Browsing Category

ରାଜନୀତି

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଆମର ସମର୍ଥନ କେବଳ ଜେଡିୟୁକୁ ଥିଲା

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ କେଉଁ ପରସ୍ଥିତିରେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ, ତାହା ସ୍ପଷ୍ଟ ଭାବେ ଦଳ ପକ୍ଷରୁ ଗଣମାଧ୍ୟମ ଓ ରାଜ୍ୟର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି । ରାଜ୍ୟସଭା ଉପାଧ୍ୟକ୍ଷ ପଦ ଏକ ସାମ୍ବିଧାନିକ ପଦ ହୋଇଥିବାରୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବ୍‍ଡିଭିଜନ୍‍ ପାଇଁ ଅନୁରୋଧ ଜଣାଇଲା ସେମିଳିଗୁଡ଼ା ନାଗରିକ ମଞ୍ଚ

ଭୁବନେଶ୍ୱର : ନନ୍ଦପୁର, ସେମିଳିଗୁଡ଼ା, ପଟାଙ୍ଗୀ, ନାରାୟଣପାଟଣା, ବନ୍ଧୁଗାଁ ଆଦି ଓଡ଼ିଶାର ସୀମାନ୍ତବର୍ତ୍ତୀ ବ୍ଲକ । ଏହିସବୁ ବ୍ଲକଗୁଡିକରେ ପଡେ଼ାଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟ ବିଭିନ୍ନ ସମୟରେ ଅବାଧ ଅନୁପ୍ରବେଶ କରୁଛି । ଏହାର ସଦ୍ୟତମ ଉଦାହରଣ ହେଉଛି କୋଟିଆ ଗାଁରେ ଆନ୍ଧ୍ର…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଲତା ସମାଜର ଜନସାଧାରଣ

  ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କୁଲତା ସମାଜ ବିଶେଷକରି ଏକ ଚାଷୀ ସମାଜ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସେଥିରେ ଏହି କୁଲତା ସମାଜ ଲାଭବାନ ହୋଇପାରିଛି । ସରକାରଙ୍କ ସମସ୍ତ ଯୋଜନା ଏହି ସମାଜ ପାଖରେ ପହଂଚିପାରିଛି । ଏଭଳି ସଫଳତା…

ଅନେକ ମୁଣ୍ଡ ଗଡିଛି ତୁହାକୁ ତୁହା ଆନେ୍ଦାଳନ,ହେଲେ ଆଉ କେତେ  ମୁଣ୍ଡ ଗଡ଼ିଲେ ହେବ ବାଇପାସ???

କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ଦଳର ନେତାଙ୍କୁ ସମରେନ୍ଦ୍ରଙ୍କ ପ୍ରଶ୍ନ ବଲାଙ୍ଗିରରୁ ନିରୋଜ ମିଶ୍ର - ବଲାଙ୍ଗିର ପାଇପାସ ନିର୍ମାଣକୁ ନେଇ ଅନେକ ତୁଙ୍ଗି ତୋଫାନ । ନିକଟରେ ଘଟିଥିବା ମର୍ମନ୍ଦୁତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ର ତଥା ଯୁବକମାନଙ୍କର ପାଇଁ ସାରା ବଲାଙ୍ଗିର…

ଜନଜାତି ଭାଇଭଉଣୀମାନଙ୍କ ପାଇଁ ବିଜେଡି କାମ କରୁଛି ଏବଂ ଆଗକୁ କରିଚାଲିିବ: ମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର: ଆଦିବାସୀମାନଙ୍କ ଉନ୍ନତି ଓ ବିକାଶ ଲାଗି ରାଜ୍ୟରେ ବିଜେଡି ସରକାର ବିବିଧ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଗୁରୁବାର ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଆଦିବାସୀ ଦିବସ ଅବସରରେ ୟୁନିଟ୍‍-୧ସ୍ଥିତ ଆଦିବାସୀ…

“ଏଆଇଟିୟୁସି ପକ୍ଷରୁ ମୋଦି ହଟାଓ ଅଭିଯାନ ମୟୂରଭଞ୍ଜରୁ ଆରମ୍ଭ ହେଲା ।”

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଏଆଇଟିୟୁସି ଆହ୍ୱାନ କ୍ରମେ ସଂଯୁକ୍ତ ଓଡିଶା ଫରେଷ୍ଟଉଡ୍ ଏଗ୍ରିକାଲଚର ଏଣ୍ଡ ବିଲଡିଂ କନଷ୍ଟ୍ରସନ ୱାର୍କର୍ସ ୟୁନିୟନ, ଓଡିଶା ନିର୍ମାଣ ଶ୍ରମିକ ସଂଘ, ନିଖିଳ ଓଡିଶା  ଏମଡିଏମ ପାଚିକା ସହାୟିକା ସଂଘ, ବାରିପଦା ପୌରାଞ୍ଚଳ ପଟ୍ଟା ବିହିନ ବସ୍ତି…

କଂଗ୍ରେସ କାର୍ଯ୍ୟାଳୟରେ ଐତିହାସିକ କ୍ରାନ୍ତି ଦିବସ ପାଳିତ

  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରିପଦା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଅଗଷ୍ଟ ୯କୁ ଐତିହାସିକ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପତକା ଉତ୍ତୋଳନ ହେବା ପରେ ଜିଲ୍ଲା…

” ବିଜେଡି ଓ ଜେଡିୟୁ ସମଭାବାପନ୍ନ ଦଳ ହୋଇଥିବାରୁ ବିଜେଡି  ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କଲା” 

 ଭୁବନେଶ୍ୱର: ସଂସଦୀୟ ଗଣତନ୍ତ୍ର ପରମ୍ପରାରେ ବିଶ୍ୱାସ ରଖି ଆସୁଥିବା ବିଜୁ ଜନତା ଦଳ  ବିବେଚନା କରେ ଯେ, ବାଚସ୍ପତି ତଥା ରାଜ୍ୟସଭା ଉପାଧ୍ୟକ୍ଷ ଭଳି ସାମ୍ବିଧାନିକ ପଦ ପାଇଁ ନିର୍ବାଚନ ଅପେକ୍ଷା ସର୍ବସମ୍ମତ ମନୋନୟନ, ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାର ପରିପନ୍ଥୀ ଅଟେ । ବିଜୁ ଜନତା ଦଳ ଶେଷ…

ବିଜେପିକୁ ସଙ୍କଟରୁ  ଉଦ୍ଧରିଲେ ନବୀନ, ଉପାଧ୍ୟକ୍ଷ ହେଲେ ହରିବଂଶ

ପୁଣି ଥରେ ବିଜେପି ଦେଖାଇ ଦେଇଛି ସେ ସିକନ୍ଦର | ଯେ କୌଣସି ପରିସ୍ଥିତିକୁ ଯେ କୌଣସି ସ୍ତରକୁ ଯାଇ ବାଜି ମାରିନେବାରେ ବିଜେପି ମାଷ୍ଟର |  ଆଉ ଏଇ ହିସାବରେ ଓଡ଼ିଶାରେ ବିଜେପିର ଶତ୍ରୁ ବୋଲି କୁହାଯାଉଥିବା ବିଜେଡି(ଯାହାଠାରୁ ବିଜେପି କ୍ଷମତା ଦଖଲ କରିବ ବୋଲି ଦିନରାତି ସପନ ଦେଖିଛି)ର…

କରୁଣାନିଧିଙ୍କ ଶେଷକୃତ୍ୟରେ ଯୋଗ ଦେଲେ ଶଶୀ ଓ ଦେବୀ 

ଭୁବନେଶ୍ୱର: ତାମିଲନାଡୁରେ ବ୍ୟାପକ ସାମାଜିକ ସଂସ୍କାର ଆଣିଥିବା ତୁଙ୍ଗ ରାଜନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‍କେ ସଭାପତି ଏମ୍‍. କରୁଣାନିଧିଙ୍କ ମଙ୍ଗଳବାର ପରଲୋକ ଖବର ମିଳିବା ପରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଥିଲା । ତାଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ…