Browsing Category

ରାଜନୀତି

ସରକାରୀ କର୍ମଚାରୀମାନେ ଶାସକ ବିଜେଡିର ହାତବାରିସୀ ସାଜନ୍ତୁ ନାହିଁ: ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ନିଜ ଶାସନ କ୍ଷମତାର ଅପବ୍ୟବହାର କରି କେଉଁ ସ୍ଥାନରେ ନିଜ ପଦବୀ ତ ଆଉ କେଉଁଠି ସରକାରୀ କର୍ମଚାରୀଙ୍କ ଜରିଆରେ ଚଳିତ ପଦ୍ମପୁର ଉପନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି । ଏହା ଦ୍ୱାରା ଆଦର୍ଶ ଆଚରଣ…

ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ପଦଯାତ୍ରା

ସ୍ଥାନୀୟ ବିଧାୟିକା ଓ ମନ୍ତ୍ରୀ ରିତା ସାହୁ ଙ୍କର ବ୍ୟତୀତ ସାମିଲ ହେଲେ ତିନି ହଜାର ରୁ ଉର୍ଦ୍ଧ୍ବ କର୍ମୀ ଓ ସାଧାରଣ ଜନତା ବରଗଡ :- ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଇର୍ଦେଶ କ୍ରମେ ଗାନ୍ଧୀ ଜୟନ୍ତୀ ଠାରୁ ଦଳ ତରଫରୁ ବିଭିନ୍ନ ସ୍ଥାନରେ ପଦ…

“ଅର୍ଚ୍ଚନା ନାଗ ଯୌନ କେଳେଙ୍କାରୀ ସିବିଆଇ ଦ୍ୱାରା ତଦନ୍ତ କରାନ୍ତୁ ମୁଖ୍ୟମନ୍ତ୍ରୀ”

 କାହା ଚାପରେ ପୋଲିସ ‘ଅର୍ଚ୍ଚନା ନାଗ ହନିଟ୍ରାପ୍‌’ ଘଟଣାର ତଦନ୍ତକୁ ଚାପି ଦେବାର ପ୍ରୟାସ କରୁଛି ?  ଶାସକ ବିଜେଡିର ପ୍ରତ୍ୟକ୍ଷ ପୃଷ୍ଟପୋଷକତାରେ ଗତ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସୁଥିଲା ‘ଅର୍ଚ୍ଚନା ନାଗ ହନିଟ୍ରାପ୍‌’ ଓ ‘ବ୍ଲାକମେଲିଂ ରାକେଟ୍‌’  ପୋଲିସ ଜବତ୍…

ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ହେଲେ କବିତା ସେନାପତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ଜଣାଇଲେ କୃତଜ୍ଞତା ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ସୁପାରିଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ମହିଳା ଜନତା ଦଳ ନବନିଯୁକ୍ତ ସଭାପତି ଭାବେ କବିତା…

ଦଳରେ କୋଣଠେସା ହେଉଛନ୍ତି କି ସଞ୍ଜୟ !!!!

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା | ଦଳର ଟାଣୁଆ ନେତାଙ୍କୁ ସେମାନଙ୍କ ଯୋଗ୍ୟତା ଓ ଦକ୍ଷତା ଆଧାରରେ ଦିଆଯାଇଛି ଜିଲ୍ଲା ଦାୟିତ୍ୱ | ଏପରିକି ଜଣେ ଜଣେ ନେତା ବି ଦି ଦି ଟା ଜିଲ୍ଲା ଦାୟିତ୍ୱ ପାଇଛନ୍ତି | ହେଲେ ଏହି ତାଲିକାରୁ ବାଡ଼ ପଡିଛନ୍ତି ଏକଦା…

ଧର୍ମେନ୍ଦ୍ର ସାହୁ ଏବଂ ତାଙ୍କ ଘନିଷ୍ଟ ବନ୍ଧୁଙ୍କ ସହ ଫୋନ କଥାବାର୍ତାର ଅଡିଓ କ୍ଲିପ ଭାଇରାଲ

ମୃତ୍ୟୁର କାରଣ ପାଇଁ ମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ କହିଛନ୍ତି : ପ୍ରଭାତି ପରିଡା ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଯିବା ସହିତ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ଗିରଫ କରାଯାଉ ଭୁବନେଶ୍ୱର,: ବହୁଚର୍ଚ୍ଚିତ ପୁରୀ…

ଜନସମ୍ପର୍କ ପଦଯାତ୍ରା ପୂର୍ବରୁ ଦଳୀୟ ପଦାଧିକାରୀଙ୍କୁ ନବୀନଙ୍କ ଚିଠି

ଜନସମ୍ପର୍କ ସହ ଦଳର ଜନସେବା ଆଭିମୁଖ୍ୟକୁ ଅଧିକ ବ୍ୟାପକ କରିବାକୁ ପରାମର୍ଶ   ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ରୁ ମାସେ ବ୍ୟାପୀ ଚାଲିବ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଁଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ବିଜୁ ଜନତା ଦଳର…

ଜନସଂଘର ପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୫୪ତମ ଜନ୍ମଦିବସ ପାଳିତ

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ବ୍ଲକ୍ ବିକ୍ରମପୂର ମଣ୍ଡଳ ଅନ୍ତର୍ଗତ ମନ୍ତ୍ରୀଗୁଡ଼ା ଠାରେ ଜନସଂଘର ପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୫୪ ତ୍ତମ ଜନ୍ମଦିବସ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ଜ୍ୟୋତି ରଞ୍ଜନ କଂସ ଜୟନ୍ତୀ…

ଜଳସେଚନ, ଜଳ ସଂରକ୍ଷଣର ଫମ୍ଫା ପ୍ରତିଶ୍ରୁତିରେ ଚାଲିଛି ବିଜେଡି ସରକାର: ପ୍ରଦୀପ ପୁରୋହିତ

 ୨୦୦୭ ମସିହା ‘ଜଳ ନୀତି’ର ସ୍ଥିତି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର  କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ ସତ୍ୱେ ଆଜି ପର୍ଯ୍ୟନ୍ତ ଓଡିଶା ସରକାର ଜଳ ନିୟାମକ କର୍ତୃପକ୍ଷ ଗଠନ କଲେ ନାହିଁ  ଜଳ ସଂରକ୍ଷଣ ନାମରେ କୋଟି କୋଟି ଟଙ୍କାର ଚେକ୍ ଡେମ୍ ନିର୍ମାଣ ଆଳରେ କେବଳ ଦଳୀୟ…

କେଉଁଝର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତିଙ୍କ ସମ୍ବାଦିକ ସମ୍ମିଳନୀ

ହାଟଡିହି ମକର ଧ୍ୱଜ ଯେନା : କେଉଁଝର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରାଜେଶ ସେଠୀଙ୍କ ନେତୃତ୍ବରେ ବିଜେପି ଦଳର ଏକ ଟିମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହାଟଡିହି ବ୍ଲକ ଶାଳଣିଆଁ ଠାରେ ଏକ ସାମ୍ବାଦିକ ସମ୍ମୀଳନୀ ଡକାଇ ଥିଲେ।ଏହି ସମ୍ମୀଳନୀରେ ସେ ମୁଖ୍ୟତଃ ଜିଲ୍ଲାର…