Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆମ୍ବଭନା ଜୋନ୨ ରୁ ବିଜେଡିର ଜୟ ଯାତ୍ରା ଆରମ୍ଭ
ନିର୍ଦ୍ୱନ୍ଦରେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲା ମହିଳା ସଭାପତି
ବରଗଡ :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ଆରମ୍ଭ ହୋଇଯାଇଛି ନିଜର ପ୍ରାର୍ଥୀମାନଙ୍କୁ ଜିତେଇବାର ପ୍ରୟାସ । ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ପରେ ଏକ ପ୍ରକାର…
ସମିତି ସଭ୍ୟ ପ୍ରାର୍ଥିପତ୍ର ନାକଚ ହେବା ଆଶଙ୍କା କରି ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ଭଂଜନଗର,(ନିଲୁ ବିଷୋୟୀ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଜଗନ୍ନାଥପ୍ରସାଦ ସମିତିସଭ୍ୟ ପଦବିରେ କବିରାଜ ବେହେରା ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ପ୍ରାର୍ଥିତ୍ବକୁ ରାଜନୈତିକ ଷଢଯନ୍ତ୍ର କରି ନାକଚ କରିବା ପାଇଁ ଯୋଜନା ଚାଲିଥିବା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…
“ବିରୋଧିଙ୍କ ମିଛ ପ୍ରଚାରର ସଠିକ୍ ଜବାବ ଦିଅ”
ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ
ପ୍ରସଙ୍ଗ ଶୁନ୍ୟ ବିରୋଧିଦଳ, ମିଛ ପ୍ରଚାରକୁ କରିବେ ଅସ୍ତ୍ର
ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଆର୍ଶୀବାଦ ଆଣ
ଭୁବନେଶ୍ୱର: "ବିରୋଧିଦଳଙ୍କ ପାଖରେ କିଛି ବି…
ନିଶ୍ଚିନ୍ତକୋଇଲି ବ୍ଲକର ୫ ଟି ଜିଲ୍ଲାପରିଷଦ ଜୋନରେ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ଘୋଷଣା
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୫ ଟି ଜିଲ୍ଲାପରିଷଦ ଜୋନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରାଯାଇଛି । ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ନାମ ଘୋଷଣା କରି ଦଳୀୟ…
ବିଜେପିକୁ ଡେଇଁଲେ ବ୍ଳକ ବିଜେଡି ସଂଖ୍ୟାଲଘୁ ଉପସଭାପତି
ଉମରକୋଟ/ଜିତେନ୍ଦ୍ର କୁମାର ମହାନ୍ତି :: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଅସନ୍ତୁଷ୍ଟ ନେତାଙ୍କ ଦଳ ଡିଆଁ ଲାଗି ରହିଛି। ତେବେ ଇତି ମଧ୍ୟରେ ଉମରକୋଟ ବିଜେଡିକୁ ଲାଗିଛି ଶକ୍ତ ଧକ୍କା। ଦଳ ଛାଡିଛନ୍ତି ବ୍ଳକ ବିଜେଡି ସଂଖ୍ୟାଲଘୁ ଉପସଭାପତି ସବିତା ନିଆଲ। ଦଳ ଛାଡିବା ପରେ ସବିତା…
ପଞ୍ଚାୟତିରାଜ ନିର୍ବାଚନରେ ଇଂଜିନିୟର : ଜିଲା ପରିଷଦ ପ୍ରାର୍ଥୀନୀ ହେଲେ ଇଂ ଶୁଭସ୍ମିତା
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା 1 ନମ୍ବର ଜୋନର ଜିଲ୍ଲା ପରିଷଦର ପ୍ରାର୍ଥୀରୂପେ କଂଗ୍ରେସ ଦଳ ତରଫରୁ ଜଣେ ବି ଟେକ ଛାତ୍ରୀ ତଥା ଉଚ୍ଚ ଶିକ୍ଷିତ ଝିଅ ଶୁଭସ୍ମିତା ସାହୁ ପ୍ରତିଦ୍ୱନ୍ଦିତା କରୁଥିବା ଜଣା ପଡି ଅଛି । ଛାତ୍ରୀ ଜଣକ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନନ୍ଦିପୁର ଗ୍ରାମର…
କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀଙ୍କ ନାମାଙ୍କନ ପତ୍ର ଦାଖଲ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ନିଜ ପଞ୍ଚାୟତ ରେ ଦାଖଲ କରୁଛନ୍ତି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ପଞ୍ଚାୟତ 11 ଟି ୱାର୍ଡ କୁ ନେଇ ଗଠିତ । ଏଠାରେ…
ଆମ୍ବଭନାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କଲେ ନୀଳକୁମାରୀ
ବରଗଡ ଜିଲ୍ଲାରେ ତୃତୀୟ ଦିନର ନାମାଙ୍କନ
ବରଗଡ :- ଆଜି ବରଗଡ ଜିଲ୍ଲା ର ବିଭିନ୍ନ ବ୍ଳକ ଅଞ୍ଚଳ ରେ ସମୁଦାୟ ୧୧୧୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି ଲ ଅତାବିରା ବ୍ଳକ ରୁ ମିଳିଥିବା ତଥ୍ୟ ଅନୁସାରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୨୮ ଜଣ,ସରପଞ୍ଚ ପଦବୀ ପାଇଁ ୨୦ ଜଣ, ସମିତି ସଭ୍ୟ ପାଇଁ…
ବିଜେପିରେ ସାମିଲ ହେଲେ ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷା କନକଲତା
ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି କନକଲତା ବେହେରା ବିଜେଡି ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ଭାବେ ବିଜେପିରେ…
ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ।
ସିମୁଳିଆ (ଅକ୍ଷୟ କୁମାର ଜେନା)- ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନିଜ ନିଜ ପଞ୍ଚାୟତ ରେ ଦାଖଲ କରୁଛନ୍ତି। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତା ପୁର ପଞ୍ଚାୟତ ୧୪ ଟି ୱାର୍ଡ କୁ ନେଇ ଗଠିତ। ଏଠାରେ…