Browsing Category

ରାଜନୀତି

 ମୟୂରଭଞ୍ଜ  ଭୋଟରଙ୍କ ଦିଲ ଜିତି କିଏ ଯିବ ଦିଲ୍ଲୀ 

ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ନିଶ୍ଚିତ, ପ୍ରାର୍ଥୀତ୍ୱକୁ ନେଇ ବିଜେପି ବିଜେଡି ଚିନ୍ତିତ   ବାରିପଦା(ଦିଲ୍ଲୀପ ମହାନ୍ତି)- ୫ ନମ୍ବର ମୟୂରଭଞ୍ଜ(ସଂ) ଲୋକସଭା ନିର୍ବାଚନ ମଣ୍ଡଳୀ । ୧୭ତମ ଲୋକସଭା ନିର୍ବାଚନ ନିମନ୍ତେ ୨୦୧୯ ମେ ୨ରୁ ୯ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଏପ୍ରିଲ ୨୯ରେ ହେବ…

ବାଙ୍କୀ ରାଜନୀତି ଭାରି ଗୋଳିଆ : ମୁସ୍କିଲ ଭିତରେ ପଶିଛି ଅଡୁଆ 

ପ୍ରଭାତଙ୍କ "ଶେଷ ଲଢେଇ" ବିଜେଡି ପାଇଁ କଣ୍ଟା ବିଜେପିରେ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ, ବିଜେଡି ଭିତରେ ବି ଅସନ୍ତୋଷର ଗୋଳିଆ ପାଣିରୁ ମାଛ ମାରିବା ଯୋଜନାରେ ଦେବାଶିଷ  ବାଙ୍କୀ(ଆଶିଷ କମାର ମହାପାତ୍ର) - ବାଜି ସାରିଛି ୨୦୧୯ମହାସମରର ବିଗୁଲ୍ । ରାଜ୍ୟ ରାଜନୀତି ସରଗରମ ହୋଇଉଠିଥିବା…

 ବିଜେପି ଛାଡି ବିଜେଡିରେ ମିଶିଲେ ବିଜେପି ସଭାପତିଙ୍କ ପୁତୁରା

 ବରଗଡ :- ବିଜେପି ର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା । ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଓ ଘର ନୂଆପଡା । ଗତ କିଛି ମାସ ହେଲା ତାଙ୍କ ନିଜ ପୁତୁରା ଶ୍ରୀ ଟିଟୁ ପଣ୍ଡା ବିଜେପି ଦଳରୁ ନିଜକୁ ଦୁରେଇ ରଖିଥିଲେ । ଏପରିକି ଗତ ପଂଚାୟତ ନିର୍ବାଚନରେ ସେ ନିଜ ଦମରେ ନୂଆପଡା ଅଞ୍ଚଳରେ ବହୁ ସ୍ୱାଧୀନ…

ଭାରତୀୟ ଜନତା ପାର୍ଟିର ବରିଷ୍ଠ  ନେତା ଚନ୍ଦ୍ରଶେଖର ପଣ୍ଡା କୋରେଇ ଟିକେଟ ପାଇଁ ପ୍ରମୁଖ  ଦାବିଦାର ।

ବ୍ୟାସନଗର: (ଜୟଶଙ୍କର ଦାଶ)ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପଣ୍ଡା କୋରାଇ ରାଜନୀତିରେ ପୁରୁଣା ମୁହଁ । ଦୀର୍ଘ ପଚିଶ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସେ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି । ୧୯୭୬ ମସିହାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ନିରଳସ…

ମୋରଡ଼ା ସିଂହାସନ , କିଏ କିଣିବ ଭୋଟରଙ୍କ ମନ 

ଏଠି ଗୋଳିଆ ସ୍ଥିତିରେ ଲଢେଇ, କିଏ ନେବ କି ରାଜାଙ୍କ ଗାଦି ଛଡେଇ !!!! ବଦଳିବ ସମୀକରଣ,  ନୂଆ ମୁହଁ ସପକ୍ଷରେ ସବୁ ଦଳ  ବାରିପଦା ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ ରବିବାର ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇ ସାରିଛନ୍ତି । ଏପ୍ରିଲ ୨୯ରେ ମୟୂରଭଞ୍ଜ ଜିଲ୍ଲା ୩୪ ନମ୍ବର…

 ଦାମ ଗାଇବେ ପଦ୍ମତୋଳା, ଧରିଲେ ପଦ୍ମ 

ଭୁବନେଶ୍ୱର : ବିଜେଡିରୁ ବିତାଡିତ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଶେଷରେ ପଦ୍ମ ଧରିଛନ୍ତି | ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି | ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ…

 ବିଜେପି ଛାଡି ଶଙ୍ଖ ବଜାଇବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା 

 ତମେ ଆମର ନେଲ, ଆମେ କୋଉ କମତି !!! ଭୁବନେଶ୍ୱର / ବରଗଡ :- ( ଗୌରାଙ୍ଗ ଚରଣ ଦାସ )  ଗତ କିଛି ଦିନ ତଳେ ନୂଆପଡାରେ ବିଜେଡିକୁ ଝଟକା ଦେଇ ବିଜେପି ରେ ଯୋଗ ଦେଇଥିଲେ ନୂଆପଡା ଜିଲ୍ଲାର ପୂର୍ବତନ ବିଜୁ ଜନତା ଦଳର ସଭାପତି ଶ୍ରୀ ପ୍ରସନ୍ନ ପାଢ଼ୀ । ସେ ସମୟରେ ନିଶ୍ଚିତ ଭାବରେ ବିଜେଡିକୁ ଝଟକା…

ସିନାପାଲି ରେ ଭାରତୀୟ ଜନତା ପାର୍ଟିର ବିଜୟୀ ସଂକଳ୍ପ ଶୋଭାଯାତ୍ରା         

ସିନାପାଲି ରୁ ନିରାକାର ମେହେର -ସାଧାରଣ ନିର୍ବାଚନ ନିକଟରେ ହେଉଥିବା ବେଳେ ରାଜନୀତି ଦଳ ପକ୍ଷରୁ ତାତ୍ପର୍ଆଟା ପ୍ରକାଶ ପାଉଥିବା ଦେଖାଯାଉଛି ! ବିଜୟ ସଂକଳ୍ପ ଅଭିଯାନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ ଙ୍କ ନେତୃତ୍ୱ ରେ ସିନାପାଲି ଦୁର୍ଗା ମନ୍ଦିର ରୁ 9ଟି ଗ୍ରାପ ସିନାପାଲୀ, ହାତୀବନ୍ଧା,…

କିଏ କରିବ ସୁଶାନ୍ତଙ୍କ “ଲୋକପ୍ରିୟତା”ର ବ୍ୟୁହ ଭେଦ !!!!

     ବରଗଡ :- ବରଗଡ ଜିଲ୍ଲାରେ ମୋଟ 5 ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଆସନ୍ତା 18 ତାରିଖ ଦିନ ବରଗଡ ଲୋକସଭା ଓ ଲୋକସଭା ଅନ୍ତର୍ଗତ 7 ଟି ବିଧାନସଭା ଯଥା ପଦ୍ମପୁର , ବିଜେପୁର , ଭଟଲି , ବରଗଡ , ଅତବିରା , ଝାରସୁଗୁଡା ଓ ବ୍ରଜରାଜନଗର ରେ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ ।…

ପଦ୍ମ ଛାଡି  ଶଙ୍ଖ ଧରିଲେ ବିଜେପି ନେତା 

ହଜାରେରୁ ଅଧିକ ସମର୍ଥକଙ୍କ ସହବିଜେଡିରେ ଯୋଗଦେଲେ ବିଶୋୟୀ ବିଜେପି ନେତା ରାମ କୁମାର ସୋରେନ୍‍  ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋୟୀ ମଣ୍ଡଳ…