Browsing Category

ରାଜନୀତି

ଧର୍ମେନ୍ଦ୍ର ମାନିସାରିଲେଣି, ତୁଚ୍ଛାକୁ ଯା ବାହାପିଆ କଥା କହିବାରେ ବ୍ୟସ୍ତ ଅରୁଣ ସିଂ

ବିଜେପିର ଓଡ଼ିଶା ମିଶନ ୧୨୦+ ଏକ ଦିବାସ୍ୱପ୍ନ: ବିଜେଡି  କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ମନଗଢ଼ା କାହାଣୀ ଶୁଣାନ୍ତୁ, କିନ୍ତୁ ଲୋକଙ୍କୁ ବିଭ୍ରାନ୍ତି କରନ୍ତୁ ନାହିଁ ଭୁବନେଶ୍ୱର,: ବିଜେପି ଓଡ଼ିଶାରେ ଆସିବ ବୋଲି ବାରିପଦାରେ ଏହି ଦଳର ପ୍ରଭାରୀ ଯେଉଁ ତୁଚ୍ଛା ବାହାସ୍ପୋଟ ମାରିଛନ୍ତି,…

ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ନୂତନ କର୍ମକର୍ତ୍ତା ନିଯୁକ୍ତ

  ଖୁବଶୀଘ୍ର ବ୍ଲକ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ ହେବ ଏବଂ  ବସିବ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର- ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ  ଖୁର୍ସିଦ୍ ଅହମ୍ମଦ ସୟଦଙ୍କ ଅନୁମୋଦନ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ମହମ୍ମଦ ସାହାନୱାଜ,…

ଜୁଏଲ-ବିଜୟ ମୁହାଁମୁହିଁ

  ବିଜେଡିରେ ଗଣତନ୍ତ୍ର ନାହିଁ : ଜୁଏଲ ଓରାମ୍  ଗୋଦରୀ ଲୋ ତୋ ଗୋଡ ତଳକୁ ଟିକେ ଅନା, ଦଳ ଭିତରେ ନିଜ ସ୍ଥିତି ପ୍ରଥମେ ମାପନ୍ତୁ ଜୁଏଲ  : ବିଜୟ  ଭୁବନେଶ୍ୱର/ ଚକ୍ରଧର ମାଝୀ -  ବିଜେଡିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ  । ବୈଜୟନ୍ତ ଠିକ୍ କାମ କରୁଥିଲେ  । ଦାମ , ତଥାଗତ , ନଗେନ୍ଦ୍ର ,…

ଏକଘରିକିଆ ବୈଜୟନ୍ତଙ୍କୁ ନିଆଁପାଣି ମନା 

  ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ନବୀନ କଲେ ନିଲମ୍ବିତ ଖୁବ ଶୀଘ୍ର ଖୋଲିବେ ମୁହଁ, ଦଳର ନେତାଙ୍କୁ କରିବେ ଟାର୍ଗେଟ !!!!!!!   ଦୁଃଖଦାୟକ ଓ ଚକିତ ହେଲାଭଳି  ବୋଲି ଟ୍ୱିଟ କଲେ ନିଲମ୍ବିତ ଜୟ ଭୁବନେଶ୍ୱର/ Manasi Mishra : ଯାହା ଆଶା କରାଯାଉଥିଲା ବିଜେଡି ସଂସଦ ବୈଜୟନ୍ତ ପଣ୍ଡାଙ୍କ…

ନ୍ୟାୟ ନପାଇ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦ

 କଂଗ୍ରେସର ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା, ବିଜେପି ର ହରତାଳ ଡାକରା ବିଜେଡି କହିଲା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୀତି ନହେଉ ଭୁବନେଶ୍ୱର/ଚକ୍ରଧର ମାଝି/ ଦୀନବନ୍ଧୁ ନାୟକ  - କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖଦାୟକ ମୃତୁ୍ୟ ପାଇ ରାଜ୍ୟ ସରକାରଙ୍କୁ…

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି କରିବା ହତାଶ ଓ ରୁଗ୍‍ଣ ମାନସିକତା : ବିଜୟ 

ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା-ବିଜେପିର ହୀନମନ୍ୟତା ଭୁବନେଶ୍ୱର : ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା କରି ବିଜେପି ଓ ତାର ନେତାମାନେ ସେମାନଙ୍କ ହୀନମାନସିକତା ବା ହୀନମନ୍ୟତା ପ୍ରମାଣିତ କରିଛନ୍ତି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି | ସେହିପରି କୁନ୍ଦୁଲି …

 ବିଜେଡ଼ି କାର୍ଯ୍ୟକାରୀ ସଦସ୍ୟଙ୍କ ଅଶ୍ଳୀଳ ଫଟୋ ଭାଇରାଲ ।

  ଭୁବନେଶ୍ୱର : ଆସ୍କାର ଅନିଲ କୁମାର ପାଣିଗ୍ରାହୀ ରାଜ୍ୟ ବିଜେଡ଼ି କାର୍ଯ୍ୟକାରୀ ସଦସ୍ୟ ଏକ ମହିଳାଙ୍କ ସହିତ ଅସଂଜତ ଅବସ୍ଥାରେ ଥିବା ଫଟୋ ଆସ୍କା ଅଞ୍ଚଳରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ବିଜେଡ଼ିର ମା’କୁ ସମ୍ମାନ ସ୍ଳୋଗାନ ବାସ୍ତବରେ କାର୍ଯ୍ୟକାରୀ ନୁହେଁ ତାହାର ଜ୍ୱଳନ୍ତ…

ମୁନିସିପାଲିଟି ଓ ପଞ୍ଚାୟତ ଉପ-ନିର୍ବାଚନ ପ୍ରମାଣ କରେ ବିଜେଡି ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିଛି

  ଭୁବନେଶ୍ୱର,୨୦/୧/୨୦୧୮: ରାଜ୍ୟରେ ଚଳିତ ମାସ ୧୬ ଓ ୧୯ ତାରିଖରେ ହୋଇଥିବା ସମସ୍ତ ମୁନିସିପାଲିଟି ଓ ପଞ୍ଚାୟତ ସଭ୍ୟ ଉପ-ନିର୍ବାଚନରେ ବିଜେଡି ଓ ଏହି ଦଳ ସମର୍ଥôତ ପ୍ରାର୍ଥୀ ବିଜୟୀ ହେବା ପ୍ରମାଣ କରିଛି, ଓଡ଼ିଶାର ସାଢେ଼ ୪କୋଟି ଜନସାଧାରଣଙ୍କ ବିଜେଡି ଉପରେ ଆସ୍ଥା ଅତୁଟ ରହିଛି ।  ବିଜୁ…

ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୫ ପ୍ରତିନିଧିତ୍ୱ କରିବେ

  ବାରିପଦା(୨୦/୦୧)- ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ  କୁସ୍ତି ଚୟନ ଶିବିରରେ ମାନସ ରଞ୍ଜନ ବେହେରା, ମିହିର ରଞ୍ଜନ ବେହେରା, ବିଭୁଦେନ୍ଦୁ ବେହେରା, କିଶୋର କୁମାର ବେହେରା ଓ ମନୋରଞ୍ଜନ ବେହେରା ଏହି ପରି ମୋଟ ୫ ଜଣ ପ୍ରତିଯୋଗି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ…