ଚେର ବଢ଼ାଉଛି ସନା ସେନା 

0

 

ଘଟଗାଁ￰ ବ୍ଲକ ସନା ସେନା କର୍ମକର୍ତାଙ୍କ ଗୁରୁତ୍ୱପୂର୍ଣ ବୈଠକ | କାନାଝରି ଠାରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ଚୂଡାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଘସିପୁରା ଓ ଆନନ୍ଦପୁର ରେ ସେନାର ମଙ୍ଗ ସମ୍ଭାଳୁଥିବା ଆନନ୍ଦପୁର ପୌରପାଳିକାର ଉପାଧ୍ୟକ୍ଷ ସୁରେଶ ସାହୁ  |

 

Leave A Reply

Your email address will not be published.