Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମୟୂରଭଞ୍ଜ ଜିଲ୍ଲାକୁ କ୍ରମାଗତ ଅବହେଳା ପ୍ରତିବାଦରେ ଜେଏମଏମ ପକ୍ଷରୁ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ…
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ସର୍ବବୃହତ୍ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜ ପ୍ରତି ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ ତଥା ବୈମାତୃକ ମନୋଭାବ ପୋଷଣ କରିଆସୁଛି ବୋଲି ଅଭିଯୋଗ ବାଢ଼ିଛି ଜେଏମଏମ । ଏହି…
ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କ ପତ୍ର : ରାଜ୍ୟ ସରକାରଙ୍କ ଅବହେଳାରୁ ବାଲେଶ୍ୱରରେ ପ୍ରତିଷ୍ଠା ହୋଇପାରୁନି…
୧ ଡିସେମ୍ବର - ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ପ୍ରତିଷ୍ଠାରେ ସମସ୍ୟା ଉପୁଜିଛି ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପୂର୍ବରୁ ଢେଙ୍କାନାଳ ଓ…
କହିଁ ପେ ନୀଗାହେ, କହିଁପେ ନିଶାନା : ଶ୍ରୀକାନ୍ତଙ୍କ ଗଡ଼ରେ ନିରଞ୍ଜନଙ୍କ ଦଳିତ ସମାବେଶ ଭାୟା ଏସସି ସେଲ
ଭୁବନେଶ୍ୱର -ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନିରଞ୍ଜନ ବିରୋଧୀ ପ୍ରଚାରକୁ ପ୍ରତିହତ କରିବା ପାଇଁ ତାଙ୍କ ଗଡରେ ମାନେ ସେ ଯେଉଁଠୁ ସଂସଦ ଭାବେ ଜିତି ମନ୍ତ୍ରୀ ହୋଇଥିଲେ ବାଲେଶ୍ୱରରେ କଂଗ୍ରେସର ଏସସି ସେଲ କରିବ ସମାବେଶ ମାଇନସ ଶ୍ରୀକାନ୍ତ | ରାଜ୍ୟ ସାରା ବୁଲି ଦଳିତଙ୍କ…
ଜିଲ୍ଲାସ୍ତରରେ ବିଜେଡି ଲୋକଙ୍କୁ ବଖାଣିବ “କାଳିଆ” ମାହାତ୍ମ୍ୟ
ଭୁବନେଶ୍ୱର: ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଐତିହାସିକ ‘କାଳିଆ’ (କୃଷକଙ୍କ ଜୀବନ ଧାରଣର ମାନ ଓ ଆୟ ବୃଦ୍ଧି କ୍ଷେତ୍ରରେ…
ଡ଼ିଏମକେ ଓ ଏଆଇଏଡ଼ିଏମକେ ନେତାଙ୍କୁ ଭେଟି ଆଲୋଚନା କଲେ ଦେବୀ,ଦିଲ୍ଲୀରେ ଶିବୁ ସୋରେନ୍ଙ୍କୁ ଭେଟିଲେ ଅନୁଭବ
ନବୀନ ପଟ୍ଟନାୟକଙ୍କ ମହିଳା ସଂରକ୍ଷଣ ପ୍ରସ୍ତାବ: ତାମିଲନାଡୁରେ ମିଳିଲା ସମର୍ଥନ
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଦଳର ଉପ-ସଭାପତି ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି ଡ଼ିଏମକେ ଓ ଏଆଇଡିଏମ୍ ନେତାମାନଙ୍କୁ ଭେଟି ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାଗୁଡିକରେ ୩୩% ସ୍ଥାନ…
ରାଜ୍ୟ ସରକାର ନିଜ ପାଣ୍ଠିରୁ ଅଧିକ ଏମ୍ଏସ୍ପି ଦିଅନ୍ତୁ, ଋଣ ଛାଡ କରନ୍ତୁ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ…
ଭୁବନେଶ୍ୱର – ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବା ଅବସରରେ ଓଡିଶାର ଚାଷୀ କିଭଳି ଭାବରେ ଏ ସରକାର ସମୟରେ ପ୍ରତାରିତ ହୋଇଛନ୍ତି ଏବଂ ଋଣ ଯନ୍ତାରେ ପଡି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି, ତାର…
ତୁମ ମିଛିମିଛିକା ପିଠା ଫେରାଇ ଆଣ : କଂଗ୍ରେସ
ଭୁବନେଶ୍ୱର : People’s Empowerment - Enabiling Transparancy and Enhancing Acccountability ବା ‘ପିଠା’ ନାଁରେ ସରକାର ଏକ ନିର୍ବାଚନୀ ପ୍ରହେଳିକା ଆରମ୍ଭ କରିଛନ୍ତି । ଏ କାର୍ଯ୍ୟକ୍ରମ ବାସ୍ତବରେ ‘ପିଟା’ । କିନ୍ତୁ ସରକାର ଗାଁ ଲୋକଙ୍କ ମନରେ ମିଛିମିଛିକା ଖୁସି ସୃଷ୍ଟି…
“ଫୋକସରେ ଓଡିଶା, ଉପହାର ସମ୍ଭାର ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ”
୧୪,୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ ପ୍ରଧାନମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ
ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାରର ହେବ ଶୁଭାରମ୍ଭ
ନୂଆଦିଲୀ/ଭୁବନେଶ୍ୱର -ଆସନ୍ତା ୨୪ ତାରିଖରେ…
ଓଡିଶାରେ କୃଷି ଋଣ ଛାଡ ହେବା ଦରକାର: ବିଜେପିି
ଭୁବନେଶ୍ୱର, ୨୦ ଡିସେମ୍ବର - ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ପାଇଁ ନୀତି ଆୟୋଗର ପ୍ରସ୍ତାବ ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ । କିନ୍ତୁ ଅପରପକ୍ଷେ ରାଜ୍ୟସରକାର ଚାଷୀମାନଙ୍କୁ ରୋଜଗାରକ୍ଷମ କରାଇବାରେ ବିଫଳ ହୋଇଛନ୍ତି । କୃଷି ବିଭାଗ ପକ୍ଷରୁ ଚାଷ ଜମିକୁ ପାଣି, ବିଜୁଳୀ, ବିହନ ଯୋଗାଇ…
ଲୁଟକୁ ସୁରକ୍ଷା ଦେଉଛି ବନ, ରାଜସ୍ୱ ବିଭାଗ ଓ ପୋଲିସ
ଯାଜପୁର/ ଜୟଶଙ୍କର ଦାଶ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଂଚାୟତର ମାଣ୍ଡିଆଗଡା ମୁରାରୀପୁର ଗାଁ ନିକଟରୁ ହଜାର ହଜାର ଟ୍ରିପ ମୋରମ ଲୁଟ କରି ନିଆଗଲା । ଏହି ସ୍ଥାନଟି ଜଙ୍ଗଲ କିସମ ହୋଇଥିବା ବେଳେ ଏହା କଟକ ବନଖଣ୍ଡର ଡାଳିଯୋଡା ଫରେଷ୍ଟ ରେଞ୍ଜ…