Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ନବୀନଙ୍କ ଶରଣରେ ନବ : ବିପୁଳ ସମର୍ଥକଙ୍କ ସହ ବିଜେଡିରେ କଲେ ଦମଦାର ଏଣ୍ଟ୍ରି
ଭୁବନେଶ୍ୱର : ନବୀନଙ୍କ ଶରଣରେ କଂଗ୍ରେସ ଛାଡ଼ିଥିବା ଝାରସୁଗୁଡ଼ା ବିଧାୟକ ନବ | ବିପୁଳ ସମର୍ଥକଙ୍କ ସହ ବିଜେଡିରେ କଲେ ଦମଦାର ଏଣ୍ଟ୍ରି | ନବ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତା, ନିର୍ବାଚିତ ପ୍ରତିନିଧି ଓ କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।…
ଭାରତ ବର୍ଷରେ ରାଜନୀତି ହେଉଛି ଏକ ମ୍ୟାଜିକ, ମ୍ୟାଜିକ ଦ୍ୱାରା ହିଁ ରାଜନୀତି ହେଉଛି : ଶିବୁ ସୋରେନ
ମୋରଡା ବିଧାନସଭା ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ଜନ ସମାବେଶ
ବାରିପଦା,(ଦିଲ୍ଲୀପ ମହାନ୍ତି )- ଭାରତ ବର୍ଷରେ ରାଜନୀତି ହେଉଛି ଏକ ମ୍ୟାଜିକ । ମ୍ୟାଜିକ ଦ୍ୱାରା ହିଁ ରାଜନୀତି ହେଉଛି । ଏପରିକି ସେ ଓଡ଼ିଶା ହେଉ କିମ୍ବା ବିହାର ହେଉ କିମ୍ବା ଛତିଶଗଡ ହେଉ କିମ୍ବା ଝାରଖଣ୍ଡ ହେଉ କିମ୍ବା…
ଜିତେନ୍ଦ୍ର ସିଂ କଂଗ୍ରେସ ରାଜନୀତିରେ ଜଣେ ନୂଆ ଶିକାରୀ : ଶ୍ରୀକାନ୍ତ
ଚୋର ଚୌକିଦାର ଭାଇ ଭାଇ ହୋଇଥିଲା ବେଳେ ଗାଁ ଲୋକେ ଯିବେ କୁଆଡେ଼ ।
ଭୁବନେଶ୍ୱର: ଜିତେନ୍ଦ୍ର ସିଂ କଂଗ୍ରେସ ରାଜନୀତିରେ ଜଣେ ନୂଆ ଶିକାରୀ। ସେ ସାମ୍ବାଦିକ ସମ୍ମିଳନୀରେ ମୋ ବିଷୟରେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଦୁଃଖ ଦାୟକ । ଛାତ୍ର ଜୀବନରୁ ମୁଁ ୧୯୬୯ ମସିହାରୁ କଂଗ୍ରେସରେ ଥିଲି |…
୨୯ରେ ଆସୁଛନ୍ତି ଶାହା : କର୍ମୀ ସମ୍ମିଳନୀ ମାର୍ଗଦର୍ଶନ ଦେବେ
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡିଶା ଗସ୍ତରେ ଆସିବେ । କଟକର ସାଲେପୁର କୁଳିଆ ଠାରେ ଆୟୋଜିତ ହେବାକୁ ଥିବା କର୍ମୀ ସମ୍ମିଳନୀରେ ଶ୍ରୀ ଶାହା ଯୋଗ ଦେବେ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି…
ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକଙ୍କ ପାଖକୁ ଯିବ ବିଜେପି : ଫେବୁଆରୀ ୧୦ରୁ ୨୧ଟି ଲୋକସଭାରେ ଜନ ଅଦାଲତ
ଭୁବନେଶ୍ୱର / କଟକ - ରାଜ୍ୟ ସରକାରକୁ ତାର ସ୍ଥାଣୁତା, ଅପାରଗତା ଓ ସମ୍ଭେଦନହୀନତା ପାଇଁ ଲୋକଙ୍କ ଅଦାଲତରେ ଛିଡା କରିବ ବିଜେପି । ଏଥିପାଇଁ ଆସନ୍ତା ଫେବୁଆରୀ ୧୦ ତାରିଖରୁ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଅଂଚଳରେ ଦଳ ପକ୍ଷରୁ ଜନ ଅଦାଲତ କରି ବିଜେଡି ସରକାରକୁ ଜବାବ ମଗାଯିବ…
କାଳିଆ ଯୋଜନା ପାଇଁ ଅର୍ଥ ସମ୍ପର୍କରେ ଭୁଲ ତଥ୍ୟ ଦେଇଛି ବିଜେଡି
ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ହିତାଧିକାରୀଙ୍କ ସୂଚୀ ପ୍ରକାଶ କରିବାକୁ ବିଜେପିର ଦାବି
ଭୁବନେଶ୍ୱର - ଦୀର୍ଘ ୧୯ବର୍ଷ ଧରି ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ଅବହେଳିତ କରିଚାଲିଛନ୍ତି । ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କରି ପୁଣିଥରେ ରାଜ୍ୟର ଚାଷୀମାନଙ୍କୁ…
କ୍ଷମତାକୁ ଆସିଲେ ଖଣ୍ଡିଆ କାମ ପୁରା କରିବି : ଜୟଦେବ
କଂଗ୍ରେସର ବିଶାଳ ଜନଜାଗରଣ ତଥା ଚାଷୀ ସମାବେଶ
ଗୋଟିଏ ମଞ୍ଚରେ ନିରଞ୍ଜନ-ଜୟଦେବ, ଭୋଟ ସରିବା ପର୍ଯ୍ୟନ୍ତ ରହିବ ତ ଭାବ !
ଆନନ୍ଦପୁର/ହାଟଡିହି(ମକରଧ୍ବଜ ଜେନା) : ବହୁଦିନ ପରେ ଆନନ୍ଦପୁରରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଦୁଇପାରମ୍ପରିକ ରାଜନୈତିକ ଶତ୍ରୁ ନିରଞ୍ଜନ ଓ ଜୟଦେବ | …
ବିଜେଡି ଆଇଟି ୱିଙ୍ଗ ଆଇଟି କନ୍କ୍ଲେଭ୍ : ଯୋଗଦେଲେ ୩୦୦ କଲେଜ୍ରୁ ୧୨୦୦ ଛାତ୍ର
ଭୁବନେଶ୍ୱର: ବିଜେଡି ଆଇଟି ୱିଙ୍ଗ ଦ୍ୱାରା ଯେଉଁ ଆଇଟି କନ୍କ୍ଲେଭ୍ ଆୟୋଜନ ବିଜୁ ଛାତ୍ର ଜନତା ଦଳ କରିଥିଲା, ତାହା ଅତ୍ୟନ୍ତ ସଫଳ ହୋଇଛି । ସେଥିରେ ରାଜ୍ୟର ୩୦ ଜିଲ୍ଲାର ୩୦୦ କଲେଜ୍ରୁ ପ୍ରତିନିଧିତ୍ୱ କରୁଥିବା ୧୨୦୦ ଛାତ୍ର ଯୋଗ ଦେଇଥିଲେ । ଏହି ଛାତ୍ରମାନଙ୍କୁ ସୋସିଆଲ୍ ମିଡିଆ ଓ ଆଇଟି…
ଓଡ଼ିଆ ଝିଅ ଓ ମହିଳାମାନଙ୍କ ମାନ, ଇଜ୍ଜତ ଓ ସୁରକ୍ଷା ସଙ୍କଟରେ , ନ୍ୟାୟ ପାଇଁ ମହିଳା ସ୍ୱାର୍ଥ ଓ ସ୍ୱାଭିମାନର…
ଭୁବନେଶ୍ୱର, - ୧୯ ବର୍ଷର ରାଜ୍ୟସରକାର ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହବିଭାଗର ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନତା କାରଣରୁ ଓଡ଼ିଆ ଝିଅ ଓ ମହିଳାମାନଙ୍କ ମାନ, ଇଜ୍ଜତ ଓ ସୁରକ୍ଷା ଆଜି ସଙ୍କଟରେ ପଡ଼ିଛି ବୋଲି ପାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ…
ଭଦ୍ରକରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ଜମି ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
- ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ’ହୋଇପାରିବ
-ଜମି ପାଇଁ ବାରମ୍ବାର ଯୋଗାଯୋଗ ପରେ ମଧ୍ୟ ରାଜ୍ୟସରକାର ଅହେତୁକ ବିଳମ୍ବ କରୁଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର - ଭଦ୍ରକଠାରେ ଇଣ୍ଡିଆନ ଅଏଲ୍ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ…