Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସୋହେଲା ଓ ଆମ୍ବଭନା ରେ ବିଜେଡିର ରେକର୍ଡ଼ ବିଜୟ
ବରଗଡ଼ :- ବରଗଡ଼ ଜିଲା ରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତାଗଣନା ର ପ୍ରଥମ ପର୍ଯାୟ । ଏହି ଅବସରରେ ପ୍ରତେକ ବ୍ଲକ ରେ ଚାଲିଛି ମତାଗଣନା । ସୋହେଲା ଏବଂ ଅମ୍ବାଭୋନା ର ଭୋଟ ଗଣତି ସରିବା ସହିତ ବିଜେଡି ପ୍ରାର୍ଥୀ ମନେ ବିଜୟ ଲାଭ କରିଛନ୍ତି । ସୋହେଲାରେ ବିଜୁ ଜନତା ଦଳର ପ୍ରାର୍ଥିନୀ…
ନିଶ୍ଚିନ୍ତକୋଇଲି ବ୍ଲକ ୨୪ ନମ୍ବର ଜୋନ୍ : ବିଜେଡିର ବିପ୍ଳବ କାପ ଆଗୁଆ
ନିଶ୍ଚିନ୍ତକୋଇଲି / ଦେବେନ୍ଦ୍ର ଷଢଙ୍ଗି : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ୨୪ ନମ୍ବର ଜୋନ୍ ଜିଲାପରିଷଦ 2ୟ ରାଉଣ୍ଡ ଶେଷ ସୁଦ୍ଧା ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ବିପ୍ଳବ କାପ ୨୧୧ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି | ବିଜେପି ପ୍ରାର୍ଥୀନୀ ନିର୍ମଳା ଲେଙ୍କା ୫୮୨ ଖଣ୍ଡ ଭୋଟ ପାଇଥିବା…
ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: ବିଜେଡି
ବଡ ପରାଜୟ ଜାଣିବା ପରେ ବିଜେପି କର୍ମୀ ଅବସାଦଗ୍ରସ୍ତ
ରାଜ୍ୟ ବିଜେପି ସଭାପତିଙ୍କ ପ୍ରୟାସ ବିଫଳ
ପୌର ନିର୍ବାଚନରେ ବି ଲୋକେ ବିଜେପିକୁ ହରାଇବେ
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନରେ ପରାଜୟ ଜାଣିବାପରେ ଓଡ଼ିଶା ବିଜେପିର କର୍ମୀମାନେ ଗଭୀର…
କଂଗ୍ରେସ ତରଫରୁ ମାରାଥନ ପ୍ରଚାର।
ଅସ୍ତରଙ୍ଗ(ଦୁଃଶାସନ ନାୟକ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଯୋନ ଏକ ତରଫରୁ ମଙ୍ଗଳବାର ଦିନ ମାରାଥନ ପ୍ରଚାର କରାଯାଇଅଛି । ଏହି ଉପଲକ୍ଷେ ଦଳ ତରଫରୁ ଏକ ପଥପ୍ରାନ୍ତ ସଭା ଅସ୍ତରଙ୍ଗ ବଜାରରେ କରାଯାଇଥିଲା । ଏଥିରେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପ୍ରଦେଶ…
ବିଜେଡି ନେତା ଓ ମନ୍ତ୍ରୀମାନେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ: ଗୋଲକ ମହାପାତ୍ର
ଭୁବନେଶ୍ୱର:ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରିଗିଂ ଭଳି ବହୁ ସମସ୍ୟା ସାମ୍ନାକୁ ଆସିଛି । ଭୋଟିଂ ବେଳର ଅଧିକ ଗୁଣ୍ଡାଗର୍ଦ୍ଧି ସହ ହିଂସାକାଣ୍ଡ ଘଟିଥିବା ତିନୋଟି ଜିଲ୍ଲା ହେଉଛି; ମୁଖ୍ୟମନ୍ତ୍ରୀ ତଥା ଶାସକ…
ନିଜେ ଟଙ୍କା ବାଣ୍ଟି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି ବିଜେପି: ବିଜେଡି
ଲୋକଙ୍କ ନଜର ହଟାଇବାକୁ ବିଜେପିର ପ୍ରାୟୋଜିତ ନିର୍ବାଚନୀ ହିଂସା
ଓଡିଶାର ନାରୀ ଶକ୍ତିଙ୍କୁ ବଦନାମ କରୁଛି ବିଜେପି
ଭୁବନେଶ୍ୱର: ଦେବଗଡ଼ରେ ଏକ କାରରୁ ପୋଲିସ କିପରି ୩ ଲକ୍ଷ ଟଙ୍କା ଜବତ କରୁଛି ବୋଲି ଗଣମାଧ୍ୟମରେ ଏହା ସ୍ପଷ୍ଟ ଦେଖାଯାଉଛି ଏବଂ ଦେବଗଡ଼ର ବିଜେପି ବିଧାୟକ ଶ୍ରୀ…
ବାସୁଦେବପୁର ରେ ବିଭିନ୍ନ ପଞ୍ଚାୟତ ରେ ବିଜେପିର ନିର୍ବାଚନ ପ୍ରଚାର
ବାସୁଦେବପୁର/ପ୍ରତାପ ପାଢ଼ୀ- ଆଜି ବାସୁଦେବପୁର ଠାରେ ଭାରତୀୟ ଜନତା ପାର୍ଟି ତରଫ ରୁ ବିଭିନ୍ନ ପଞ୍ଚାୟତ ରେ ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସମେତ…
ବିଜେପି ଚିନ୍ତାଧାରାରେ ଗଣମାଧ୍ୟମ ଅସୁରକ୍ଷିତ: ବିଜେଡି
ଓଡିଶାବାସୀ ଶାନ୍ତିପ୍ରିୟ ଓ ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ
ପରାଜୟ ଭୟରେ ରାଜ୍ୟ ବିଜେପି ଏବେ ରକ୍ତମୁଖା ହୋଇଛି
ଓଡିଶାରେ ବିହାର ଓ ଉତ୍ତରପ୍ରଦେଶ ଭଳି ହିସାଂକାଣ୍ଡ ଭିଆଉଛି ବିଜେପି
ରକ୍ତମୁଖା ବିଜେପିକୁ ପୁଣି ପରାଜୟର ରାସ୍ତା ଦେଖାଇବେ ଓଡିଶାବାସୀ…
ମୋତେ ହରାଇବାକୁ ଛତିଶଗଡି ନେତାଙ୍କ ଲମ୍ବା ଲାଇନ :- ସନ୍ତୋଷ ବେହେରା
ବରଗଡ :- ଆଜି ପାଇକମାଲ ଝାରବନ୍ଧ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ । ଆଜି ସନ୍ଧ୍ୟା ଛଅଟା ପରେ ପ୍ରଚାର ବନ୍ଦ ହୋଇଯିବ । ଇତି ମଧ୍ୟରେ ନିଜର ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ପାଇଁ ସମସ୍ତ ଦଳ ଲାଗି ପଡିଛନ୍ତି । ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର…
ଗୁରୁପ୍ରସାଦଙ୍କ ଲୋକପ୍ରିୟତାରେ ବିରୋଧୀ ଛାନିଆଁ !
ହାଟଡିହୀ(ଶାସକ ପ୍ରଶାସକ)-କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକ ଅନ୍ତର୍ଗତ ହାଟଡିହୀ ପଂଚାୟତର ସରପଂଚ ପ୍ରାର୍ଥୀ ଗୁରୁପ୍ରସାଦ ଉକ୍ରଳ କେଶରୀ (ପପୁ) ଙ୍କ ପ୍ରଚାର ଜୋରଦାର ଚାଲିଥିବାବେଳେ ତାଙ୍କର ଲୋକପ୍ରୟତା ବଢିବାରେ ଲାଗିଛି ।ଗୁରୁପ୍ରସାଦ ଜଣେ ଯୁବ ସମାଜ ସେବୀ ତଥା ଆଧ୍ୟାତ୍ମିକବାଦୀ, ସଂଗଠନ…