Browsing Category

ରାଜନୀତି

ରାହୁଳଙ୍କ କଳାହାଣ୍ଡି-ରାଉରକେଲା ଗସ୍ତ ପାଇଁ ସ୍ୱତନ୍ତ୍ର ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର :କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ଆସନ୍ତା ୬ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ସକାଳେ ଓ ରାଉରକେଲାରେ ଅପରାହ୍ନରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବେ । ଉଭୟ ସମାବେଶକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେଉଁ କେଉଁ…

 ଜିଲ୍ଲା ଛାତ୍ର ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରର ପ୍ରବଞ୍ଚନା ବାରିପଦା(ଦିଲ୍ଲୀପ ମହାନ୍ତି )- ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରର ପ୍ରବଞ୍ଚନା ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।…

ସ୍ବେଚ୍ଛାକୃତ ଅବସର ନେଇ ବିଜେପିରେ ସାମିଲ ହେଲେ ରାଜ୍ୟସରକାରଙ୍କ  ବରିଷ୍ଠ ଅଧିକାରୀ ଅଖିଳ ନାୟକ

 ଭୁବନେଶ୍ୱର(ସଂଜୀବ ନାୟକ)  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିତ ପରାମର୍ଶଦାତା ତଥା ଯୁଗ୍ମ ଶାସନ ସଚିବ ଅଖିଳ ଚନ୍ଦ୍ର ନାୟକ ଗତକାଲି ସ୍ୱେଚ୍ଛାକୃତ ଅବସର ନେଇ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ…

 ପୋଲିସର ଅପବ୍ୟବହାର କରି ବିଜେପି ନେତାଙ୍କୁ ଟାର୍ଗେଟ କରାଯାଉଛି  : ବିଜେପି 

ଭୁବନେଶ୍ୱର - ଆଇନ ତା ରାସ୍ତାରେ ଯିବ-ଦୀର୍ଘ ୧୯ ବର୍ଷ ଧରି ଏହି କଥାର ଦ୍ୱାହି ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୋମୁହାଁ ଚରିତ୍ର ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ରାଜ୍ୟରେ ବଡ ରାଜନୈତିକ ପରିବର୍ତନର ଆଭାସ ମିଳିବା କାରଣରୁ ରାଜନୈତିକ ବିରୋଧୀ ବିଶେଷ ଭାବେ ବିଜେପି ପ୍ରତି…

“ଆପଣମାନଙ୍କ ଶ୍ରଦ୍ଧା ଭୁଲିପାରିବିନି, ଜିତିଲେ ସେବା କରି ରୂଣ ଶୁଝିବି”

 ସ୍ୱାଧୀନ ପ୍ରାର୍ଥୀ  ରାଜୁ ଘିବେଲାଙ୍କର ଝାରବନ୍ଧରେ "ହିସାବ ମାଗୁଛି ଝାରବନ୍ଧ ଜନତା" କାର୍ଯ୍ୟକ୍ରମ ପଦ୍ମପୁର/ନିଳ ଦୀପ-ପଦ୍ମପୁର ଅଂଚଲରେ ଏବେ ନିର୍ବାଚନ ମାହୋଲ ଗରମ ହେଲାଣି,ନିର୍ବାଚନୀ ମାହୋଲରେ ଉଠୁଛି ପଡୁଛି ସାରାଅଞ୍ଚଅଂଚଲ । ଏହି କ୍ରମରେ ନିଜକୁ ସ୍ୱାଧିନ ବିଧାୟକ ପ୍ରାର୍ଥୀ ଘୋଷଣା…

 ବିଜେପିର ଜବାବ ଦେଲା ବିଜେଡି : ଆମର ଦୁଇ ତ ତମର ବି ଦୁଇ !

ରାଜନୈତିକ ପ୍ରତିସ୍ପର୍ଦ୍ଧାର ଖେଳ ଆରମ୍ଭ  ଭୁବେନେଶ୍ୱର : ରାଜନୈତିକ ପ୍ରତିସ୍ପର୍ଦ୍ଧାର ଖେଳ ଆରମ୍ଭ ହୋଇଗଲା ରାଜ୍ୟରେ | ବିଜେପି ବନାମ ବିଜେଡି ...ସିବିଆଇ ବନାମ ଓଡିଶା ପୋଲିସ | ଦୁଇଟିଯାକ ଶୁଆ ଏବେ ବାହାରିଛତି ପଞ୍ଜୁରୀରୁ |  ଏତେଦିନ ହେଲା ଶୋଇ ରହିଥିବା ସିବିଆଇ ଏବେ ଭୋଟ ପାଖେଇବା…

ଜବାବ ମାଗୁଛି ଓଡିଶା ବିଶାଳ ଜନସମାବେଶରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ ।

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ମୁନିଗୁଡା ଠାରେ “ଜବାବ ମାଗୁଛି ଓଡିଶା” ବିଶାଳ ଜନ ସମାବେଶରେ ଯୋଗଦେଇ ଜୟ ମାଁ ମାଝୀଘୋରିଆଣି କହି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ପେଟ୍ରୋଲିଅମ  ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଋଣଭାର ବଡୁଥିବା ବେଳେ ଏହାର ପ୍ରଭାବ ରାଜ୍ୟର…

ଦେଓଗାଁ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ନରସିଂହ 

ବଲାଙ୍ଗୀର (ନିରୋଜ ମିଶ୍ର) : ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭା ର ବିରୋଧି ଦଳ ନେତା ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପରିଦର୍ଶନରେ ଯାଇଥିଲେ । ଆରମ୍ଭରୁ ପିଲାତିମହୁଲ ଗ୍ରାମର ଚର୍ଚ୍ଚ ପରିସରରେ ଏକ କମ୍ୟୁନିଟି ସଭାଗୃହ ଶୁଭ ଉଦ୍ଘାଟନ ବିଧାୟକ ଶ୍ରୀ ମିଶ୍ରଙ୍କ…

ସ୍ବାଧୀକାର ଭଙ୍ଗ : କଣ ବାସ୍ତବତା ବା ସତ୍ୟ, ତାହା କହିବ ଭବିଷ୍ୟତ  

ବିଧାନସଭାରେ ସ୍ବାଧୀକାର ଭଙ୍ଗ ପ୍ରସଙ୍ଗ ଉପରେ ଏବେ କାଠଗଡାରେ ଓଟିଭି | ଭୁଲ କାହାର ଠିକ କିଏ ତାହା ତା କରିଥିବା ଲୋକ ଜାଣିଥିବ  | ବିଧାନସଭା ନୀତି ନିୟମ ଅନୁସାରେ " ବିଧାନସଭା ଚଳାଉଛି କିଏ" ରିପୋର୍ଟିଂଟି କେତେଦୂର ଯୁକ୍ତିସଂଗତ ତାହା ତା ବିତର୍କ ଆଉ ସମୀକ୍ଷା ଯୋଗ୍ୟ | ବିଧାୟକ ତାର…

ବିଂଝାରପୁର ବିଜେପିରେ ନୂଆ-ପୁରୁଣା କଳିର ପ୍ରତିଫଳନ ନବୀନ ନିବାସରେ 

ବିଜେଡିରେ ଯୋଗ ଦେଲେ ଦୁଇ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଓ ଅନେକ ନିର୍ବାଚିତ ପ୍ରତିନିଧି ଭୁବନେଶ୍ୱର/ ମାନସୀ ମିଶ୍ର  : ଯାଜପୁର ଜିଲ୍ଲା ବିଂଝାରପୁରରେ ନୂଆ-ପୁରୁଣା ବିଜେପି କଳିର ପ୍ରତିଫଳନ ଦେଖିବାକୁ ନବୀନ ନିବାସରେ | ବିଜେପିର ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡି ଯୋଗ ଦେଇଛନ୍ତି…