Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ରାଫେଲ ବିମାନ କିଣା ଦୁର୍ନିତି : ଯୁଗ୍ମ ସଂସଦିୟ କମିଟି (ଜେପିସି) ତଦନ୍ତ ଦାବୀ କଲା କଂଗ୍ରେସ
ବଲାଙ୍ଗିର(ନିରୋଜ ମିଶ୍ର) - ସଂସଦ ଭିତରେ ରାଫେଲ ବିମା କିଣାକୁ ହେଇଥିବା ଦୁର୍ନିତିକୁ ନେଇ ଯାହା ପ୍ରଶ୍ନ ପ·ରିଲେ ବି ସରକାର ନିରବ । ଆମର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ନେଇ ସଂସଦରେ ବାରମ୍ବାର ପ୍ରଶ୍ନ ପ·ରିଲେଣି । ସରକାର ନିଜର କରିଥିବା ଦୁର୍ନିତିକୁ ଲୁଚାଇବା ପାଇଁ ମୁହଁ ଖୋଳୁ…
ରାଫେଲ ବିମାନ ଦୁର୍ନିତି, କଂଗ୍ରେସ ର ବିକ୍ଷୋଭ : କେନ୍ଦ୍ର ବିରୁଦ୍ଧରେ ଗର୍ଜିଲେ ଏଆଇସିସି ସଂପାଦକ ମସ୍ତାନ ୱାଲି
ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନିତି ଓଡିଶା ବେକାର ଯୁବକଙ୍କ ପାଇଁ କେନ୍ଦ୍ରର ଚରମ ଉପହାସ :ସମରେନ୍ଦ୍ର
ବଲାଙ୍ଗିର/ନିରୋଜ ମିଶ୍ର - ଦେଶର ସବୁଠାରୁ ବଡ ପ୍ରତିରକ୍ଷା ଦୁର୍ନିତି ରାଫେଲ ଯୁଦ୍ଧ ବିମାନ କିଣାରେ ମୋଦୀ ସରକାରର ଅସଲ ମୁଖା ସମସ୍ତଙ୍କ ସାମନାରେ ଜଣାପଡିଯାଇଛି । ଫ୍ରାନ୍ସର…
ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦ କଲା ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ
କ୍ରମାଗତ ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ମିଳିତ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ସେପ୍ଟେମ୍ବର ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ପୂର୍ବାହ୍ଣ ୧୦ଟାରୁ ୧୨ଟା…
ବିଭିନ୍ନ ସଂଖ୍ୟାଲଘୁ ସଂଗଠନର ନେତୃମଣ୍ଡଳୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର,: ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଉମରକୋଟ୍ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସଂଖ୍ୟାଲଘୁ ସଂଗଠନର ନେତୃମଣ୍ଡଳୀ, ପୂର୍ବତନ ସରପଞ୍ଚ, ୱାର୍ଡ ସଭ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେପି ଏବଂ…
ବିରୋଧି ଦଳ ନେତାଙ୍କୁ ବିଜେଡି ଯୁବ ନେତା ଅର୍କେଶଙ୍କ ପ୍ରଶ୍ନ
ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବାବେଳେ କାହିଁକି ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ବଲାଙ୍ଗିରରେ କଲେ ନାହିଁ ?
ବିରୋଧି ଦଳର ନେତା ପି.ପି.ପି. ମୋଡରେ ମେଡିକାଲ କଲେଜ ଡାକ୍ତରି ପାଠ ଓ ଚିକିତ୍ସାସେବାକୁ ବେପାରୀକରଣ ଆଡକୁ ଠେଲିବାକୁ ଚାହୁଁନଥିଲେ କି ?
କେଉଁ…
ତେଲଦର ବେଲଗାମ୍-କେନ୍ଦ୍ର ସ୍ଥାଣୁ , ଆମେରିକାକୁ ଦୋଷ ଦେଇ ମନ୍ତ୍ରୀ ଚୁପ୍ : ବିଜେଡି
"ପିଟୁଣି ଟିକସ' ବସାଇ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି କେନ୍ଦ୍ର ସରକାର
ଆସନ୍ତା ୭ରୁ ବିଜେଡିର ୩ ଦିନିଆ ଆନ୍ଦୋଳନ
ଭୁବନେଶ୍ୱର(KUMAR ABHISEKH) : କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରାଳୟର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଫଳ ଏବେ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ଗତ କିଛି ମାସ…
ବଦଳିଲେ କି ପିସିସି ସଭାପତି ନିରଞ୍ଜନ !!!
BHUBANESWAR (KUMAR ABHISEKH) : କଂଗ୍ରେସରେ ପିସିସି ସଭାପତି ବଦଳିବା ଗୋଟାଏ ରୁଟିନ ବ୍ୟାପାର | ଜଣକୁ ଯାଇ ସଭାପତି କରାଇବେ. ଆଉ କିଛି ମାସ ପରେ ଗ୍ରୁପ ହୋଇ ଯାଇ ତାଙ୍କୁ କାଢ଼ିବାକୁ ଲବି କରିବେ | ଦଳ ଚୁଲୀକୁ ଯାଉ, ହେଲେ ପିସିସି ସଭାପତି ବଦଳ ପ୍ରକ୍ରିୟା ଚାଲିଥାଉ | ନେତାଙ୍କ…
୧୬ ନଂ ଜାତୀୟ ରାଜପଥରେ ଓଭରବ୍ରିଜ ନିର୍ମାଣ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) - ଦୁର୍ଘଟଣା ପ୍ରବଣ ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଠାରୁ ରାଣୀତାଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଫ୍ଲାଏ ଓଭରବ୍ରିଜ ଓ ଅଣ୍ଡରପାଶ୍ ନିର୍ମାଣ ନେଇ ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ କେନ୍ଦ୍ର ସଡକ ଓ…
ସେପ୍ଟେମ୍ବର ୬କୁ କୁଡମୀ ସେନା ପାଳନ କରିବ କଳା ଦିବସ
ବାରିପଦା(ଦିଲ୍ଲୀପ ମହାନ୍ତି) ଜାତିକୁ ଆଦିବାସୀ ମାନ୍ୟତା ଦେବାଲାଗି କୁଡମୀ ସେନାର ଆନେ୍ଦାଳନ ତୀବ୍ରତର ହେବାକୁ ଲାଗିଅଛି । ୧୯୫୦ ସେପ୍ଟେମ୍ବର ୬ରେ କୁଡୁମୀ ଜାତିକୁ ଆଦିବାସି ବର୍ଗରୁ ବାଦ ଦିଆଯାଇଥିବାରୁ ଏହାର ପ୍ରତିବାଦରେ ଚଳି ମାସ ୬ ଗୁରୁବାର ଦିଲ୍ଲୀର ଯନ୍ତରମନ୍ତରଠାରେ କୁଡମୀ ସେନା…
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆଣିବାକୁ ଝାମୁମୋ ପକ୍ଷରୁ ଆନ୍ଦୋଳନର ଚେତାବନୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକରେ ରହିଥିବା ଶୁଳିଆପଦା, କୋଷ୍ଠ|, ବାଘଡ଼ା, ଦେଉଳି ଓ କୁଲାଦଉଣି ଆଦି ସ୍ୱାସ୍ଥକେନ୍ଦ୍ରଗୁଡ଼ିକରେ ତୁରନ୍ତ ନିୟମିତ ଡ଼ାକ୍ତରମାନଙ୍କୁ ନିଯୁକ୍ତି ଓ ଖାଲି ପଡ଼ିଥିବା ବିଭିନ୍ନ ପଦବୀକୁ ପୂରଣ କରାଯିବା, ଦେଉଳିଠାରେ ନିର୍ମିତ…