Sign in
Sign in
Recover your password.
A password will be e-mailed to you.
Browsing Category
Recent News
ବଡ ଯଦି ଫସଲ ଖାଇବ !!!! ଆଇନକାନୁନକୁ ଜିଲ୍ଲାପାଳଙ୍କ ଫୁ
ଜିଲାପାଳ ନିଜ କ୍ଷମତାର ଅପବ୍ୟବହାର ମାଧ୍ୟମରେ ଜିଲାରେ ଅସ୍ଥିରତା ସୃଷ୍ଟି କରାଇବାର ଉଦ୍ୟମ!!!!!!!
ବାରିପଦା/DILLIP MOHANTY- ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲା ମୟୂରଭଞ୍ଜର ଶାନ୍ତ ସରଳ ଅଧିବାସୀଙ୍କ ମଧ୍ୟରେ ସମସ୍ତ ଆଇନ କାନୁନୁକୁ ଫୁ... ମାରି ଜିଲାପାଳ ଜିଲାରେ ଶାନ୍ତି ଭଙ୍ଗ କରାଇ…
ଯାଜପୁରରେ ଭାରତ ରତ୍ନ ଡଃ ଆମ୍ୱେଦକରଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
ଯାଜପୁର:ସମ୍ୱିଧାନ ପ୍ରଣେତା ଭାରତ ରତ୍ନ ଡଃ ଭୀମରାଓ ଆମ୍ୱେଦକରଙ୍କର ଦେଶ ପାଇଁ ଅବଦାନ ଚୀର ସ୍ମରଣୀୟ । ଆଜି ସାମାଜିକ କ୍ଷେତ୍ରରେ ଯେଊଁ ବିରାଟ ପରିବର୍ତ୍ତନ ଘଟିଚ୍ଥି ତାହାର ଶ୍ରେୟ ଡଃ ଆମ୍ୱେଦକରଙ୍କର ବୋଲି ଅତିରିକ୍ତ ଜିଲ୍ଳ୍ାପାଳ ବ୍ରଜବନ୍ଧୁ ଭୋଳ ମତବ୍ୟକ୍ତ କରିଚ୍ଥନ୍ତି । ବୁଧବାର …
ଡିସେମ୍ୱର ୨୩ ରୁ ଯାଜପୁର ପୁସ୍ତକ ମେଳା
ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ : ନବମ ଥର ପାଇଁ ରାଜ୍ୟ ସ୍ତରୀୟ ଯାଜପୁର ପୁସ୍ତକ ମେଳା ଆୟୋଜନ ହେବାକୁ ଯାଉଚ୍ଥି । ଡିସେମ୍ୱର ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ସ୍କୁଲ ପଡିଆରେ ଏହା ହେବ । ତେଣୁ ବିଗତ ବର୍ଷ ମାନଙ୍କ ଭଳି ବିଭିନ୍ନ ବିଭାଗ ଏଥିରେ…
ବିଜେପିର ପିତାମ୍ବରଙ୍କ ପାଇଁ ବିଜେଡିର ଅସୀମ ବାଣ
ଆଗରୁ ବିଜେପିରେ ଯେଉଁ ମୁଖପାତ୍ର ଯେତେ ଭାସିଲେ ସେତେଟା ପ୍ରଭାବୀ ହେଉନଥିଲା । କେବଳ କେନ୍ଦ୍ରରେ ସରକାର, ବିଜ୍ଞାପନ ଲୋଭ ସର୍ବୋପରି ÷÷ଅନ୍ୟାନ୍ୟ କାରଣକୁ ଦୃଷ୍ଟିରେ ରଖି ବିଜେପିର ମୁଖପାତ୍ରମାନଙ୍କ ବୟାନବାଜୀ, ସାମ୍ବାଦିକ ସମ୍ମିଳନୀ ଓ ବିବୃତିକୁ ଗଣମାଧ୍ୟମ ଶଶୁର ଘରେ ଜ୍ୱାଇଁ…
ମିଶନ ପଞ୍ଚମ ଇଂନିଙ୍ଗସ : ଜଗାର ଆଶୀଷ ନେଇ ରଣଭେରୀ ବଜାଇବେ ନବୀନ
ପ୍ରତିଷ୍ଠା ଦିବସରେ ପୁରୀରେ ହେବ ସମାବେଶ !
ଭୁବନେଶ୍ୱର/ମାନସୀ ମିଶ୍ର : ଏ ବିଜେପିକୁ ଭରସା ନାହିଁ, ଯେମିତି ପ୍ରତିହିଂସା ପରାୟଣ ହୋଇ ବିଜେପି ସଭାପତି ଅମିତ ସାହ ଓ କେନ୍ଦ୍ର ବିଜେପି ସରକାର, ଯେଉଁ ଭଳି ଭାବେ ଅନ୍ୟ ଦଳର ନେତା ମାନଙ୍କୁ ଚଢା ମୂଲ୍ୟରେ ଇମ୍ପୋର୍ଟ କରୁଛନ୍ତି, ତେଣୁ…
ଭା.ଜ.ପା ବ୍ୟାସଦେବ ମଣ୍ଡଳ ମିଡିଆ ସେଲର ବୈଠକ
ବ୍ୟାସନଗର/Jayshankar Dash : ଭାରତୀୟ ଜନତା ପାର୍ଟି ବ୍ୟାସଦେବ ମଣ୍ଡଳ ମିଡିଆ ସେଲ ଓ ଯାଜପୁର ଜିଲ୍ଲା ମିଡିଆ ସେଲର ଏକ ପରିବର୍ଦ୍ଧିତ ବୈଠକ ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ସଂଧ୍ୟ୍ୟାରେ ଜିଲ୍ଲା ମିଡିଆ ସେଲ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି ।…
ଗାଁର ସହଯୋଗ ଓ ଶ୍ରମଦାନ ବଳରେ ଶିକ୍ଷାନୁଷ୍ଠାନ ଗଢିବା ଏକ ପ୍ରଶଂସନୀୟ ଉଦ୍ୟମ
ହର୍ଡାଟାଲ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ
ବଲାଙ୍ଗିର/ Niroj kumar Mishra : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ଧୋବା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀମାନେ ସ୍ଥାନୀୟ ମାଁ ରାମଚଣ୍ଡି ଙ୍କ ମନ୍ଦିରରୁ ଏକ ବିଶାଳ…
ତୁ ଗୁହାରି କରିବୁ ଯାହାକୁ, ମୁ ଘଇତା କରିଛି ତାହାକୁ
ବିନା ଶିଳ୍ପରେ ଚାଲିଛି ଖଣି: ତଥାପି ସିରାଜୁଦ୍ଦିନ ଖଣି ନବୀକରଣ କରିବାକୁ ଖଣି ବିଭାଗ ତତ୍ପର
ବେଳ ଥାଉ ଚେତନ୍ତୁ ସରକାର, ନହେଲେ ଜବାବ ଦେବେ କ୍ଷତିଗ୍ରସ୍ତ ବେକାର
କେନ୍ଦୁଝର -ଲୋକ ମାରନ୍ତୁ,କେନ୍ଦୁଝର ପରିବେଶ ନଷ୍ଟ ହେଉ, ସରକାରଙ୍କ ନିୟମର ଧର୍ଷଣ ହେଉ ....ହେଲେ ଆମ ପାକିଟ ଗରମ…
କିସର ସୁମିତ୍ରା , ସୋନି , ଲିଜା, ନୈକ ଏବଂ ପାର୍ବତୀ ୟୁଥ ଅଲିମ୍ପିକ ଗେମ୍ସ ଏସିଆ କ୍ୱାଲିଫାଇରସ ପାଇଁ ଭାରତୀୟ…
Five girls of KISS selected in Indian Rugby Team
Five girls of KISS Sumitra Nayak, Soni Mandangi, Lija Sardar, Jemamani Naik and Parbati Kisku have been selected in India National Team to Participate in the “Youth Olympic Games Asia…
ଶିକ୍ଷା ହେଉଛି ସାର୍ବଭୌମିକ ମାନବାଧିକାର: ଜଷ୍ଟିସ୍ ଭଣ୍ଡାରୀ
କିଟ୍ ଓ କିସ୍ରେ ସମ୍ବିଧାନ ଦିବସ ପାଳିତ
ଭୁବନେଶ୍ୱର: ଶିକ୍ଷା ହେଉଛି ସାର୍ବଭୌମିକ ମାନବାଧିକାର ବୋଲି ଇଣ୍ଟରନ୍ୟାସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ର ବିଚାରପତି ଡ. ଜଷ୍ଟିସ୍ ଦଲବୀର ଭଣ୍ଡାରୀ ପ୍ରକାଶ କରିଛନ୍ତି । ସମ୍ବିଧାନ ଦିବସ ପାଳନ ଅବସରରେ କିସ୍ ପରିସରରେ ଆୟୋଜିତ ଉତ୍ସବରେ ଡ.…