Browsing Category

ରାଜ୍ୟ

ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକରେ, ବହୁ ଗୁରୁତ୍ବପୂର୍ଣ୍ଣ ନାମ ଓ ପଦବୀ ଘୋଷଣା ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକ: ଘୁମୁସର ଜିଲ୍ଲାର ନୂତନ କର୍ମକର୍ତ୍ତା ଘୋଷଣା ଓ ଅକ୍ଟୋବରରେ ବିଶାଳ 'ସନାତନ ଜାଗୃତି ସମାବେଶ' ପାଇଁ ଆହ୍ୱାନ

ଅଗ୍ନିମାନ୍ଦ୍ୟ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅଗ୍ନିମାନ୍ଦ୍ୟ ରୋଗ ସଚେତନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ବର୍ଷା ରୁତୁରେ ଥଣ୍ଡା ଓ କଫ ବଢି, ତୀକ୍ଷ୍ଣ ଓ ବେଦନା ନାଶକ ଔଷଧ ସେବନ,

“୨ ବର୍ଷରେ ଦିଆଯାଇଥିବା ୪୫,୦୦୦ ନିଯୁକ୍ତି ମଧ୍ୟରୁ ୩୯,୦୦୦ ପଦବୀ ପାଇଁ ବିଜେଡି ସରକାରଙ୍କ ସମୟରେ ବିଜ୍ଞାପନ…

୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରସଙ୍ଗ ନିଯୁକ୍ତି କ୍ଷେତ୍ରରେ ବିଜେପି ସରକାର ତାଙ୍କ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି: ବିଜେଡି ୨ ବର୍ଷରେ ୬୫,୦୦୦ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଥିଲାବେଳେ, ମାତ୍ର ୬,୦୦୦ ନିଯୁକ୍ତି ଦିଆଯାଇଛି ଗତ ୨ ବର୍ଷରେ

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ତା.୧୦-୦୮-୨୦୨୬ରିଖ ଦିନ ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ

କିମସରେ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: କିଡ୍‌ନୀ ଚିକିତ୍ସା କ୍ଷେତ୍ରରେ ନୂଆ ଉପଲବ୍ଧି, ଗବେଷଣା ଓ ଆଧୁନିକ ଚିକିତ୍ସା ପଦ୍ଧତି ନେଇ ଆଲୋଚନା ପାଇଁ ଭୁବନେଶ୍ୱର କିମସ ନେଫ୍ରୋଲୋଜି ବିଭାଗ ପକ୍ଷରୁ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ କେଏନସି ୩.୦ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରମୁଖ

ଓଏଆରସି ଅପଡେଟ୍–V ରେ ଅସ୍ଥିକ୍ଷୟ ରୋଗର ଆଧୁନିକ ଚିକିତ୍ସା ଉପରେ ଜାତୀୟ ସ୍ତରର ଆଲୋଚନା

ଭୁବନେଶ୍ୱର, ଅଗଷ୍ଟ ୯: ଅସ୍ଥିକ୍ଷୟ (ଅଷ୍ଟିଓପୋରୋସିସ୍) ରୋଗର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥାକୁ ନେଇ ଓଡ଼ିଶା ଆର୍ଥ୍ରାଇଟିସ୍ ଆଣ୍ଡ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (OARFT) ପକ୍ଷରୁ "ଓଏଆରସି ଅପଡେଟ୍–V" ଶୀର୍ଷକ ଏକ ଦିନିଆ ଜାତୀୟ ସମ୍ମିଳନୀ

ଶରଣକୁଳରେ ଗଢି ଉଠିଛି ମାଳ ମାଳ ହମ୍ପସ୍‌

ପାଇପ୍‌ଲାଇନ୍‌ ଫାଟି ୨୧ ନମ୍ବର ରାଜପଥରେ ଜମୁଛି ପାଣି; କାଉଡ଼ିଆ ଭିଡ଼ ପରିଚାଳନାକୁ ସ୍ୱତନ୍ତ୍ର ଧ୍ୟାନ ଦାବି, ଓଡ଼ଗାଁ, ୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ତଥା ସମଗ୍ର ଓଡ଼ିଶାର ଅନନ୍ୟ ଶୈବକ୍ଷେତ୍ର ଓଡ଼ଗାଁ ବ୍ଲକ ଶରଣକୁଳର ଶ୍ରୀ ଶ୍ରୀ ଲଡୁକେଶ୍ୱର ମହାଦେବଙ୍କ

ବୁଢ଼ା ବୁଢ଼ିଆଣୀ ଜଳସେଚନ ଯୋଜନା, ଅନାବନା ଲଟି ଭିତରେ ହଜିଯାଉଛି କେନାଲ

ଚାଷୀଙ୍କ ଜମିକୁ ପାଣି ଯିବାରେ ବାଧା, ଅସ୍ବାଭାବିକ ବର୍ଷାରେ ଜଳ ପରିଚାଳନା ହେବ ବାଧାପ୍ରାପ୍ତ ଓଡ଼ଗାଁ, ୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢ଼ା ବୁଢ଼ିଆଣୀ ମଧ୍ୟମ ଜଳସେଚନ ଯୋଜନାର କେନାଲ ସଫେଇକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା

ନୃସିଂହନାଥରେ ଉପଖଣ୍ଡସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ।

ଶିକ୍ଷା, ସ୍ୱାସ୍ଥ୍ୟ ଓ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱ ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ନୃସିଂହନାଥସ୍ଥିତ ବିନ୍ଧ୍ୟବାସିନୀ ମଣ୍ଡପଠାରେ ପଦ୍ମପୁର ଉପଖଣ୍ଡସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଆଦିବାସୀ ସଂଘର ସଭାପତି ରାଜେନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା

ବେଲଗୁଣ୍ଠା (୯/୮/୨୬-ଶିବରାମ ଚୌଧୁରୀ) -ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ବେଲଗୁଣ୍ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀ ପଦ୍ମନ୍ନ କୁମାର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ବେଲଗୁଣ୍ଠା ରୁ ଯୋଗଦେଇ ଥିଲେ।ସଂକୁଳ ପ୍ରମୁଖ ଶ୍ରୀ