Sign in
Sign in
Recover your password.
A password will be e-mailed to you.
Browsing Category
Recent News
ପ୍ରଦୀପ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି
ବିଜେପୁର ଭୋଟକୁ ଆଖିରେ ରଖି ଗାଇସିଲେଟ ବ୍ଲକ ପୁରବର୍ତନ ସଭାପତିଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ
ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ନିଯୁକ୍ତି…
କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ସରକାର ରଫାଦଫା କରିବା ପ୍ରୟାସରେ ଅଛନ୍ତି : ପ୍ରସାଦ
ଜନବିରୋଧି ବିମୁଦ୍ରୀକରଣ ପଦକ୍ଷେପକୁ ବିରୋଧ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କଳାଦିବସ ପାଳନକୁ ମିଳିଛି ରାଜ୍ୟବ୍ୟାପୀ ସଫଳତା
ଭୁବନେଶ୍ୱର ତା ୮.୧୧- ବିଜେପି ସରକାରର ଜନବିରୋଧି ବିମୁଦ୍ରୀକରଣ ପଦକ୍ଷେପକୁ ବିରୋଧ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କଳାଦିବସ ପାଳନ…
ଚେର ବଢ଼ାଉଛି ସନା ସେନା
ଘଟଗାଁ ବ୍ଲକ ସନା ସେନା କର୍ମକର୍ତାଙ୍କ ଗୁରୁତ୍ୱପୂର୍ଣ ବୈଠକ | କାନାଝରି ଠାରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ଚୂଡାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଘସିପୁରା ଓ ଆନନ୍ଦପୁର ରେ ସେନାର ମଙ୍ଗ ସମ୍ଭାଳୁଥିବା ଆନନ୍ଦପୁର ପୌରପାଳିକାର ଉପାଧ୍ୟକ୍ଷ ସୁରେଶ ସାହୁ …
ଆସନ୍ତା ୨୮ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିବ । ଏହି ଅଧିବେଶନର…
ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୮ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପଯର୍ୟନ୍ତ ·ଲିବ । । ଏହି ଅଧିବେଶନରେ ୨୬ଟି କାର୍ଯ୍ୟକାରୀ ଦିବସ ରହିଛି । ଏସମ୍ପର୍କରେ ରାଜ୍ୟପାଳ ଡ. ଏସ.ସି ଜମୀର ସମନ ଜାରୀ କରିଛନ୍ତି । ଏହା ଆଧାରରେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ…
ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଚିତରଂଜନ ତ୍ରିପାଠୀଙ୍କୁ ବିପିୟୁଟିର କୁଳପତି ଭାବେ ନିଯୁକ୍ତି ଦିଆ ଯାଇଛି ।…
Governor appoints Prof. (Dr.) Chitaranjan Tripathy as Vice-Chancellor of
Biju Patnaik University of Technology.
Governor and Chancellor Dr. S.C. Jamir appoints Prof. (Dr.) Chitaranjan Tripathy as Vice-Chancellor of Biju Patnaik…
କୃଷି ସମ୍ବନ୍ଧୀୟ ସଂସଦୀୟ କମିଟିର ଅଧ୍ୟକ୍ଷଙ୍କୁ ଭେଟି ସ୍ମାରକ ପତ୍ର ଦେଲା ବିଜେପି
ଭୁବନେଶ୍ୱର : ରାଜ୍ୟରେ ଚକଡା ପୋକ ଲାଗିବା ଓ ମରୁଡି ପରିସ୍ଥିତି କାରଣରୁ ଚାଷୀ ମାନଙ୍କର ସମସ୍ୟାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ କୃଷି ସମ୍ବନ୍ଧୀୟ ସଂସଦୀୟ କମିଟିର ଅଧ୍ୟକ୍ଷ ହୁକୁମ ଦେବ ନାରାୟଣ ଯାଦବଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରରେ…
୮ ତାରିଖକୁ କଳା ଦିବସ ଭାବେ ପାଳିବ କଂଗ୍ରେସ
ଭୁୁବନେଶ୍ୱର- କେନ୍ଦ୍ରରେ ଏନ୍.ଡି.ଏ. ସରକାରର ନେତୃତ୍ୱ ନେଉଥିବା ନରେନ୍ଦ୍ର ମୋଦି ନିଜର ରାଜନୈତିକ ସ୍ୱାର୍ଥ ସାଧନ ନିମନ୍ତେ ଶିଳ୍ପପତି ଓ ଧନୀକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗତବର୍ଷ ନଭେମ୍ବର ୮ ତାରିଖରେ କରିଥିବା ବିମୁଦ୍ରୀକରଣ ନୋଟବନ୍ଦୀକୁ ଏକ ବର୍ଷ ପୂର୍ଣ୍ଣ ହେବାକୁ…
୯୯ ପ୍ରତିଶତ ଅର୍ଥ ବ୍ୟାଙ୍କକୁ ଫେରି ଆସିବାକୁ ବିରୋଧୀ ବିମୁଦ୍ରୀକରଣର ବିଫଳତା କହିବା ଭୁଲ : ଧର୍ମେନ୍ଦ୍ର ପ୍ରଧାନ
ଚାଷୀ ଆତ୍ମହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନାମ ନ ନେଇ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟ ସରକାର ଭ୍ରଷ୍ଟ, ଅପାରଗ, ଦୁର୍ନୀତିଗ୍ରସ୍ତ ହେବା ସହ ଚାଷୀ ହତ୍ୟାକାରୀ ସରକାର
ନଭେମ୍ବର ୮ରେ କଳାଧନ ବିରୋଧ ଦିବସ ପାଳିବ ବିଜେପି
ଭୁୁବନେଶ୍ୱର – ଚାଷୀତ୍ତ…