ଜିଲା ମହିଳା ବିଜୁ ଜନତା ଦଳର ଜିଲା କମିଟି ଗଠିତ

0

ବଲାଙ୍ଗିର,: ଜିଲାରେ ବିଜୁ ଜନତାଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବଲାଙ୍ଗିର ଜିଲା ମହିଳା ବିଜୁ ଜନତା ଦଳର ଜିଲା କମିଟି ଗଠିତ ହୋଇଯାଇଛି । ରାଜ୍ୟ ସଭାପତିଙ୍କ ଅନୁମୋଦନକ୍ରମ ଜିଲା ସଭାନେତ୍ରୀ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଏହାର ଘୋଷଣା କରିଛନ୍ତି । ଜିଲା ଉପସଭାନେତ୍ରୀ ଭାବରେ ପୂର୍ବତନ ବଲାଙ୍ଗିର ପୌରାଧ୍ୟକ୍ଷା ଦମୟନ୍ତୀ ବାଗ,ନିଳାଦ୍ରୀ ବାରିକ,ଆନନ୍ଦିନୀ ସାହୁ,ସୁବର୍ଣ୍ଣ ପ୍ରଧାନ, ବଲାଙ୍ଗିର ପୌର ପରିଷଦର ଉପାଧ୍ୟକ୍ଷା ଲିପିଶ୍ରୀ ସାଏ ଓ ଉମାଦେବୀ ଅଗ୍ରୱାଲ,ଦେବଜାନୀ ଦାଶ,ପୁଷ୍ପଲତା ମେହେର,ଇତିଶ୍ରୀ ରଣା ଓ ଜୟନ୍ତୀ ସାହୁ ସାଧାରଣ ସମ୍ପାଦିକା, କାଉନସିଲର ମମତା ଜେନା,ବିନୋଦିନୀ ମେହେର, ପଦ୍ମିନୀ ହୋତା, ଜାହ୍ନବୀ ପଢିଆ,ସଂମ୍ପାଦିକା, ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀ ସଭାନେତ୍ରୀ ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା, ବଲାଙ୍ଗିର ପୌରାଞ୍ଚଳ ସଭାନେତ୍ରୀ ବାସନ୍ତୀ ବୁଡେ଼କ, ବଲାଙ୍ଗିର ବ୍ଳକ ରୀନା ଭୋରାସାଗର, ଦେଓଗାଁ ଜାନକୀ ମେହେର,ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଭାନେତ୍ରୀ ଭାବରେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ଗୀତା ବିଶି, ଟିଟିଲାଗଡ଼ ପୌରାଞ୍ଚଳ ସୁକାନ୍ତୀ ପାଢୀ, ଟିଟିଲାଗଡ଼ ଏନଏସି ଛନ୍ଦା ବାଗ, ସଇଁନ୍ତଲା ଦ୍ରୌପଦୀ ପାତ୍ର, ଗୁଡ଼ଭେଲା ପ୍ରଭାସିନୀ ପ୍ରଧାନ, ଟିଟିଲାଗଡ଼ ବ୍ଳକ ସଭାନେତ୍ରୀ ଭାବରେ ମୈତ୍ରୀ ସାହୁ,କଣ୍ଟାବାଞ୍ଜି ଏନଏସି ମିନତୀ ସାଗର, ବଙ୍ଗୋମୁଣ୍ଡା ଗୋପିତା ରଣା, ତୁରେକେଲା ଖେଳନ୍ତୀ ସୋମରଥ,ମୁରିବାହାଲ ଦୁର୍ଗେଶ୍ୱରୀ ଚିନ୍ଦା,କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ସୋନୀ ଅଦା,ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଣାପାଣୀ ପ୍ରଧାନ,ପାଟଣାଗଡ଼ ବ୍ଳକ ବିତିସ୍ମିତା ମହାକୁର, ବେଲପଡ଼ା ସୀତାଞ୍ଜଳୀ ପାଢୀ,ଖପ୍ରାଖୋଲ ଝୁନୁ ପାଣିଗ୍ରାହୀ, ପାଟଣାଗଡ଼ ଏନଏସି ଚନ୍ଦ୍ରକାନ୍ତୀ ମେହେର, ଲୋଇସିଂହା ନିର୍ବାଚନ ମଣ୍ଡଳୀ ବେଦମତୀ ବାରିକ, ଲୋଇସିଂହା ବଳ୍କ ଜ୍ୟୋସ୍ନାମୟୀ ନାଗ, ଆଗଲପୁର ନିରୂପମା ପ୍ରଧାନ, ପୁଇଁନ୍ତଲା ବବିତା ପଟେଲଙ୍କୁ ମନୋନୀତ କରାଯାଇଥିବା ନେଇ ଜିଲା ସଭାନେତ୍ରୀ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.