ରାଜ୍ୟସଭା ଯିବେ ସୌମ୍ୟ, ଅଚ୍ୟୁତ ଓ  ପ୍ରଶାନ୍ତ

0

07-03-18-bjd.jpg1.jpg - 761.66 kB

ରାଜ୍ୟସଭାର ତିନିଟି ଆସନ ପାଇଁ  ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନରେ ବିଜେଡିରେ ଯୋଗ ଦେଇଥିବା ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତଙ୍କ ସମେତ ପ୍ରଶାନ୍ତ ନନ୍ଦଙ୍କୁ ଆଗାମୀ ରାଜ୍ୟସଭା ନର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଥିବା ନବୀନ ନିବାସ ଠାରେ ଘୋଷଣା କରିଛନ୍ତି।

 

Leave A Reply

Your email address will not be published.