , ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ବବିଙ୍କୁ ପିତାମ୍ବରଙ୍କ ଚାଲେଞ୍ଜ : ଦମ୍ ଅଛି ତ ନିରପେକ୍ଷ ତଦନ୍ତ କର
ମମିତା ହତ୍ୟାକାଣ୍ଡକୁ ନେଇ ପ୍ରଣବ ପ୍ରକାଶ ଦାସଙ୍କ ମନ୍ତ୍ୟବ୍ୟ ପ୍ରସଙ୍ଗ
ଭୁବନେଶ୍ୱର: ଗୋଟିଏ ପଟେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଶାସକ ବିଜେଡି ତରଫରୁ ବିଜେପି ଓ ଗଣମାଧ୍ୟମକୁ ପ୍ରମାଣ ମଗାଯାଉଛି । ଅନ୍ୟ ପଟେ ମାହାଙ୍ଗା କ୍ୱାଡ୍ରପଲ୍ ମର୍ଡର ଘଟଣାରେ ଅଦାଲତି ରାୟ ଆସିବା ପରେ ମଧ୍ୟ ଆଇନ୍…
ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଜେପି ଦଳ ପକ୍ଷରୁ ଆଜି ମନ୍ତ୍ରୀଙ୍କ ବିରୁଦ୍ଧରେ ଥାନା ଅଧିକାରୀ ଙ୍କ ଜରିଆରେ ଓଡ଼ିଶା ପୋଲିସ ମହାନିର୍ଦେଶକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।ମଧ୍ୟାହ୍ନ ରେ ବିଜେପି ଦଳର ଖ ଜୋନ ର ସଭାପତି ମୋନଜ ସେଠୀ ଙ୍କ…