Browsing Category

Recent News

ୱାର୍ଡ ସଂରକ୍ଷଣକୁ ନେଇ ତେଜୁଛି ଅସନ୍ତୋଷ, ଅଦାଲତକୁ ଯିବେ କାଉନସିଲର

   ପୌରପରିଷଦ ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତି ବାରିପଦାରୁ ଦିଲ୍ଲୀପ ମହାନ୍ତି - ୨୦୧୯ରେ ହେବାକୁ ଯାଉଥିବା ବାରିପଦା ପୌରପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ପୌରପରିଷଦର ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପୌରପରିଷଦର ୱାଡର଼୍ ସଂଖ୍ୟା ୪ ବୃଦ୍ଧି…

 ଆସନ୍ନ  ପରାଜୟରେ ଭୟଭିତ ହୋଇ ପ୍ରଶାସନକୁ ଲଗାଇ ଜିତିବା ପାଇଁ ଚାହୁଁଛି ବିଜେଡି : ପିତାମ୍ବର 

  ଭୁବନେଶ୍ୱର/ବିଜେପୁର, ତା.୨୦/୦୨:  ବିଜେପୁର ଉପ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ନିଜର ପରାଜୟ ଆସନ୍ନ ଜାଣି ଭୟଭୀତ ହୋଇ ଆଉ କୌଣସି ରାସ୍ତା ନପାଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରିବା ସହ ଗଣତନ୍ତ୍ରର ନ୍ୟୁନତମ  ଶାଳିନତାକୁ ଭୁଲିଯାଇଛି ବୋଲି ଆଜି ବିଜେପୁର ବିଜେପି…

ଆନନ୍ଦପୁରରେ ଫେଲ ମାରିଛି ଯକ୍ଷ୍ମା ନିରାକରଣ ମିଶନ

ମାଗଣା ଚିକିତ୍ସା ଗଲା ଚୁଲୀକୁ, ଆଦିବାସୀ ରୋଗୀ ଚିକିତ୍ସା ପାଇଁ ଗଣିଲେ ୬ଶହ ଟଙ୍କା  ଆନନ୍ଦପୁର (ଜିତେନ୍ଦ୍ର ସାହୁ): ଯକ୍ଷ୍ମା ବା ଟିବି ଭଳି ଏକ ସମ୍ବେଦନଶୀଳ ରୋଗର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ଯୋଜନା । ଏପରିକି ଘରକୁ ଯାଇ ରୋଗର ମାଗଣା ଚିକିତ୍ସା ସେବା…

ଉତ୍ତର ଭୂବନେଶ୍ୱରରେ ୪ଟି ପ୍ରକଳ୍ପର ଶିଳାନ୍ୟାସ

  ଭୁବନେଶ୍ୱର: - ଉତ୍ତର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୪ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି । ନାଲକୋ ଛକ ଠାରୁ ରେଳ ବିହାର ରାସ୍ତା ୩ କୋଟି ୫୭ ଲକ୍ଷ, ଓମ୍ଫେଡ୍ ଛକଠାରୁ ଲୁମ୍ବିନୀବିହାର ରାସ୍ତା ଓ ପୋଲ ୨ କୋଟି ୪୮ ଲକ୍ଷ, ନିଳାଦ୍ରି ବିହାର ଠାରୁ ଶୈଳଶ୍ରୀ ବିହାର ଦମକଳ କେନ୍ଦ୍ର…

ମୁଖ୍ୟମନ୍ତ୍ରୀ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ସତ୍ୟକୁ ଲୁଚାଇବା ଅପଚେଷ୍ଟାରୁ ବିରତ ରୁହନ୍ତୁ: କୃଷ୍ଣଚନ୍ଦ୍ର 

  ଭୁବନେଶ୍ୱର -  ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇନ୍କୁ ତା ବାଟରେ ଯିବାକୁ କହି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ତଦନ୍ତକୁ ବାଟବଣା କରିବାକୁ ହୀନ ପ୍ରୟାସ କରୁଛନ୍ତି ବୋଲି କୋରାପୁଟ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର  ଅଧ୍ୟକ୍ଷ କୃୃଷ୍ଣଚନ୍ଦ୍ର ଶଗରିଆ ଏକ ସାମ୍ବାଦିକ…

ପ୍ରଶାସକଙ୍କ ଅହଂକାର | 

  ଶନିବାର ରାତିରେ ମହାରାଜା ପ୍ରବୀଣଙ୍କ ବାସଭବନରେ ଅତିଥି ହୋଇଥିଲେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି  । ସେଠାରେ ଉପସ୍ଥିତ ରହିଥିବା ମୟୁରଭଞ୍ଜ ଜିଲ୍ଲାପାଳଙ୍କ ସମେତ କେତେକ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଅଣଦେଖା କଲାଭଳି ଲାଗିଲା | ଶନିବାର…

କେନ୍ଦୁଝର ଜିଲ୍ଲା ର ଦାବିକୁ ମାନିଲାନି ରେଳ ମନ୍ତ୍ରାଳୟ

  ରେଳ ବଜେଟ୍‍ ନେଇ କେନ୍ଦୁଝର ବିକାଶ ପରିଷଦ ଅସନ୍ତୁଷ୍ଟ ଭୁବନେଶ୍ୱର : ଚଳିତ ରେଳ ବଜେଟ୍‍ରେ କେନ୍ଦୁଝରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଥିବା ନୂତନ ପ୍ରସ୍ତାବ ମଧ୍ୟରୁ ଗୋଟିକୁ ହେଲେ ରେଳ ମନ୍ତ୍ରାଳୟ ଗ୍ରହଣ କରିଥିବାରୁ ଭୁବନେଶ୍ୱର ଠାରେ ଥିବା କେନ୍ଦୁଝର ବିକାଶ…

   ମନ୍ତ୍ରୀ ସୁଶାନ୍ତ ସିଂଙ୍କ କଥାରେ ବିଜେଡିକୁ ସୁହାଇଲା ଭଳି କାମ କରୁଛି ପୋଲିସ 

 ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଦାବି ଜଣାଇଲା ବିଜେପି ବିଜେପୁରର ତେଲ ମହୁଲ ଛକ ଠାରେ ପୋଲିସ ଦ୍ୱାରା ନିରପକ୍ଷ ଯାଂଚ ଦାବୀ ବିଜେପୁରରେ ୨୪ ଘଂଟିଆ ପୋଲିସ ମୁତୟନ ସହ ପ୍ରତି ଗାଡିକୁ ନିୟମିତ ଭାବେ ଯାଂଚ କରାଯାଉ  ତେଲ ମହୁଲ ଛକରେ…

ଓଡିଆ କାବ୍ୟ ସାହିତ୍ୟକୁ କବି ସନ୍ତୋଷ ଚୌଧୁରୀଙ୍କ ଅବଦାନ ଅତୁଳନୀୟ

  କବି ସନ୍ତୋଷଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ବାରିପଦା/ଦିଲ୍ଲୀପ ମହାନ୍ତି - ଓଡିଆ କାବ୍ୟ ଜଗତକୁ କବି ସନ୍ତୋଷ ଚୌଧୁରୀଙ୍କ ଅବଦାନ ଅତୁଳନୀୟ । ସେ ଥିଲେ ଏକ ଅମ୍ଳାନ ପ୍ରତିଭା । ସେ ପ୍ରତିଭାର କେବେ ଅନ୍ତ ନାହିଁ । ଜଣେ ନିରଳସ ସାହିତ୍ୟ ସାଧକ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି…

ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ନେତୃତ୍ୱ ତାଲିମ ଶିବିର

  ବଲାଙ୍ଗିରରୁ ନିରୋଜ ମିଶ୍ର  : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ  ଠାରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ନେତୃତ୍ୱ ସମ୍ବନ୍ଧୀୟ ୧୦ଦିନିଆ ତାଲିମ  ଶିବିର ତା.୨୯.୦୧.୨୦୧୮ ରୁ  ୦୭.୦୨.୨୦୧୮ରିଖ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…