ଏକାମ୍ରରୁ ମୋଦିଙ୍କୁ ସ୍ୱାଗତ କରିବେ ୫ହଜାର କର୍ମୀ

0

ଏକାମ୍ରରୁ ମୋଦିଙ୍କୁ ସ୍ୱାଗତ କରିବେ ୫ହଜାର କର୍ମୀ 

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୬ତାରିଖରେ କଟକ ବାରବାଟୀକୁ ଆସିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳିରୁ ୫ହଜାର କର୍ମି ସାମିଲ ହୋଇ ସ୍ୱାଗତ କରିବେ । ସ୍ଥାନୀୟ ବିନ୍ଦୁସାଗର ନିକଟ ଉତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକାମ୍ର ନିର୍ବାଚନ ମଣ୍ଡଳୀର କର୍ମିମାନଙ୍କ ବୈଠକରେ ଏହି ନିଷ୍ପତି ହୋଇଛି । ବିଜେପି ଏକାମ୍ର ବିଧାୟକ ପ୍ରାର୍ଥି ତଥା ଭୁବନେଶ୍ୱରର ପୂର୍ବତନ ଜିଲ୍ଲା ସଭାପତି ଅମିୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ସଭାରେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ଉପସଭାପତି ଶିବ ପ୍ରସାଦ ବେହେରା, ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁ, ଅଜୟ କୁମାର ଜେନା, କର୍ପୋରେଟର ରଘୁନାଥ ମହାନ୍ତି, ଜୌସ୍ନାମୟୀ ଜେନା, ମଦନ ମୋହନ ପ୍ରଧାନ, ସୁବାଷିନୀ ପୃଷ୍ଟି, ତୃପ୍ତୀମୟୀ ମକଦ୍ଧମ, ସୁନିଲ ପଣ୍ଡା, ନିର୍ମଳ ମୁଦୁଲି, ଅଜିତ ମହାନ୍ତି, ଅଜୟ କୁମାର ସାହୁ, ସୁରେନ୍ଦ୍ର ପ୍ରଧାନ, ବିଷ୍ଣୁ ପ୍ରସାଦ ନନ୍ଦ, ଦିଲ୍ଲୀପ ମହାପାତ୍ର, ସମିର କମଲ, ନଳିନୀ ସମର୍ଥା, ଅଚ୍ୟୁତାନନ୍ଦ  ରଣଜିତ୍ ଓ ଶତାଧିକ କର୍ମି ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ ।

 

 

 

 

 

 

Leave A Reply

Your email address will not be published.