Browsing Category

ରାଜନୀତି

ଭଦ୍ରକରେ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ …….

ମୁଣ୍ଡ ଉପରେ ନିର୍ବାଚନ : ୩ ଦଳରେ ଚାଲିଛି ମାନସ ମନ୍ଥନ  ହେଲେ ସମ୍ଭାବ୍ୟ ପ୍ରାଥୀଙ୍କୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା ଜୋର  ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଜିଲ୍ଲାର ସମ୍ମାନଜନକ ବିଧାନସଭା କ୍ଷେତ୍ର ଭଦ୍ରକ । ମୋଟ ୩୬ ଗ୍ରାମ ପଞ୍ଚୟତ ଓ ୩୦ ପୌର ୱାର୍ଡ଼କୁ ନେଇ ଏହା ଗଠିତ ଗଠିତ । ଚଳିତ…

ପିସିସି ଉପସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ସନ୍ଦେଶ ପଦଯାତ୍ରା

ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବଡଚଣା କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ସନ୍ଦେଶ  ପଦଯାତ୍ରାରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ବଡଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ର ଵିଲ୍ୱ ମାଲ୍ୟାଣୀ  ଠାକୁରାଣୀ ଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ଏହି ସଂଦେଶ…

ପ୍ରଫୁଲ୍ଲ ଓ ରବିଙ୍କୁ ଦି ଦିଟା  ଜିଲ୍ଲା : ଦେବାଶିଷ ଓ ସିଦ୍ଧାର୍ଥ ହେଲେ ସମ୍ପାଦକ 

ଭୁବନେଶ୍ୱର :  ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‍ ଦେଇ ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ବରଗଡ଼ ଜିଲ୍ଲା ସହିତ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ, ଶ୍ରୀ ରବି ପାଣିଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସହିତ…

ଆମେ କଂଗ୍ରେସରେ ଥିଲୁ ଓ ଅଛୁ: ଦଳ ବଦଳ ଖବର ମିଛ 

ବଲାଙ୍ଗିର/ନିରୋଜ ମିଶ୍ର -  ଆମେ କିଛି କଂଗ୍ରେସ କିଛି କର୍ମୀ ବିଜେଡିରେ ଯୋଗଦେଇଛୁ ବୋଲି ଗତ ତା.୧୫ ତାରିଖରେ ବିଭିନ୍ନ ମୁଦ୍ରଣ ଗଣମାଧ୍ୟମରେ ଖବର ପ୍ରକାଶିତ ହେଇଥିବା ଆମ ନଜରକୁ ଆସିଛି । ଯାହାକି ସମ୍ପୁର୍ଣ୍ଣ ଭୁଲ, କପୋଳକଳ୍ପିତ ଭ୍ରମାତ୍ମକ ଅଟେ ବୋଲି ବଚନ ଗ୍ରୁପର ପ୍ରମୁଖ ସଦସ୍ୟ ମାନେ…

ଠକ ଜନପ୍ରତିନିଧିଙ୍କୁ ଜବାବ ମାଗନ୍ତୁ ଲୋକେ

ବିଧାୟକଙ୍କ ବ୍ଲକ ଅଞ୍ଚଳ ଗସ୍ତ: ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ତଥା ଶୁଭ ଉଦ୍ଘାଟନ କଲେ ନରସିଂହ ବଲାଙ୍ଗିର (ନିରୋଜ ମିଶ୍ର) - ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ବଲାଙ୍ଗିର ତଥା ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳକୁ ମାରାଥନ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିବା ସହ…

ବିଜେପି ର ଆତଙ୍କବାଦ ବିରୁଦ୍ଧରେ ଧାରଣା

ନୂଆପଡ଼ା(ଅମିତ କୁମାର ପୁରୋହିତ) ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଦ୍ୱାରା ନିହତ ବୀର ସହୀଦ ଯବାନ ମାନଙ୍କୁ ଅଶ୍ରୃଳ ଶ୍ରଦ୍ଧାଞଳି ପୂର୍ବକ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଶିବପ୍ରସାଦ ମୁଣ୍ଡଙ୍କ ନେତୃତ୍ୱରେ  ଆଜି ଦିନ ୯ଘଣ୍ଟା ସମୟରୁ ୧୧ ଘ ପର୍ଯ୍ୟନ୍ତ…

” ଆପ ଏକ ବିକଳ୍ପ ରାଜନୀତି ପାଇଁ ଅଭିଯାନ ଚଳାଇଛି”

ଆପ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ନୂଆପଡ଼ା(ଅମିତ କୁମାର ପୁରୋହିତ) :  ୨୦୧୯ ସିଂହାସନ ଅକ୍ତିଆର କରିବାକୁ ନେଇ   ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ରଣନୀତି ଆରମ୍ଭ କରି ଦେଇଥିବାବେଳେ ଆମ ଆଦମୀ ପାର୍ଟି ମଧ୍ୟ  ପଛରେ ପଡିନାହିଁ ।ସଦର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନଗର ସ୍ଥିତ …

ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲପାଇଁ ପ୍ରସ୍ତୁତ ବୈଠକ :ଉଦ୍ଘାଟିତ ହେଲା କାର୍ଯ୍ୟାଳୟ

ପଦ୍ମପୁର/ନିଳ ଦୀପ-ଦିନକୁ ଦିନ ସ୍ୱାଧୀନ ପ୍ରାର୍ଥୀ ଭାବେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆବିର୍ଭାବ ହୋଇଥବା ଯୁବ ନେତା ରାଜୁ ଘିବେଲାଙ୍କୁ ପ୍ରତ ଜଣ ସମର୍ଥନ ବଢ଼ିବାରେ ଲାଗିଛି |ତେଣୁ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଘିବେଲାଙ୍କ ପ୍ରାର୍ଥୀପତ୍ର ଦାଖଳ…

ଝାରସୁଗୁଡାରେ ବଢୁଛି ନିର୍ବାଚନୀ ଉଷ୍ମତା, ଟିକଟ ପାଇଁ ଆଶାୟୀ ଏକାଧିକ ନେତା 

ଝରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ତାଙ୍କ ପାଖରେ ରହିବା ପାଇଁ ବିଭିନ ପ୍ରୟାସ ବି କରୁଛନ୍ତି। ସବୁ ଦଳର ଆଶାୟୀ ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବାରେ ଲାଗି ପଡ଼ିଛନ୍ତି । କିଏ କେଉଁଠି…

୧୭ରେ ଉତ୍ତର ଓଡିଶା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ଗୁରୁମନ୍ତ୍ର ଦେବେ ରାଜନାଥ

 ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ଭଦ୍ରକର ରାଣୀତାଲ ଠାରେ ଆସନ୍ତା ୧୭ ତାରିଖ ଉତ୍ତର ଓଡି ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି । ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ…