Browsing Category

ରାଜ୍ୟ

୩୬ ମେଗାୱାଟ୍ ରୁଫଟପ୍ ସୋଲାର ସ୍ଥାପନା ସହ ଉତ୍ତର ଓଡ଼ିଶାରେ ସୌର ଶକ୍ତି ପ୍ରସାରକୁ ଆହୁରି ସୁଦୃଢ କଲା ଟିପିଏନଓଡିଏଲ୍

-ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାରେ ୧୮ ହଜାର ରୁ ଅଧିକ ପରିବାର ସାମିଲ; ୨୦୨୬–୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବହୁ ଉପଭୋକ୍ତା ପାଇଲେ ଜିରୋ ୟୁନିଟ୍ ବିଜୁଳି ବିଲ୍ ବାଲେଶ୍ୱର, ଓଡ଼ିଶା; ୦୧ ଅଗଷ୍ଟ ୨୦୨୬ - ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି

ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

ପିଜି ଛାତ୍ରଛାତ୍ରୀ ପାଇବେ ମାସିକ ₹୧୦,୦୦୦ ଓ ପିଏଚ୍.ଡି ଗବେଷକ ପାଇବେ ମାସିକ ₹୧୫,୦୦୦ ଆମ ଯୁବ ଗବେଷକଙ୍କ ପାଇଁ ଖର୍ଚ୍ଚ କରିବା ମାନେ ଓଡ଼ିଶାର ଚାଷୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା- ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଭୁବନେଶ୍ୱର, ୦୩ ଅଗଷ୍ଟ, ୨୦୨୬: ରାଜ୍ୟରେ କୃଷି

ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ

କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି ଭୁବନେଶ୍ୱର:- ଜାତୀୟ ସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପୋଲିସର କ୍ରୀଡାବିତମାନଙ୍କ ଚମକ ପୁଣିଥରେ ଦେଖିବାକୁ ମିଳିଛି । ସର୍ବ ଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ 12 ଜଣ କ୍ରୀଡାବିତ ଉଲ୍ଲେଖନୀୟ ସଫଳତା ହାସଲ

କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଉଦ୍‌ଯାପିତ,

ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଜୁଲାଇ ୨୭ ତାରିଖରୁ ଚାଲିଥିବା ମହିଳା ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଉଦ୍‌ଯାପିତ ହୋଇଯାଇଛି।ମହିଳା ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ

ଦୁତୀକେଶ୍ବର ପୀଠରେ କାଉଡ଼ିଆଙ୍କ ଭିଡ଼

ସନ୍ଧ୍ୟା ସୁଦ୍ଧା ୨ ହଜାର ଟପିଲା କାଉଡ଼ିଆଙ୍କ ସଂଖ୍ୟା ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶ୍ରାବଣର ପ୍ରଥମ ସୋମବାର ଶୂଳପାଣି ବାବା ଦୁତୀକେଶ୍ବରଙ୍କ ନିକଟରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ରବିବାର ସନ୍ଧ୍ୟା ସୁଦ୍ଧା

ତୃତୀୟ ବାର୍ଷିକ ବ୍ଳକ ସ୍ତରୀୟ ଶ୍ରୀ ଅରବିନ୍ଦ ପାଠଚକ୍ର

ଓଡ଼ଗାଁ, ୨ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ପରିସରସ୍ଥ ରଘୁନାଥ ଆଥଲେଟିକ ଆସୋସିଏସନ୍ ଠାରେ ରବିବାର ଶ୍ରୀ ଅରବିନ୍ଦଙ୍କ ତୃତୀୟ ବାର୍ଷିକ ବ୍ଲକସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜକିଶୋର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପାଠଚକ୍ରରେ

ଚନ୍ଦନ ଗଛ କାଟିଲେ ଦୁର୍ବୃତ୍ତ,ନେଇପାରିଲେନି

ସେବା କେନ୍ଦ୍ର ପରିସରରୁ କଟା ଗଛ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଶ୍ରୀ ସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୂହିକ ସେବା କେନ୍ଦ୍ର ପରିସରରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ କାଟିବା ଘଟଣା

ଶାସ୍ତ୍ରୀ ସ୍ମୃତି ପାଠାଗାର ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

କେନ୍ଦୁଝର: ୦୨/୦୮/୨୦୨୬- ଆଗାମୀ ସ୍ଵାଧୀନତା ଦିବସ ଅବସରରେ ଆଞ୍ଚଳିକ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଆଗାମୀ ଦିନର ବଡ ବଡ ପରୀକ୍ଷାର ଢାଞ୍ଚା ସହିତ ସେମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ

ଦକ୍ଷିଣ ପୁର କ୍ଲଷ୍ଟରସ୍ଥ ଦ୍ୱିତୀୟ ମାସିକ କ୍ଲଷ୍ଟର – ବୈଠକ -2026

ବ୍ରହ୍ମପୁର : ଦକ୍ଷିଣପୁର କ୍ଲଷ୍ଟରସ୍ଥ ଆମ୍ବଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ୱିତୀୟ ଏମସିଏମ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଆମ୍ବ ଗଡ଼ ସମବାୟ ସମିତି ସଭାପତି ଥତା ଏହି ଅଞ୍ଚଳର ଯୁବ ଶିକ୍ଷାବିତ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଓ ବିଦ୍ୟାଳୟର ନୂତନ ଏସଏମସି ସଭାପତି ଓ ପୂର୍ବତନ

ଜୁହାର ପରିବାରର ଉପଦେଷ୍ଟା ଚିତ୍ତରଞ୍ଜନ ପଣ୍ଡାଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର : - ଜୁହାର ପରିବାର ବିଶାଖାପଟ୍ଟନମର ଉପଦେଷ୍ଟା ତଥା IDSE ସାମରିକ ସେବାରୁ ଅବସରପ୍ରାପ୍ତ ଚିତ୍ତରଞ୍ଜନ ପଣ୍ଡାଙ୍କୁ ଅଶୋକା ପାର୍କ ଅଡିଟୋରିୟମ୍‌ଠାରେ ଏକ ଭବ୍ୟ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ଜୁହାର ପରିବାରର ସଭାପତି ମନୋଜ ବେହେରା ଓ ସାଧାରଣ