Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମହାନଦୀ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ମହାସଂଗ୍ରାମ, ନବୀନ ନେବେ ନେତୃତ୍ୱ
ମଇ ୧୬ରୁ ଆରମ୍ଭ ହେବ ସୁରକ୍ଷା ସଚେତନତା ଅଭିଯାନ
ଭୁବନେଶ୍ୱର : ‘ଜୀବନ ଥିବା ପର୍ଯ୍ୟନ୍ତ ମହାନଦୀ ପାଇଁ ଲଢେ଼ଇ ଜାରି ରଖିବି’, ଏଭଳି ଏକ ଉକ୍ତି ରଖି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ପାଇଁ ନିଜର ଆବେଗ ଓ ପ୍ରତିବଦ୍ଧତାକୁ ଆହୁରି ସ୍ପଷ୍ଟ କରିଛନ୍ତି ଏବଂ ମହାନଦୀ ପାଇଁ…
ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ
ଭୁବନେଶ୍ୱର( ଚକ୍ରଧର ମାଝି) :ବିଧାୟକ ତାର ବାହିନୀପତିଙ୍କୁ କଂଗ୍ରେସ ପୁନର୍ଗଠନ ବେଳେ ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ତଥା ତାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗରେ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା କୋରାପୁଟ ଜ଼ିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଶିବ ପଟନାୟକ…
ଆଇସିସିଆର୍ ଶାଖା କାର୍ଯ୍ୟାଳୟ ରାଜ୍ୟରୁ ଉଠିଯିବ : ଓଡ଼ିଶାର ସାଂସ୍କୃତିକ ଭାବ ବିନିମୟରେ ବି କେନ୍ଦ୍ର ବାଧକ
ଓଡ଼ିଶାର କଳା ଓ କଳାକାରଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତିର ପୁନର୍ବିଚାର କରୁ କେନ୍ଦ୍ର :ବିଜୟ
ଭୁବନେଶ୍ୱର : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍) ଓଡ଼ିଶା ଶାଖା କାର୍ଯ୍ୟାଳୟକୁ ଅନ୍ୟ ରାଜ୍ୟକୁ ଉଠାଇ ନେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ।…
ବିଜେଡି ବିଧାୟକ ବେଦ ଅଗ୍ରୱାଲଙ୍କ ଉପସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର
ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇ ଭାଙ୍ଗିଦେଲେ
କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ : କଥାରେ ଅଛି ସତ କହିଲେ ସତୀ ବିଗିଡେ | ଆଉ ସେଭଳି ସତକୁ କ୍ୟାମେରାରେ ଉତ୍ତୋଳିତ କଲାବେଳେ ନେତାଙ୍କ ଆଉ ନେତାଙ୍କ କୁଜି ନେତା ସାଜିଥିବା ଚମଚାଙ୍କ ପଛ ଯନ୍ତ୍ରଣା ହୁଏ | ଆଉ ସବୁଠାରୁ ଦୁଃଖର କଥା…
ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ମାଧ୍ୟମରେ ଯୋଡ଼ି ହେବେ ବିଜେଡ଼ିର କର୍ମୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ମାଧ୍ୟମରେ ଯୋଡ଼ି ହେବେ ବିଜେଡ଼ିର କର୍ମୀ । ଦଳୀୟ ବିଭିନ୍ନ କାର୍ଯ୍ୟକ୍ରମ ସହିତ ସରକାରୀ ଯୋଜନା, ଭବିଷ୍ୟତର ରଣନୀତି ଓ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମାନ୍ତରଭାବେ…
ଦିବ୍ୟାଙ୍ଗଙ୍କ ପ୍ରତି କେନ୍ଦ୍ର କରୁଛି ଅବିଚାର : ବିଜୟ
ଦିବ୍ୟାଙ୍ଗଙ୍କ ସ୍ୱାବଲମ୍ବନ ସ୍କିମରେ ରାଜ୍ୟ ସରକାର ଅଂଶଧନ ଜମା କରିସାରିଥିବା ବେଳେ ୩ବର୍ଷରେ ଗୋଟିଏ ଟଙ୍କା ବି ଦେଇନି କେନ୍ଦ୍ର ସରକାର
ଭୁବନେଶ୍ୱର : ଓଡ଼ିଶାରେ ଦିବ୍ୟାଙ୍ଗଙ୍କୁ ବୀମାଭୁକ୍ତ କରିବାକୁ ସ୍ୱାବଲମ୍ବନ ସ୍କିମ ୨୦୧୫ରୁ ପ୍ରଣୟନ କରାଯାଇଛି । ଦୀର୍ଘ ୩ବର୍ଷ ଧରି ଏହା…
ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ପ୍ରତିବାଦରେ ବାହାରିଲା ମହିଳା…
ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ କରିବାକୁ କଲା ନିବେଦନ
ଭୁବନେଶ୍ୱର,(ଚକ୍ରଧର ମାଝି) : ସଂପ୍ରତି ରାଜ୍ୟରେ ବଢି ଚାଲିଥିବା ମହିଳା ଅତ୍ୟାଚାର ଓ ଧର୍ଷଣ, ନାବାଳିକା ଦୁଷ୍କର୍ମ ଆଦି ଘଟଣା ବର୍ତମାନ ସବୁଠୁ ଅଧିକ ଚିନ୍ତାର ବିଷୟ ହୋଇଛି । ଧର୍ଷଣ ଶିକାର ହୋଇ ମୃତ୍ୟୁବରଣ କରିଥିବା ବହୁ…
ରାଜ୍ୟ ସରକାର ବିକାଶ ବିରୋଧୀ ରାଜନୀତି କରୁଛନ୍ତି: ବିଜେପି
ଭୁବନେଶ୍ୱର(chakradhar majhi) : ଗତ ୧୫ ଦିନଧରି ଚାଲିଥିବା ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ବିଜେପି ବିଧାୟକ ଓ ନେତୃବୃନ୍ଦ ସାମିଲ ହୋଇ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା କେନ୍ଦ୍ରସରକାରଙ୍କ ଦ୍ୱାରା…
ଓଡିଶା ରାଜନୀତିର ଗୁମର କଥା : ଗୁରୁ ଦ୍ରୋହ ଦଶା ଭୋଗୁଛନ୍ତି ବିଜୟ ! ଗୋଟିଏ ଗୁଳିରେ କରିଥିଲେ ତିନି ଶିକାର
୩୧ବର୍ଷ ପରେ ପଲଟିଲା ଓଡିଶା ରାଜନୀତି ଇତିହାସ
କେବେ ନାଆ ଉପରେ ଗାଡି, କେବେ ଗାଡି ଉପରେ ନାଆ
ଭୁବନେଶ୍ୱର : ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ତଥା ତଥା ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଧର୍ମପତ୍ନୀ ଦୀର୍ଘଦିନର ନୀରବତା ଭାଙ୍ଗି ୩୧ବର୍ଷ ତଳେ ହୋଇଥିବା ଏକ ରାଜନୈତିକ ଷଡଯନ୍ତ୍ରର…
ମହାନଦୀ ପାଇଁ ମହାସଂଗ୍ରାମ, ଯୁବ-ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ
ମହାନଦୀ ସୁରକ୍ଷା ଅଭିଯାନରେ ଅଧିକ ଯୁବ ଛାତ୍ରଙ୍କୁ ସାମିଲ କରିବା ପାଇଁ ପ୍ରସ୍ତୁତ ହେଲା ରଣନୀତି
ଭୁବନେଶ୍ୱର(ଚକ୍ରଧର ମାଝିି): ମହାନଦୀ ସୁରକ୍ଷା ଅଭିଯାନରେ ଅଧିକ ଯୁବ ଛାତ୍ରଙ୍କୁ ସାମିଲ କରିବା ପାଇଁ ପ୍ରସ୍ତୁତ ହେଲା ରଣନୀତି ପ୍ରସ୍ତୁତ କରିଛି ବିଜୁ ଯୁବ-ଛାତ୍ର ଜନତାଦଳ । ଏହା ଚୂଡାନ୍ତ…