Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପିରେ ଯୋଗଦେଲେ ସମାସିଂହା ପଞ୍ଚାୟତର ବହୁ ଯୁବକ
ଝାରସୁଗୁଡ଼ା : ଝାରସୁଗୁଡ଼ା ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଉପସ୍ଥିତି ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏଥିରେ କୋଲାବିରା ବ୍ଲକ ସମାସିଂହା ପଞ୍ଚାୟତର ବିଭିନ୍ନ ଦଳର ବହୁ ଯୁବକ ବିଜେପି ର ଉନ୍ନତିମୂଳକ…
ଝାରସୁଗୁଡ଼ା ହୃଦରୋଗ ହସ୍ପିଟାଲ ପଛରେ ନବ ଦାସଙ୍କ ଦୀର୍ଘ ସଂଘର୍ଷ: ଶ୍ରେୟ ନେବା ରାଜନୀତିକୁ ବିଜେଡିର କଟାକ୍ଷ
ଝାରସୁଗୁଡ଼ା: ଝାରସୁଗୁଡ଼ାବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ସାକାର କରି ସ୍ଥାନୀୟ ହୃଦରୋଗ ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଥିବା ବେଳେ, ହସ୍ପିଟାଲ ସ୍ଥାପନାର ଶ୍ରେୟ ନେଇ ଚାଲିଥିବା ରାଜନୈତିକ…
ଜନ ଅଭିଯୋଗ ଶୁଣାଣୀ ରେ ଯୋଗ ଦେଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ଠାରେ ଆଜି ଜନ ଅଭିଯୋଗ ଶୁଣାଣୀ ରେ ସାମିଲ ହେଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ପ୍ରାୟ ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଶୁଣିଲେ ବିଧାୟକ। ମୁଖ୍ୟତଃ ୩ ମାସ ହେଲା ଭତ୍ତା ନ ପାଇ ବହୁତ କଷ୍ଟ…
ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ…
ମହାତ୍ମାଗାନ୍ଧୀ ଚକ୍ଷୁଚିକିତ୍ସାଳୟ ପକ୍ଷରୁ ଡ୍ରାଇଭରମାନଙ୍କୁ ମାଗଣାରେ ଚଷମା ବଣ୍ଟନ।
-ବସ୍ତା ୧୨/୬ :ଶୁକୃବାର ଅମର୍ଦାରୋଡ ଷ୍ଟେସନ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁଚକିତ୍ସାଳୟ ପକ୍ଷରୁ ମାଗଣା ଚଷମା ବଣ୍ଟନ କରାଯାଇଛି।ସୂଚନା ଥାଉକି ଯେ,ଶୁକୃବାର ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳାୟ ନିର୍ଦ୍ଦେଶକ ଡ: ଆଦିତ୍ୟ କୁମାର…
ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ରଥର ଶୁଭ ଉଦ୍ଘାଟିତ
ବାଲେଶ୍ବର ତା ୧୨/୦୬: ବାଲେଶ୍ୱର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ଏହି ସମ୍ବନ୍ଧିତ ଆଇନଗତ ବ୍ୟବସ୍ଥା ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର…
ଆଞ୍ଚଳିକ ବିକାଶ ମଞ୍ଚ ର ପାଞ୍ଚ ଦଫା ସମ୍ବଳିତ ଦାବି ପ୍ରଦାନ :- ଆଞ୍ଚଳିକ ଯୁବକମାନଙ୍କୁ ନିଯୁକ୍ତି କ୍ଷେତ୍ର ରେ…
ଖୋର୍ଦ୍ଧାରୁ ( ଶେକ ଜାଫର ):- ବୋଲଗଡ଼ ତହସିଲ ଅନ୍ତର୍ଗତ ଗେଡିଆପଲ୍ଲୀ ରାଜସ୍ଵ ନୀରିକ୍ଷକଙ୍କ କାର୍ଯୟାଳୟ ପରିସରରେ ମେସର୍ସ ଶ୍ରୀ ବଜରଙ୍ଗ ପାୱାର ଏବଂ ମେଟାଲିକ୍ ଲିମିଟେଡ଼ ପକ୍ଷରୁ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଂଚଳ ରେ ପ୍ରଚାର ପ୍ରସାର ନକରି ହାତଗଣତି ଦୁଇଟି ସମ୍ବାଦ…
ବାସୁଦେବପୁର ପୋଲିସ ପକ୍ଷ ରୁ ରକ୍ତ ଦାନ ଶିବିର ଓ ବୃକ୍ଷରୋପଣ,
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ବାସୁଦେବପୁର ପୋଲିସ ପକ୍ଷ ରୁ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଆୟୋଜନ ହୋଇ ଯାଇଛି।ଏସ ପି ମନୋଜ ରାଉତ, ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ। ଉପସ୍ଥିତ ଥିଲେ ତହସିଲଦାର ପ୍ରିୟବ୍ରତ ଦାସ, ଏସ ଡି ପି ଓ ବିଚିତ୍ର ନନ୍ଦ…
ଝରିଗୁମ୍ମା ଗ୍ରାମ ପଞ୍ଚାୟତ ରେ ମହିଳାମାନଙ୍କ ଦ୍ଵାରା ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନବରଙ୍ଗପୁର ୧୨/୦୬ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗପଦର ଚାମୁରିଆ ମନ୍ଦୀର ଠାରେ ପଞ୍ଚାୟତର ବାର ଶହ ରୁ ଉର୍ଦ୍ଧ ମହିଳା ମାନେ ଉପସ୍ଥିତ ରହି ନିଶା ନିବାରଣ କରିବା ନିମନ୍ତେ ନିଷ୍ପତି ନେଇଛନ୍ତି।ବୈଠକ ରେ ଝରିଗୁମା ଗ୍ରାମ ପଞ୍ଚାୟତର ଉଦୟମାନ ଯୁବ ସରପଞ୍ଚ…
ସ୍ଥାୟୀ କୃଷି ମଡେଲ ଅନୁଧ୍ୟାନ ପାଇଁ ମହାରାଷ୍ଟ୍ର ପ୍ରତିନିଧି ଦଳର ଝାରସୁଗୁଡା ଗସ୍ତ
ଝାରସୁଗୁଡା, : ସ୍ଥାୟୀ କୃଷି ଓ ଜୀବିକା ବିକାଶ କ୍ଷେତ୍ରରେ କାର୍ଯ୍ୟରତ ମହାରାଷ୍ଟ୍ରର ବିଆରଏଲଏଫ (BRLF) ସହଯୋଗୀ ସଂସ୍ଥାର ସଦସ୍ୟମାନେ ଏବଂ ବିଆରଏଲଏଫର ପ୍ରୋଗ୍ରାମ ଅଫିସର ଦେବ ପାଇକରାୟ ଏପିସି ପ୍ରକଳ୍ପ ମଡେଲର ଅନୁଧ୍ୟାନ ପାଇଁ ଝାରସୁଗୁଡା ଜିଲ୍ଲାର ସେୱା ଅନୁଷ୍ଠାନକୁ ଦୁଇ ଦିନିଆ…