Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଭଞ୍ଜନଗର ବ୍ଲକର ନୂତନ ଅଧ୍ୟକ୍ଷ ହେଲେ ନରୀସଭା
ଭଞ୍ଜନଗର / ନିଲୁ ବିଷୋୟୀ: . ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ପଦବୀ ନିମନ୍ତେ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶନିବାର ହୋଇଥିବା ନିର୍ବାଚନରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ନରୀସଭା ନାୟକ ବିଜୟ ଲାଭ କରିଛନ୍ତି।ଏହି ଆସନଟି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ନିମନ୍ତେ ସଂରକ୍ଷିତ ଥିବା…
ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ: ବିଜେଡି
ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପି ନେତା ଓ କର୍ମୀଙ୍କ ଦ୍ୱାରା ହୋଇଥିବା ନୃଶଂସ ଆକ୍ରମଣକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ । ଆଜି ଏଠାରେ ଗଣମାଧ୍ୟମକୁ ସୁଶ୍ରୀ ସାହୁ କହିଛନ୍ତି ଯେ ଗଣତନ୍ତ୍ରରେ…
ଜଗଦେବଙ୍କ ବର୍ବର କାର୍ଯ୍ୟକୁ ଦୃଢ ଭାବେ ନିନ୍ଦା କଲା ବିଜେଡି
ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ସସ୍ମିତ
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ବାଣପୁରରେ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଘଟାଇଥିବା ବର୍ବର କାର୍ଯ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ଦଳୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।ଆଜି ଏଠାରେ ଡକ୍ଟର…
ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ; ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ରେ ବିଜୁ ଜନତା ସମର୍ଥିତ…
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷ ଆସନ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ରେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ହାତେଇବେ ବୋଲି ଜଣାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ସମୁଦାୟ ୪୧ ଗୋଟି ପଞ୍ଚାୟତ କୁ ନେଇ ଗଠିତ । ଏହି ପଞ୍ଚାୟତ ଗୁଡିକ ମଧ୍ୟରୁ…
ରେମୁଣା ବ୍ଲକ ଦେଖିପାରେ ମହିଳା ଅଧକ୍ଷ!
ଦୌଡ଼ରେ ଆଗରେ ଅଛନ୍ତି ଶାନ୍ତା ଦାସ
ବାଲେଶ୍ୱର/ରେମୁଣା(ଶାସକ ପ୍ରଶାସକ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ବ୍ଲକ ଅଧକ୍ଷ ପଦ ନିର୍ବାଚନ ଅବଗଣନା ଆରମ୍ଭ ହୋଇ ଗଲାଣି I ଚଳିତ ପଞ୍ଚାୟତ ନିର୍ବାଚନରେ ରେମୁଣା ବ୍ଲକ ରେ ମୋଟ 32ଟି ସମିତି ସଭ୍ୟ ପଦ ମଧରୁ 22ରେ ବିଜୁ ଜନତା…
ଜୋର ଧରୁଛି ସୁଲୋଚନାଙ୍କ ପ୍ରଚାର : ସାଉଁଟୁଛନ୍ତି ଲୋକଙ୍କ ଶୁଭକାମନା
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ବିଜେଡ଼ି ପାର୍ଥୀ ସୁଲୋଚନା ଦାସ ଆଜି ରାଜଧାନୀର ବିଭିନ୍ନ ୱାର୍ଡରେ ପ୍ରଚାର ଜୋରଦାର କରିଛନ୍ତି। ପ୍ରଚାର ସମୟରେ ସାଧାରଣ ଲୋକଙ୍କ ସଦ୍ଦିଛା ଓ ସମର୍ଥନ ସାଉଁଟିବାରେ ସମର୍ଥ ହୋଇଛନ୍ତି । ସକାଳେ ରାଜଧାନୀର ଫରେଷ୍ଟ ପାର୍କ, ମଧୁସୂଦନ ପାର୍କ, ନେତାଜୀ…
ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର
ଚିଲିକା (ସେକ କୌଶର ): ରାଜ୍ୟରେ ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପାଇଁ ଆଜି ଶେଷ ଦିବସ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଏନଏସି ରେ ଶାସକ ବିଜେଡି, ବିରୋଧୀ ବିଜେପି, କଂଗ୍ରେସ, କମ୍ୟୁନିଷ୍ଟ ସମେତ ଏକାଧିକ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ…
ବିଜେପୁର ରେ ହେବ ପ୍ରଥମ ଥର ପାଇଁ ଏନ ଏ ସି ନିର୍ବାଚନ
ଉତ୍ସାହିତ ଜନସାଧାରଣ ଓ ନେତାଙ୍କର ଗହଣରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ
ବରଗଡ :- ବରଗଡ ଜିଲ୍ଲା ବିଜେପୁର ଏନ ଏ ସି ରେ ହେବାକୁ ଯାଉଛି ପ୍ରଥମ ନିର୍ବାଚନ । ଗତ 2017 ମସିହା ଡିସେମ୍ବର ମାସରେ ବିଜେପୁର ର ଏଗାର ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିଲା ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ।…
ପଦ୍ମପୁର ଏନଏସି ଅଧ୍ୟକ୍ଷା ପଦ ପାଇଁ ବିଜେଡିରୁ ନାମାଙ୍କନ ଦାଖଲ କଲେ ସାବିତ୍ରି ବାଗ
ପଦ୍ମପୁର : ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନ କରିବାର ଶେଷ ତାରିଖ ଥିଲା । ବରଗଡ ଜିଲ୍ଲା ପଦ୍ମପୁର ଏନ ଏ ସି ପାଇଁ ଆଜି ବିଜୁ ଜନତା ଦଳ ତରଫରୁ ସମସ୍ତ ୱାର୍ଡ ଓ ଚେୟାରମେନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ୧୧ ଗୋଟି ୱାର୍ଡ ବିଶିଷ୍ଟ ପଦ୍ମପୁର ଏନଏସିର ନିର୍ବାଚବନ ପାଇଁ ଆଜି…
କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ହେଲେ ବିକ୍ରମ
ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ପୌର ନିର୍ବାଚନ ସକାଶେ ବିଜେଡ଼ିର ସମସ୍ତ ପ୍ରାର୍ଥୀ ରବିବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।୭ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ କୁନେଇ ତତ୍ପରତା ପ୍ରକାଶ ପାଇଛି।କଂଗ୍ରେସ ଦଳ ତରଫରୁ…