Browsing Category

ରାଜନୀତି

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀ ସଂସଦୀୟ କ୍ଷେତ୍ର ପରିକ୍ରମା ରେ ଆସି ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିଥିଲେ। ପୂଜକ ପରିଷଦ ଓ ସୁଆର ସେବକ ପରିଷଦ ର କର୍ମକର୍ତ୍ତା ଶ୍ରୀଜୀଉଙ୍କ ମନ୍ଦିର ର ପାରିପାର୍ଶ୍ୱିକ ଉନ୍ନତି ଏବଂ…

ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି | ଏହାସହିତ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି କଂଗ୍ରେସ ହାଇକମାଣ୍ଡ | ଖୁବଶୀଘ୍ର କିଛି କାର୍ଯ୍ୟକାରୀ ସଭାପତି ନାମ ଘୋଷଣା ହୋଇପାରେ  | 

ଐତିହ୍ୟ ଏବଂ ଇତିହାସକୁ ସଂରକ୍ଷିତ ରଖାଯାଉ :ସମ୍ବିତ

ଭୁବନେଶ୍ୱର / ନୂଆଦିଲ୍ଲୀ :ଇତିହାସ, ଐତିହ୍ୟ, ସଂସ୍କୃତି ଏବଂ ପରପଂରାର ସୁରକ୍ଷା ଦାୟୀତ୍ୱ ହେଉଛି ଆମ ସମସ୍ତଙ୍କର । ଏହାକୁ ସୁରକ୍ଷିିତ ରଖିନପାରିଲେ ଭବିଷ୍ୟତ ପୀଢି କେବେହେଲେ ଆମକୁ କ୍ଷମା କରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମାକୁ ନେଇ ଓଡିଆ ଏବଂ ଓଡିଶାର ସଂସ୍କୃତିକୁ ନେଇ ଯେଉଁ ଭଳି…

ବଂଚିତ ଯୋଗ୍ୟ ଜନଜାତି ସଂପ୍ରଦାୟକଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରନ୍ତୁୁ ରାଜ୍ୟ ସରକାର:ବଳଭଦ୍ର ମାଝୀ

ଭୁବନେଶ୍ୱର,:କେନ୍ଦ୍ର ସରକାର ଅନୁସୂଚିତ ଜନଜାତିମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଓଡ଼ିଶାର ପ୍ରାୟ ୧୭୦ସଂପ୍ରଦାୟର ଅନୁସୁଚିତ ବର୍ଗ ଲୋକଙ୍କ ପାଖରେ ପହଂଚି ପାରୁନାହିଁ । ଏହି ସଂପ୍ରଦାୟ ଲୋକମାନେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ହେବାର ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ…

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର: ଦେଶରେ ଅହେତୁକ ଭାବେ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଦୃତ ଗତିରେ ବୃଦ୍ଧି ପାଉଛି। ଏନେଇ ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଏକ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଦରଦାମ…

ରାଜ୍ୟବାସୀଙ୍କୁ ଭଣ୍ଡେଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ମୁଖ୍ୟମନ୍ତ୍ରୀ : କାଳନ୍ଦୀ ସାମଲ

ତାଳଚେର ମେଡିକାଲ କଲେଜ ସ୍ଥାପନା ପାଇଁ ଜମି ଯୋଗାଇବାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରସଙ୍ଗ ମହାନଦୀ କୋଲ ଫିଲ୍ଡର ନିଜସ୍ୱ ଜମି ତଥା କୋଇଲା ନଗରୀ ମୈାଜାର ପ୍ଲଟ ନମ୍ବର ୨୪୯, ୨୫୦ ଓ ୨୫୧ ରେ ତାଳଚେର ମେଡିକାଲ କଲେଜ ନିର୍ମିତ ହେଉଛି ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ବ୍ରଜରାଜନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ମୋଦି ସରକାରଙ୍କ ଜନକଲ୍ୟାଣ ଏବଂ ଶାସକ ବିଜେଡିର ଜନବିରୋଧୀ ଆଭିମୁଖ୍ୟ ହେବ ପ୍ରଚାରର ମୁଖ୍ୟ ପ୍ରସଙ୍ଗ ଭୁବନେଶ୍ୱର,:ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ…

ବିଶୃଙ୍ଖଳିତ ସାମାଜିକ ଜୀବନଧାରାକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର :ଦିଲୀପ ମଲ୍ଲିକ

ଭୁବନେଶ୍ୱର: ରାଜ୍ୟରେ ବର୍ଦ୍ଧିତ ନିଶା ବ୍ୟବହାର ଓ ବେପାର ଆଜି ଚିନ୍ତାର ମୁଖ୍ୟ କାରଣ ସାଜିଛି । ରାଜ୍ୟରେ ନିଶାଦ୍ରବ୍ୟ ବ୍ୟବହାରକୁ ନେଇ ସଦ୍ୟ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଆଉ କିଛି ଅପ୍ରକାଶିତ ତଥ୍ୟ ମଧ୍ୟ ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ରାଜ୍ୟ ସରକାରଙ୍କ…

“ବିରୋଧ କରିବା ପୂର୍ବରୁ ପ୍ରଥମେ ଆଇନ୍‌ର ଜ୍ଞାନ ହାସଲ କରନ୍ତୁ”

ଦୋହରାଇଲେ ପିନାକୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ହାଇକୋର୍ଟ କହିଲା ପରେ କେଉଁ ଆଧାରରେ କାମ ବନ୍ଦ କଥା କହୁଛନ୍ତି ବିରୋଧୀ ? ଶୌଚାଳୟ, ଡ୍ରେନ୍ କିମ୍ବା ବୈଦ୍ୟୁତିକ ନିର୍ମାଣ ଆମ୍‌ସାର ଆଇନ୍…

‘ସ୍ୱଚ୍ଛ ଭାରତଅଭିଯାନ’ ରାଜ୍ୟ କମିଟି ନାମ ତାଲିକା ଘୋଷଣା

ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେସ୍ୱଚ୍ଛଭାରତ ଅଭିଯାନ ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି ରାଜ୍ୟ କମିଟି ନାମ ତାଲିକା ଘୋଷଣା କରିଛନ୍ତି । ଏହି କମିଟିରେ ମହେଶ ମିଶ୍ର, ଲମ୍ବୋଦର ନାୟକ, କାଳିପ୍ରସାଦ ମିଶ୍ର ଏବଂ ଶ୍ରୀମତୀ ପଦ୍ମଜା ଦେବତା ପ୍ରମୁଖ ସଦସ୍ୟ…