Browsing Category

ରାଜନୀତି

ବିଡିଏରେ ଯୋଗ ଦେଉନାହାନ୍ତି ବୁନୁ, ବିଜେପି ଯିବେ ବୋଲି ଦାଣ୍ଡରେ ହାଟରେ ଚର୍ଚା 

ଭୁବନେଶ୍ୱର: ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ କୁଆଡେ ଏବେ ବିଜେଡି ଉପରେ ଖପ୍ପା | ତୃତୀୟ ମହଲା ବାବୁଙ୍କ ଉପରେ ଭାରି ଜୋରରେ ରାଗ | ଯେହେତୁ ଟିକଟ ମିଳିବାର ଚାନ୍ସ ନାହିଁ, ତେଣୁ ଦଳରେ ବି ସେ ରହିବାକୁ ଚାହୁଁନାହାନ୍ତି | ଆଉ ସେଠି ପାଇଁ ବିଡିଏରେ ଯୋଗ ଦେଇନାହାନ୍ତି ।…

ବାଙ୍ଗିରିପୋଷି ଆସନ : କିଏ କିଣିବ ଭୋଟରଙ୍କ ମନ 

 ବିଜେପି ଆଶାବାଦୀ, ଆଶଙ୍କା ଭିତରେ ସୁଦାମଙ୍କ ରାଜନୈତିକ ଭବିଷ୍ୟତ ଭାରି ପଡି଼ବ କି ମେଣ୍ଟ , ଯଦି ମିଶିଯିବେ ଜେଏମଏମ ଆଉ ହାତ ! ବାରିପଦା(ଅରବିନ୍ଦ ଦାସ ) ମୟୂରଭଞ୍ଜ ଜିଲ୍ଲାର ୨୯ ନମ୍ବର ବାଙ୍ଗିରିପୋଷି (ସଂ) ବିଧାନସଭା କ୍ଷେତ୍ର ଶାମାଖୁଣ୍ଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ…

ମୋଦିଙ୍କ ଗରିବ କଲ୍ୟାଣ ପାଇଁ ଓଡିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର ଦେବେ –…

ଆସ୍କା, ଖଲ୍ଲିକୋଟ ଓ ରଣପୁର ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ  କାଳିଆ ଯୋଜନାରେ କିଏ ଲାଭ ପାଇଲା କାହାକୁ ଜଣାନାହିଁ  ରାଜ୍ୟରେ ଚାଲିଥିବା ଅଫିସର ରାଜ ସମୟ କାଳପୂରିଆସିଲାଣୀ  ଅପାରଗ, ସ୍ଥାଣୁ, ଭ୍ରଷ୍ଟାଚାରୀ, ସମ୍ବେଦନହୀନ ରାଜ୍ୟ ସରକାର ବଦଳିବା ଦରକାର  ମୋଦିଙ୍କ…

ବିଜେପି କୁ ଟାଟା କଲେ ଜିଲ୍ଲା ସମ୍ପାଦିକା

ବରଗଡ :- ଆଜି ବରଗଡ଼ ଜିଲ୍ଲା ବିଜେପି ସମ୍ପାଦିକା ଶ୍ରୀମତି ସଂଜୁଲତା ଶତପଥୀ ନିଜ ପଦ ଓ ବିଜେପି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଯଦିଓ ସେ ଇସ୍ତଫାର କୋଣସି କାରଣ ଦର୍ଶାଇ ନାହାନ୍ତି  । ଗତ ବିଜେପୁର ଉପ…

ଖରାତାତି ଠୁ ବଳାଇ ଗଲାଣି ନିର୍ବାଚନୀ ତାତି

ମିଶନ ପଦ୍ମପୁର : କାହାକୁ ମିଳିବ ଟିକଟ, କିଏ ପିନ୍ଧିବ ମୁକୁଟ ବରଗଡ :- ବାଜି ସାରିଛି ନିର୍ବାଚନ ବିଗୁଲ। ଖରା ଯେମିତି ବଢ଼ିବାରେ ଲାଗିଛି ନିର୍ବାଚନୀ ଉଷ୍ଣତା ମଧ୍ୟ ସେମିତି ବଢ଼ିବାରେ ଲାଗିଛି । ବିଭିନ୍ନ ଦଳୀୟ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ମାନଙ୍କର ପ୍ରଚାର ଆରମ୍ଭ ହେଇଯାଇଛି । କେଉଁ…

ଆଗରୁ ଗୋପନରେ କରୁଥିଲେ, ଏବେ ଓପନରେ କରିବେ |

 ଗୋପବନ୍ଧୁ ହେଲେ ନବୀନଙ୍କ ରାଜନୈତିକ ସଚିବ  ନବୀନ ନିବାସରେ ମିଶ୍ରଣ ହେଉ ବା ସାକ୍ଷାତ, ଗତ କିଛି ଦିନ ହେବ ନବୀନ ବାବୁଙ୍କ ପାଖେ ପାଖେ ଦେଖା ଯାଉଥିବା ପରିଚିତ ଚେହେରା ତଥା ଏକଦା ତୃତୀୟ ମହଲାର ପ୍ରଭାବଶାଳୀ ଅଧିକାରୀ ଡ଼ ଗୋପବନ୍ଧୁ ଦାଶଙ୍କୁ ମିଳିଛି ଗୁରୁତ୍ୱପୂର୍ଣ ବିଧିବଦ୍ଧ ନିଯୁକ୍ତି |…

ବିଜୁ ଯୁବ-ଛାତ୍ର ଜନତା ଦଳର ‘ହକ୍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଆଗାମୀ ଦିନରେ ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଅଭିଯାନକୁ ତୀବ୍ରତର କରାଯିବ ଭୁବନେଶ୍ୱର: ସେପଟେ ବିଜେପି ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରୁଥିବା ବେଳେ ବିଜୁ ଜନତା ଦଳର ଯୁବଛାତ୍ର ସଂଗଠନ ଓଡିଶା ପ୍ରତି କେନ୍ଦ୍ରର ବିଜେପି…

ମିଶନ ୧୨୦/୨୧ ଲକ୍ଷ୍ୟରେ ବିଜେପିର ବିଜୟ ସଂକଳ୍ପ ଯାତ୍ରା

ନୂଆପଡ଼ା(ଅମିତ ପୁରୋହିତ ) ; ମିଶନ ବିଧାନ ସଭା ୧୨୦ ଏବଂ ଲୋକସଭା ୨୧ ହାସଲ କରିବାକୁ ଲକ୍ଷ୍ୟ ନେଇ ବିଜେପି  ତାର ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ସୋମବାର ଠାରୁ ଏହା ନୂଆପଡା ଜିଲ୍ଲାରୁ ଆରମ୍ଭ ହୋଇଥିବା ଅଭିଯାନ  ରାଜ୍ୟରେ ଅନ୍ୟୁନ  ୬୦୦୦ ଗ୍ରାମପଚାଂୟତରେ ଥିବା ଶକ୍ତି…

ବାବୁ ସିଂହଙ୍କ ସମର୍ଥନରେ ଇସ୍ତଫା ଦେଲେ ୨୪ଜଣ ରାଜ୍ୟ / ଜିଲା ଯୁବ/ଛାତ୍ର ପଦାଧିକାରୀ 

ଭୁବନେଶ୍ୱର : ଦଳୀୟ ନେତାଙ୍କ ଅସହଯୋଗ ଓ କଣ ଠେସା ନୀତିର ପ୍ରତିବାଦ କରି ନିକଟରେ ଇସ୍ତଫା  ଦେଇଥିବା ଯୁବ ନେତା ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି  ବାବୁ ସିଂହଙ୍କ ସମର୍ଥନରେ ଇସ୍ତଫା ଦେଲେ ୨୪ଜଣ ରାଜ୍ୟ / ଜିଲା ଯୁବ/ଛାତ୍ର ପଦାଧିକାରୀ | ଏମାନେ ରାଜ୍ୟ ସଭାପତି…

ଶିକ୍ଷକମାନଙ୍କ ପକ୍ଷରୁ ବିଶାଳ ସମାବେଶ ଜରିଆରେ ନବୀନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର:  ନବୀନ ନିବାସ ସମ୍ମୁଖ ଏୟାରପୋର୍ଟ ରୋଡ଼ରେ ସବୁ ବର୍ଗର ଶିକ୍ଷକମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ  ହୋଇଥିଲା । ଏହି ସମାବେଶରେ ସବୁ ବର୍ଗର ଶିକ୍ଷକମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ୱସିତ…