Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସମସ୍ତଙ୍କ ନଜରରେ ତଲସରା : କାହା ହାତରେ ୧୯ରେ ଦେବ ଧରା
ସୁନ୍ଦରଗଡ : ସୁନ୍ଦରଗଡ ଜିଳ୍ଲାରେ ଦୁଇଟି ଆସନ ଉପରେ କଂଗ୍ରେସର ଦବଦବା ଥିବା ବେଳେ ତାହାରି ଉପରେ ଏବେ ବିଜେଡି ଓ ବିଜେପିର ନଜର । ଏଣେ ବିଜେପି ଆଖେଇଛି ଆଉ ସେଣ୍ଡେ ବିଜେଡି ବି ରାଜନୀତିର ମିଶାଣ ଫେଡାଣରେ ଏହି ଦୁଇଠି ଆସନ ବୋନସ ଭାବେ ନେବାକୁ ଯୋଜନା କରିଛି । ଅବଶ୍ୟ ବିଜେଡି ପାଇଁ…
ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ବେରେଡାକିଆ ସରପଂଚ ଓ ଶତାଧିକ ବିଜେଡି କର୍ମୀ
ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ପଂଚାୟତର ସରପଂଚ ତଥା ଏ ଅଂଚଳର ଜଣାଶୁଣା ନାରୀନେତ୍ରୀ ସସ୍ମିତା ପ୍ରଧାନ ବିଜୁ ଜନତା ଦଳ ଛାଡି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି | ତାଙ୍କ ସହ ୱାର୍ଡ ମେମ୍ବର ତଥା ଶତାଧିକ ବିଜେଡି କରମୀ ଆଜି ଘୁ ଉଦୟଗିରି ବିଧାୟକ ଜାକବ…
ହେ ପ୍ରଭୁ…ଥରେ ଦେଖାଦିଅ…କଥା ବୁଝି ଯାଅ, ପାଞ୍ଚ ବର୍ଷ ଆଉ ଡିଷ୍ଟର୍ବ କରିବିନି
Bolangir/Niroj Mishra : କଥାରେ ଅଛି ଦୁଃଖରେ ପଡିଲେ ଠାକୁରଙ୍କୁ ଡାକେ ମଶିଷ, ଶରଣାଗତ ହୁଏ ସେଇ ଶୂନ୍ୟସତ୍ତାଙ୍କର । ଚିନ୍ତା ବା ଆସନ୍ନ ଚିନ୍ତା ମଣିଷମନରେ ଭଗବତ ଚେତନାକୁ ପ୍ରବଳ କରିଦେଇଥାଏ । ଆଉ ନେତାଙ୍କ କଥା କହିବା କଣ, ସେମାନେ ତ ଭୋଟ ସମୟ ପାଖେଇଲେ ଠାକୁର ମୁହାଁ ହୁଅନ୍ତି ।…
ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂହ ରାଜ୍ୟସଭାକୁ ମନୋନୀତ : ମୋଦି ଶାସନରେ ଓଡିଆ ସମ୍ମାନିତ : ବିଜେପି
ଓଡିଶାର ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ ଏବଂ କଳାକୁ ଜୀବିତ ରଖୁଥିବା ବ୍ୟକ୍ତିବିଶେଷଙ୍କୁ ମୋଦି ସରକାର ସମ୍ମାନିତ କରୁଛନ୍ତି
ଭୁବନେଶ୍ୱର: ‘ମୋଦି ଶାସନରେ ଓଡିଆ ସମ୍ମାନିତ’ । ଆଜି ଭଳି ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ ଦୁଇ ଜଣ ଓଡିଆ ତଥା ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ…
ବିଜେପିର ବିଧାନସଭାସ୍ତରୀୟ ମଣ୍ଡଳ ପଦାଧିକାରୀ ବୈଠକ: ଅମିତ ଶାହାଙ୍କ ମିଶନ ୧୨୦ ପାଇଁ ରଣନୀତି ପ୍ରସ୍ତୁତି
ଭଦ୍ରକ(SATYAbHUSANA SWAMI)- ଭାରତୀୟ ଜନତା ପାର୍ଟିର ଭଦ୍ରକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭାର ମଣ୍ଡଳ ପଦାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଳା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ବିଜେପି ଜିଲ୍ଳା କାର୍ଯ୍ୟାଳୟ ଠାରେ…
ନୂଆ ଓଡିଶା ନିର୍ମାଣ ସହ ଓଡିଶାକୁ ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ନାବାର୍ଡ ନେତୃତ୍ୱ…
ନାବାର୍ଡର ୩୭ ତମ ପ୍ରତିଷ୍ଠା ଉତ୍ସବ
ଭୁବନେଶ୍ୱର - ଓଡିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟରେ ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ । ଓଡିଶାର ଜିଡିପିର ସିଂହଭାଗ ଚାଷରୁ ଆସୁଛି । ଓଡିଶାର ଦୁଇ ତୃତୀୟାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ନୂଆ…
ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟି ସଂପ୍ରସାରିତ
ଭୁବନେଶ୍ୱର,: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଉଦେ୍ଧଶ୍ୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିକୁ ସଂପ୍ରସାରିତ କରାଯାଇଛି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର…
ବିଜୁ ଜନତା ଦଳ ମାଲକାନଗିରି ଜିଲ୍ଲା କମିଟି ପୁନର୍ଗଠିତ : ମାନସ ମାଡ଼କାମୀ ସଭାପତି, ଗଣେଶ ମଣ୍ଡଳ କାର୍ଯ୍ୟକାରୀ…
ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ବିଜେଡି କମିଟିକୁ ପୁନର୍ଗଠନ କରି ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି ।ଜିଲ୍ଲା ବିଜୁ ଜନତା ଦଳ ସଭାପତି ଭାବେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଜିଲ୍ଲା…
ନିଷ୍ଠାପର ସମାଜ ସେବାରେ ଜନତାଙ୍କ ଆଶୀର୍ବାଦ ମିଳି ଥାଏ -ଡ଼. ଅରୁଣ
ବାରିପଦା(ଦିଲ୍ଲୀପ ମହାନ୍ତି)- ରାଜନୀତି ସମାଜସେବାର ସର୍ବୋଚ୍ଚ କ୍ଷେତ୍ର । ରାଜନୀତିରେ ପାଦ ଥାପିଥିବା ବ୍ୟକ୍ତିମାନେ ସମାଜସେବା କରିବା ନିମନ୍ତେ ମନସ୍ଥକରି ଆଗେଇ ଆଗେଇ ଆସିଥାନ୍ତି । ଜନତା ଆମକୁ ସୁଯୋଗ ଦେଇଛନ୍ତି । ନିଷ୍ଠାପର ଜନସେବା ନେତାଙ୍କୁ ଜନତାଙ୍କ ଆସ୍ଥାଭାଜନ କରାଇ ଥାଏ । ଉକ୍ତ…
୧୪ତମ ସ୍ଥାନରେ ଓଡିଶା ରହିବା ନୈରାଶ୍ୟଜନକ : “ବୁଡିଗଲା ଗୋଡ ତଳକୁ ତଳକୁ” : ବିଜେପି
ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ‘ଇଜ ଅଫ ଡୁଇଙ୍ଗ ବିଜିନେସ' ତାଲିକା
ଭୂବନେଶ୍ୱର, ତା.୧୧/୦୭: ପ୍ରତିକୂଳ ବ୍ୟବସ୍ଥା କାରଣରୁ ଆଜି ବହୁ ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରାଜ୍ୟରେ ପୁଂଜି ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଦୂରଦୃଷ୍ଟି…