Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଭୋଟରଙ୍କ ଆକାଉଣ୍ଟ ସଂଗ୍ରହ ହେଉଛି , ତାଙ୍କ ଜମା କରିବା ବିଜେପି, ସିଏସଆର ପାଣ୍ଠିରୁ ଜମା କରିବେ ଆଇଓସିଏଲ ଏବଂ…
ବିଜେପି ଆଚରଣ ବିଧି ଉଲ୍ଲଂଘନ କରୁଛି, ବିଜେଡିର କାର୍ଯ୍ୟାନୁଷ୍ଠାନ ଦାବି୩୫ ହଜାରରୁ ଉର୍ଧ୍ଵ ବିଜେପୁର ଭୋଟର୍ଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବଅଦ୍ୟାବଧି ନିର୍ବାଚନ ଖର୍ଚ୍ଚର ହିସାବ ଦେଉନିମହିଳାଙ୍କ ପାପୁଲିରେ ‘ପଦ୍ମ’ ମେହେନ୍ଦି ଲଗାଇ ଭୋଟରଙ୍କୁ ଆକର୍ଷିତ କଲେ ଦେବ…
ଛକାପଞ୍ଝା ରାଜନୀତି : ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଆଦର୍ଶ ଆଚରଣ ବିଧିର ପାଳନ ସୁନିଶ୍ଚିତ କରାଯାଉ , ମୁଖ୍ୟ ନିର୍ବାଚନ…
ବିଜେପିର ଅଭିଯୋଗ ଆଉ ଆଶଙ୍କା
ମୁଖ୍ୟମନ୍ତ୍ରୀଙ୍କ ହେଲିକ୍ୟାପ୍ଟରରେ ପ୍ରଚୁର ଟଙ୍କା ନିର୍ବାଚନରେ ଖର୍ଚ୍ଚ ହେବା ପାଇଁ ଯିବ
ଆଚରଣ ବିଧିକୁ ଉଲ୍ଲଂଘନ କରି ପୂର୍ତବିଭାଗ ନିର୍ମାଣ କରିଛି ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ଼
ନିର୍ବାଚନ କମିଶନ ଏହିଁ ହେଲିପ୍ୟାଡ଼କୁ ଆଇନଗତ ଭାବରେ ଅସିଦ୍ଧ…
ଗୌରୀ ନାନୀ ପରେ “ଫୁଲ” ହାତରେ ପଦ୍ମଫୁଲ
ସମାଜରେ ଥିବା ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ ସାହାଯ୍ୟ କରିବି : ଅପରାଜିତା
ତାଳଚେର ମୁନିସିପାଲିଟିର ବିଜେଡି ଏବଂ କଂଗ୍ରେସ ନେତା ବିଜେପିରେ ସାମିଲ
ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ କାଉଣ୍ଟର କରିବେ ଶେଷ ବ୍ରହ୍ମଅସ୍ତ୍ର ଅପରାଜିତା
ଅପରାଜିତାଙ୍କୁ ୨୦, ୨୧, ୨୨ ତିନିଦିନ ଫୁଲ ଦମରେ…
ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଇଡି ନିକଟରେ ଫେରାଦ ଦେଲା ବିଜେପି
ଜବତ୍ କଳା ଟଙ୍କା କେଉଁଠୁ ଆସିଲା, କିଏ ଦେଇଥିଲା, କୁଆଡେ ଯାଉଥିଲା ?
ଏହାର ତଦନ୍ତ ନକରି ସଂପୃକ୍ତ ବ୍ୟକ୍ତିଙ୍କୁ ଆରଏସଏସ ଓ ଭିଏଚପି ସହ ଯୋଡି ବିଜେପିର ଅର୍ଥ ବୋଲି କହିବା ପୋଲିସର ପକ୍ଷପାତିତାକୁ ଦର୍ଶାଉଛି
ଭୁବନେଶ୍ୱର : ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବିଜେପୁର ବିଧାନସଭା…
କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଜନସାଧାରଣ ସ୍ୱର ଉତ୍ତୋଳନ କରନ୍ତୁ : ସଗରିଆ
ଭୁବନେଶ୍ୱର – କୁନ୍ଦୁଲି ପୀଡିତାକୁ ନ୍ୟାୟ ଦେବା ପାଇଁ ଆଜି ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଅଧ୍ୟକ୍ଷ, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଲୱେ ଷ୍ଟେସନ, ରାଜମହଲ ଛକ, ରମାଦେବୀ ମହିଳା ମହାବିଦ୍ୟାଳୟ, ବାଣୀବିହାର ଛକ ଠାରେ ପ୍ରଚାର ପତ୍ର ବଣ୍ଟନ…
ଅପରିପକ୍ୱ ଓ ଉଦ୍ଦେଶ୍ୟପ୍ରଣୋଦିତ ରାଜନୀତି କରୁଛି ବିଜେପି : ଜମିର
ଭୁବନେଶ୍ୱର: ମୋ ବିରୋଧରେ ବିଜେପି ଆଣିଥିବା ଅଭିଯୋଗ ର କୌଣସି ଆଧାର ନାହିଁ | କ୍ୱିଜେପି କେବଳ କପୋଳକଳ୍ପିତ ଅଭିଯୋଗ କରି ରାଜନୈତିକ ଅପରିପକ୍ଵତାରେ ପ୍ରମାଣ ଦେଉଛି ବୋଲି କହିଛନ୍ତି ଧୂରୀଣ ରାଜନୀତିଜ୍ଞ ତଥା ଓଡ଼ିଶାର ରାଜ୍ୟପାଳ ଡ଼. ଏସ୍. ସି ଜମିର | ନାଗାଲାଣ୍ଡରେ କଂଗ୍ରେସ ଓ…
ବିଜେଡି ଅଭିଯୋଗ ସତ ହେଲା, ଧରାପଡିଥିବା ଟଙ୍କା ବିଜେପିର
ଜବତ ଟଙ୍କା ଉପରେ ଏସପି ଦେଲେ ସିଇଓଙ୍କୁ ଉତ୍ତର
ବିଜେପି ପାଇଁ ଯାଉଥିଲା ଜବତ ୪୦ଲକ୍ଷ ଟଙ୍କା,ରାୟପୁରରୁ ଆଣିଥିଲେ ଆକାଶ
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ଵୀକାର କରିଛନ୍ତି ଆକାଶ ଅଗ୍ରୱାଲ
ଭୁବନେଶ୍ୱର : ପଦ୍ମପୁରରେ ପୁଲିସ ଜବତ କରିଥିବା ୪୦ ଲକ୍ଷ ୫୦ ହଜାର ଟଙ୍କାକୁ ନେଇ ବିଜେଡି…
ପଦ୍ମପୁରରେ ଜବତ ଟଙ୍କା ବିଜେପିର: ଇଡି ଓ ଆୟକର ଜରିଆରେ ତଦନ୍ତ ହେଉ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି
ଭୁବନେଶ୍ୱର : ପଦ୍ମପୁରରେ ଜବତ ହୋଇଥିବା ୪୦ଲକ୍ଷ ୫୦ ହଜାର ଟଙ୍କା ବିଜେପିର ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଆଜି ଅଭିଯୋଗ କରିଛି । ତତ୍ସହିତ ଇଡି ଓ ଆୟକର ଅଧିକାରୀ ଏ ସଂପର୍କରେ ତଦନ୍ତ କରି ତୁରନ୍ତ…
ଜନମତକୁ ବିଭ୍ରାନ୍ତ କରିବା ପାଇଁ ଶାସକ ବିଜେଡି ବ୍ୟାପକ ମାତ୍ରାରେ କଳା ଟଙ୍କାର ବ୍ୟବହାର କରୁଛି, ପିଲିସ ସାଜିଛି ହାତ…
ଭୁବନେଶ୍ୱର,: ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଶେଷ ଭାବରେ ବିଜେପୁରର ପୋଲିସ ପ୍ରଶାସନ ଶାସକ ଦଳର ଇଙ୍ଗିତରେ ଶାସକ ଦଳର ପ୍ରାର୍ଥିଙ୍କ ପାଇଁ ଖୋଲା ଖୋଲି ଭାବରେ କାମ କରିବା ଦେଖାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ତା ଉପରେ…
ବିଜେପୁର ଲାଗୁଛି ଏବେ ରାମୋଜୀ ଫିଲ୍ମ ସିଟି ଭଳି
କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର , ରାଜନୈତିକ ସୁଆଙ୍ଗରେ ସାମିଲ ସିନେମା ଷ୍ଟାର
ବିଜେଡି ୟଙ୍ଗ ବ୍ରିଗେଡ ଧରିଛନ୍ତି ବାଗଡୋର, ଅପେକ୍ଷା ଅଛି-ପ୍ରଚାର ମୁଣ୍ଡି ମାରିବେ ବିଜୁ କୁମାର
ମା’ଙ୍କ ଚିତାଗ୍ନି ଜଳିବା ପରେ ପ୍ରସାଦ ଗଲେ ବିଜେପୁର, ଭାରୀ…