Browsing Category

Recent News

ଆରମ୍ଭ ହେଲା ଦ୍ୱିତୀୟ ଭୁବନେଶ୍ୱର କବିତା ଉତ୍ସବ

  ଭୁବନେଶ୍ୱରରୁ ଚକ୍ରଧର ମାଝି : ପେନ୍ ଇନ୍ ବୁକ୍ସ, ଓଡ଼ିଶା ଷ୍ଟୋରୀ ଓ ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଭୁବନେଶ୍ୱର କବିତା ଉତ୍ସବକୁ ଓଡ଼ିଆ କବିତାର ଶିଖର ପୁରୁଷ ଜ୍ଞାନପୀଠ ବିଜେତା କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କ ଦ୍ୱାରା ଉଦ୍ଘାଟିତ…

ଆପୋଲୋ ହସ୍ପିଟାଲ ରେ ରୋଗୀସେବା ଠପ , ମନ୍ତ୍ରୀଙ୍କ ତାଗିଦ : ସୋଇଥିବା କର୍ତୃପକ୍ଷ ତତ୍ପର, ସିଇଓ ଡାକିଲେ ଜରୁରୀ ବୈଠକ

  ଭୁବନେଶ୍ୱରରୁ ଚକ୍ରଧର ମାଝୀ : ଆପୋଲୋ ହସ୍ପିଟାଲ ରେ ରୋଗୀସେବା ଠପ । ଦିୱାଲୀ ବୋନସ ଦାବିରେ କର୍ମଚାରୀଙ୍କ ଧର୍ମଘଟ । ଜିଦରେ ଆପୋଲୋ କର୍ତୃପକ୍ଷ, ରୋଗୀଙ୍କ ସମ୍ପର୍କୀୟ ଆଶଙ୍କାରେ, ରୋଗୀଙ୍କ ଜୀବନ ସଙ୍କଟରେ । ଜଣେ ଅନ୍ତେବାସୀ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଖବର ପାଇଁ…

ଓଡ଼ିଶା ରାଜ୍ୟ ସରକାର ଫିକି ସହଯୋଗୀତରେ ଭୁବନେଶ୍ୱରଠାରେ ଚଳିତ ମାସ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରଥମଥର ପାଇଁ…

ଭୁବନେଶ୍ୱର ରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଓଡିଶା ପର୍ଯ୍ୟଟନ ବିପଣି ଉଦ୍ଘାଟିତ ହେବ।୧୯ ଗୋଟି ରାଜ୍ୟରୁ ୪୬ ଜଣ ଭ୍ରମଣ ବ୍ୟବସାୟୀ ,ଭିନ୍ନବର୍ଗର ୧୭ ଜଣ ଗତିଶୀଳ ଭ୍ରମଣ ବ୍ୟବସାୟୀ,ପର୍ଯ୍ୟଟନ ସମ୍ପର୍କିତ ଯୋଜନାକାରି,ଭ୍ରମଣଲେଖକ ଓ…

ରକ୍ତସଂକ୍ରମଣ ଜନିତ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ପ୍ରୋତ୍ସାହନ : ନିରାପଦ ରକ୍ତ  ଟ୍ରାନ୍ସଫୁଜନ ଆମ ସଂକଳ୍ପ 

    ବ୍ଲଡ ଟ୍ରାନ୍ସଫୁଜନ ପାଇଁ ରକ୍ତଭଣ୍ଡାରକୁ ଆସିବା ସକାଶେ  ମାସିକ ୫୦୦ଟଙ୍କା ପରିବହନ ଖର୍ଚ    ଚଳିତବର୍ଷ ଆଉ ୭ଟି ଓ ଆସନ୍ତା ବର୍ଷ ଆଉ ୪ଟି  ବ୍ଲଡ୍ କମ୍ପାନେଂଟ ସେପାରେସନ ୟୁନିଟ୍ ଖୋଲିବ   ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ରାଜ୍ୟରେ ରକ୍ତ ଜନିତ ରୋଗର ଶିକାର ହୋଇ ଚିକତ୍ସିତ ହୋଇ…

ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ କଲା ବିଜେଡି : ରାଷ୍ଟ୍ରପତିଙ୍କୁ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦେଲା…

  ଭୁବନେଶ୍ୱରରୁ ଗୋବିନ୍ଦ ପଣ୍ଡା : ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ରାଜ୍ୟପାଳଙ୍କୁ ଉତର ପ୍ରଦେଶ ଓ ଗୁଜୁରାଟରେ ଦଳିତମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ଦାବିରେ ବିଜୁ ଜନତା ଦଳ ଦଳିତ(ଏସସି)  ସେଲ…

୪ବର୍ଷ ପରେ ପୁଣି ଏବର୍ଷ ହେବ ଗଜପତି ମହୋତ୍ସବ , ଜିଲ୍ଲାପାଳଙ୍କ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା

  ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ରଠାରେ ଗଜପତି ଉତ୍ସବ ୨୦୧୩ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି  । ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଧ୍ରୁବଚରଣ ପାଣ୍ଡେ,ମୋହନା…

କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ଆଇନ ୨୦୧୩ ସମ୍ବଧରେ କର୍ମଶାଳା ଅନୁଷ୍ଠିତ।

ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ଭୁବନେଶ୍ୱର ଠାରେ ସାର୍ବଜନୀନ ଉଦ୍ୟୋଗ ଓ ମିଳିତ ଉଦ୍ୟୋଗଗୁଡିକର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭ୍ୟ ସଭ୍ୟାଙ୍କ ପାଇଁ କର୍ମ କ୍ଷେତ୍ରରେ ମହିଲମାନଙ୍କ ଯୌନ ନିର୍ଯାତନା ଆଇନ ୨୦୧୩  ସମ୍ବନ୍ଧରେ ଏକ କର୍ମଶାଳା…

ଶାସକ ଶାସିତର ଭାଷା ନଜାଣିବା ଲଜ୍ୟାଜନକ-ବିଜେପି

ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା) ଭାରତ ବର୍ଷରେ ଏଭଳି କୌଣସି ରାଜ୍ୟ ନାହିଁ ଯେଉଁଠାରେ ଶାସକ ଶାସିତର ଭାଷା ଜାଣେନାହିଁ।ଖାଲି ଭାରତ ନୁହେଁ ସମଗ୍ର ପୃଥିବୀରେ ମଧ୍ୟ ଏଭଳି ଦୃଷ୍ଟାନ୍ତ ନାହିଁ।ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କାହିଁକି ଓଡ଼ିଆ ଜାଣିନାହାନ୍ତି ପଚାରିଲେ ,ତାଙ୍କ ଦଳ ତରଫରୁ…

ବିଜେପି ନେତାଙ୍କୁ ଦାମଙ୍କ ଆହ୍ଵାନ : ବିତର୍କ ପୂର୍ବରୁ ରାଜ୍ୟବାସୀଙ୍କ ପାଖରେ ଜବାବ ରଖୁ ବିଜେପି 

  ବିଜେପି ନେତା ମାନେ ଭାଷଣ ବାଜି ନକରି ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିତର୍କ କରିବା ପୂର୍ବରୁ ମୋର ପ୍ରଶ୍ନର ଜବାବ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବଇଁ ଜନତା ଦଳର ସର୍ବ ବରିଷ୍ଠ ନେତା ତଥା ମନ୍ତ୍ରୀ ଡା ଦାମୋଦର ରାଉତ ।  ଡା ରାଉତ…

ଅକ୍ଟୋବର ୧୪ରୁ ଦ୍ଵିତୀୟ  ଭୁବନେଶ୍ବର ପୋଏଟ୍ରି ଫେଷ୍ଟିଭାଲ

  ଭୁବନେଶ୍ୱର : ପୂର୍ବଭାରତର ପ୍ରଥମ କବିତା ଉତ୍ସବ ଭାବେ ୨୦୧୬ ମସିହାରେ ଆରମ୍ଭ ହୋଇଥିବା ଭୁବନେଶ୍ୱର  ପୋଏଟ୍ରି ଫେଷ୍ଟିଭାଲର ଦ୍ବିତୀୟ ସଂସ୍କରଣ ଚଳିତ ଅକ୍ଟୋବର ୧୪ ଓ ୧୫ ତାରିଖ ଦୁଇଦିନ ବ୍ୟାପି ମେଫେୟାର ଠାରେ ଅନୁଷ୍ଠିତ ହେବ।  ସାହିତ୍ୟ, କଳା, ସଂସ୍କୃତି, ସାମାଜିକ ତର୍କ ଓ ବୈଚାରିକ…