Browsing Category

ରାଜନୀତି

ସୋସିଆଲ ମେଡିଆରେ ଧର୍ମେନ୍ଦ୍ର ଛାଡିଲେ ତିତଲୀ ବାଣ 

"ସରକାର ସାହୁକାର ଭଳି ମଣିଷ ଜୀବନକୁ ଟଙ୍କାର ବିନିମୟରେ ତଉଲୁଛନ୍ତି,  ବରିଷ୍ଠ ମନ୍ତ୍ରୀଙ୍କ  ଅହଂକାର ଭରା ବକ୍ତବ୍ୟ  କଟା ଘା ରେ ଚୁନ ଦେଲା ଭଳି | ମୁହଁ ଫୁଟାଣି ଛାଡି ଆସନ୍ତୁ  ଏକାଠି ପରିଶ୍ରମ କରି ପୂର୍ବସ୍ଥିତି ଫେରାଇ ଆଣିବାକୁ ଚେଷ୍ଟା କରିବା" ଭୁୁବନେଶ୍ୱର – ଓଡିଶା ସରକାର ସାହୁକାର…

ଅଣ୍ଡା ମାଡ଼କୁ ଡରି ଆସିଲେ ନାହିଁ ଅତିଥି !

ବାରିପଦା()- ବାରିପଦା ମଧୁବନ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ଅଣାଡାମାଡ଼ ଗୁଜବରେ ଭୟଭିତ ହୋଇ ଆସିଲେ ନାହିଁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଗଣ । ଶେଷରେ ଆୟୋଜକ ପ୍ରଦୋଷ ଦାସ ନିରାଶ ହୋଇ ନିଜେ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ନିଜେ ଶୁଭ ଉଦଘାଟନ କରିବାକୁ…

ଅସହାୟଙ୍କ ଶବକୁ କାନ୍ଧଦେଇ ସତ୍କାର କରିବା ପରେ ମନ୍ତୀ ସୁଶାନ୍ତ ସିଂଙ୍କ ପ୍ରତି ସମାଲୋଚନା ବାଣ

ରାଜନୀତିରେ ବଢୁଛି ଅସହିଷ୍ଣୁତା, ସଜ ମାଛରେ ବି ପୋକ ପକାଇଦେଉଛନ୍ତି ! ବରଗଡ/ଗୌରାଙ୍ଗ ଦାଶ :- ଆସାମର କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀ ଜଣେ ଅସହାୟଙ୍କ ଶବ କାନ୍ଧେଇ ନେଇ ସତ୍କାର କରିଥିଲେ । ଆଉ ମିଡିଆ ତାଙ୍କର ଏ ମହତ କାମକୁ ପ୍ରଶଂସା କରି ତାଙ୍କୁ ହିରୋ କରିଦେଇଥିଲେ । ଓଡିଶାାରେ…

ଧର୍ମଶାଳାରେ ଜନସମ୍ପର୍କ ଅଭିଯାନରେ ବିଦ୍ରୋହ ତେଜିଲା

ଯାଜପୁର(ଜୟଶଙ୍କର ଦାଶ) ନବୀନ ପଟ୍ଟନାୟକଙ୍କ ସୁଶାସନର ବିକଳ୍ପ ନାହିଁ । ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ହେଉଛି ନବୀନ ସରକାରର ମୂଳ ମନ୍ତ୍ର ଓ ସାମର୍ଥ୍ୟ । ଦୁର୍ନିତି ଓ ଭ୍ରଷ୍ଟାଚାରରେ ଥିବା ନେତା ନବୀନବାବୁଙ୍କ ନୀତି ବିରୋଧୀ ବୋଲି ଧର୍ମଶାଳାରେ ବି.ଜେ.ଡି ଜନସମ୍ପର୍କ ଯାତ୍ରା କରୁଥିବା…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରକ୍ତଦାନ ଶିବିର

କୁଚିଣ୍ଡାରୁ ଶାନ୍ତନୁ ବେହେରା : ଆଜି କୁଚିଣ୍ଡା ମାରୱାଡ଼ି ଧର୍ମଶାଳା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମଦିନ ଅବସରରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ଜିଲ୍ଲାର ବିଜେଡ଼ି ସଭାପତି ପ୍ରମୋଦ ରଥ ଉପସ୍ଥିତ ଥିଲେ।ଏହି…

ସୂର୍ଯ୍ୟଙ୍କ ମନ୍ତବ୍ୟ ପାଗଳାମି- ଦାମ

  ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ତିତଲି ଦ୍ୱାରା ପ୍ରଭାବିତ ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୮ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଜିଲ୍ଲାର ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜିରୋ କାଜୁଆଲିଟି ହୋଇଛି ବୋଲି ଦେଇଥିବା ମନ୍ତବ୍ୟ ଯେତିକି ଦୁଃଖ ଦାୟକ ସେତିକି ଦୁର୍ଭାଗ୍ୟଜନକ । ଏହା ତାଙ୍କର…

ମୁଖ୍ୟମନ୍ତ୍ରୀଙ୍କ ୭୩ ବର୍ଷରେ ପଦାର୍ପଣ : ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୧୧୭୩ ୟୁନିଟ୍‍ ରକ୍ତ ସଂଗୃହିତ

ଭୁବନେଶ୍ୱର: ଲଗାତାର ଭାବେ ଚତୁର୍ଥ ଥର ଓଡିଶା ବାସୀଙ୍କ ହୃଦୟ  ଜିତି ସରକାରର ନେତୃତ୍ୱ ହେଇ ଆସିଥିବା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ୭୩ ବର୍ଷରେ ପଦାର୍ପଣ  ଦିବସରେ  ଭୁବନେଶ୍ୱରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମେତ ନିମାପଡ଼ା, ବ୍ରହ୍ମପୁର, କୁଚିଣ୍ଡା, ଅନୁଗୁଳ, ବୌଦ୍ଧ,…

“ପ୍ରକୃତିର କଷ୍ଟଠାରୁ ମନ୍ତ୍ରୀ ଓ ଅଧିକାରୀଙ୍କ ସମ୍ବେଦନହୀନ ମନ୍ତବ୍ୟ ଅଧିକ କଷ୍ଟ ଓ ଯନ୍ତ୍ରଣାଦାୟକ”

ପ୍ରକୃତିର କୋପକୁ ସାମ୍ନା କରି ପୁଣି ଅ।ଗକୁ ବଢିବା ଆମ ଓଡ଼ିଆଙ୍କ ଡିଏନ୍ଏରେ ରହିଛି : ଧର୍ମେନ୍ଦ୍ର ଭୁବନେଶ୍ୱର - ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଅ।ଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ…

ଲକ୍ଷ୍ମଣଙ୍କ ଗୁରୁତର ଅଭିଯୋଗ : ଚୋରା ଲୁହା ପଥର କାରବାରରେ ଲିପ୍ତ ଥିଲେ ପାଣ୍ଡିଆନ !!!!

ମୟୂରଭଞ୍ଜ( Dillip Mohanty): ଏବେ ଯିଏ ଦଳ ଛାଡିଲେ ସିଏ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି | ସିଏ ଧାନ ହେଉ କି ଅଗାଡି | ଅଭିଯୋଗ କେତେ ସତ ଆଉ କେତେ ମିଛ ତାହା ସେମାନଙ୍କୁ ଜଣା | ହେଲେ ଶ୍ରୀ ପାଣ୍ଡିଆନ ଏବେ ପାଲଟି ଯାଇଛନ୍ତ ଦଳର ଅସନ୍ତୁଷ୍ଠ ନେତାଙ୍କ ପାଇଁ ସଫ୍ଟ ଟାର୍ଗେଟ | ଆଉ ଏବେ…

ଭୂସ୍ଖଳନରେ କିଛି ଲୋକଙ୍କ ପ୍ରାଣହାନୀ ଦୁଃଖଦାୟକ, ହେଲେ ଆଗୁଆ ପଦକ୍ଷେପର ଶ୍ରେୟକୁ ସ୍ୱୀକାର ନକରିବା ଦୁର୍ଭାଗ୍ୟଜନକ :…

ଭୁବନେଶ୍ୱର : ବିଗତ ୧୮ବର୍ଷ ମଧ୍ୟରେ ‘ଫାଇଲିନ୍‍’ ପରେ ସବୁଠାରୁ ଭୀଷଣ ବାତ୍ୟା ଥିଲା ‘ତିତ୍‍ଲି ।’ ଯଦିଓ ‘ହୁଡୁହୁଡୁ’ ଏହା ମଧ୍ୟରେ ଆସିଥିଲା, ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶରେ ତା’ର ବେଶୀ ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରତି ଘଣ୍ଟାରେ ୧୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ…