Sign in
Sign in
Recover your password.
A password will be e-mailed to you.
Browsing Category
Recent News
ଚାଷକୁ ଗୁରୁତ୍ୱ ଚାଷୀକୁ ସମ୍ମାନ
କୃଷି ବିଭାଗରେ ୬ ହଜାରରୁ ଅଧିକ ପଦବୀ ଖାଲି
ଭୁବନେଶ୍ୱର: କୃଷି ବିଭାଗରେ ପ୍ରାୟ ୬ ହଜାର ପଦପଦବୀ ଖାଲି ପଡ଼ିଛି । ଏଥିଯୋଗୁ ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି କ୍ଷେତ୍ର ଦପ୍ତର ଏମିତିକି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସମସ୍ୟା ଲାଗି ରହୁଛି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ…
ଜହର ସୂଅ କବଳରେ ଜୀବନ
ବ୍ରାହ୍ମଣୀ ଏବଂ ଏହାର ଉପନଦୀ ଓ ଶାଖାନଦୀର ଜଳ ବହୁ ମାତ୍ରାରେ ପ୍ରଦୂଷିତ
ଭୁବନେଶ୍ୱର : ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ତାହାର ଉପନଦୀ ଓ ଶାଖାନଦୀଗୁଡ଼ିକର ଜଳ ବହୁ ମାତ୍ରାରେ ପ୍ରଦୂଷିତ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା କରାଯାଉଥିବା ପରୀକ୍ଷଣରୁ…
ମାସାର ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ଏକ ଅଣରାଜନୈତିକ ଆଦିବାସୀ ଛାତ୍ର ସଙ୍ଗଠନ ମାସା ପକ୍ଷରୁ ଦିଆଯାଇଥିବା ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ ୧୨ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରାର ମିଶ୍ରିତ ପ୍ରଭାବ ଜନସାଧାରଣଙ୍କ ଉପରେ ପ୍ରତିଫଳିତ ହୋଇଥିବାର ପରିଲକ୍ଷିତ ହୋଇଛି । ବାରିପଦା…
ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଉଦଳା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଦୁର୍ନୀତି ନିରୋଧ ଆଇନ ଧାରା ୧୩(୨)…
ଜାବଡେ଼କରଙ୍କ ଇସ୍ତଫା ଦାବି କଲା ଛାତ୍ର ବିଜେଡି
ପ୍ରଶ୍ନପତ୍ର ଲିକ୍: ସିବିଏସ୍ଇ ଅଫିସ୍ ଆଗରେ ବିକ୍ଷୋଭ
ଭୁବନେଶ୍ୱର(ଚକ୍ରଧର ମାଝି): ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁ ଆଉଥରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ପୂର୍ବାହ୍ଣ ୧୧ଟା ସମୟରେ ବିଜୁ…
ଚେୟାର ଅଛି, ହେଲେ ଗୋଡ ଭାଙ୍ଗିଯାଇଛି
ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଚେୟାର ସବୁ ଅଚଳ : କେଉଁଠି ପ୍ରଫେସର ନାହାନ୍ତି
ଭୁବନେଶ୍ୱର, ୨୯ା୦୩: ଓଡ଼ିଆ ଭାଷାର ବିକାଶ ତଥା ପ୍ର·ର ପ୍ରସାର ପାଇଁ ରାଜ୍ୟ ସରକାର ନୂଆଦିଲ୍ଲୀର ଜବାହରଲାଲ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଅର୍ଥ ଖର୍ଚ୍ଚ କରି ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା କରିଥିବା ବେଳେ…
ଟଙ୍କା ଅଛି…ଖର୍ଚ ପାଇଁ କୁନ୍ଥୁକୁନ୍ଥୁ
ଖଣିଜ ପାଣ୍ଠିଗୁଡ଼ିକୁ ମିଳିଛି ୪୦୭୫ କୋଟି, ଖର୍ଚ୍ଚ ମାତ୍ର ୩୮୯ କୋଟି
ଭୁବନେଶ୍ୱର, ୨୯ା୦୩: ବିଭିନ୍ନ ଜିଲ୍ଲାର ଖଣିଜ ପାଣ୍ଠିକୁ ତିନିବର୍ଷ ମଧ୍ୟରେ ୪ହଜାର ୭୫ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ମିଳିଥିବା ବେଳେ ଏଥିରୁ ଖର୍ଚ୍ଚ ହୋଇଛି ମାତ୍ର ୩୮୯ କୋଟି ଟଙ୍କା । ଅର୍ଥାତ୍ ତିନିବର୍ଷରେ…
ବଲାଙ୍ଗୀର ରାଜନୀତି : ୨୦୧୯ରେ ରାଜ ପରିବାରକୁ ଟକ୍କର ଦେବେ ମିଶ୍ର
ବଲାଙ୍ଗୀରରୁ ନିରୋଜ ମିଶ୍ର : ବଲାଙ୍ଗୀର ଦେଖିବାକୁ ମିଳିବ ରାଜ ପରିବାର ବନାମ ମିଶ୍ର ପରିବାର ଲଢେ଼ଇ । ୧୯୯୮ରୁ ଆଜିଯାଏଁ ବଲାଙ୍ଗୀର ରାଜ ପରିବାର ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀକୁ କରାୟତ କରି ରଖି ଆସିଛନ୍ତି । ଅପରପକ୍ଷରେ ୧୯୯୦ରୁ ୨୦୧୪ ଯାଏଁ ଅନଙ୍ଗ ଉଦୟ ସିଂହଦେଓ ବଲାଙ୍ଗୀର…
କଳାହାଣ୍ଡି ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ବେଦାନ୍ତ ସହ ବୁଝାମଣା ପତ୍ର ପୁଣି ଓଡ଼ିଶାବାସୀଙ୍କୁ ଠକିବା ପାଇଁ…
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ନୂତନ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ସ୍ୱାକ୍ଷରିତ ହେବାକୁ ଥିବା ବୁଝାମଣା ପତ୍ର ରାଜ୍ୟସରକାରଙ୍କ ଲୋକଙ୍କୁ ଭ୍ରମିତ କରିବା ପାଇଁ ଆଉ ଏକ ପଦକ୍ଷେପ ବୋଲି ଅଭିଯୋଗ କରିଛନ୍ତି…
ଯୁବ ବିଜେଡିର ମୟୂରଭଞ୍ଜ ଜିଲ୍ଲା କମିଟି ପୁନର୍ଗଠିତ, ୮ ଉପସଭାପତି ୭ ସାଧାରଣ ସମ୍ପାଦକ ସାମିଲ
ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ମୟୂରଭଞ୍ଜ ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଜିଲ୍ଲା କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର ଦାସବର୍ମା ସୂଚନା…