ଭୁବନେଶ୍ୱର:ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ନିମ୍ନଲିଖିତ ସଦସ୍ୟଙ୍କୁ ପାର୍ଟୀରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।
୧. ଶ୍ରୀ ରାମଚନ୍ଦ୍ର ଦାସ (ଭଦ୍ରକ)
୨. ଶ୍ରୀ ଜୟରାମ ମୁଦୁଲି (ଭଦ୍ରକ)
୩. ଶ୍ରୀ ସୁବାସ ମୁଦୁଲି (ଭଦ୍ରକ)
୪. ଶ୍ରୀ ପ୍ରତାପ ଦାସ (ଭଦ୍ରକ)
୫. ଶ୍ରୀ ନିରଞ୍ଜନ ସ୍ୱାଇଁ ଘୁମୁସୁର (ଗଞ୍ଜାମ)
Sign in
Sign in
Recover your password.
A password will be e-mailed to you.
Prev Post