Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଦୁଇ ଜଣ ଗୁରୁତର
ଓଡ଼ଗାଁ,୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରି ଗ୍ରାମର ରାଧାମାଧବ ନୋଡାଲ ପ୍ରାଇମେରୀ ସ୍କୁଲ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ…
ଭାରତୀୟ ଜନତା ପାର୍ଟିର ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ଭାରତୀୟ ଜନତା ପାର୍ଟିର ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ର ଗୁଣୁପୁର ନଗର ମଣ୍ଡଳ କର୍ମଶାଳା ଗୁଣୁପୁର ପୂର୍ତ୍ତ ଡ଼ାକବଙ୍ଗଳା ଠାରେ ଗୁଣପୁର ମଣ୍ଡଳ ସଂଯୋଜକ ଶ୍ରୀନିବାସ ସ୍ୱାଇଁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଇଥିଲା ।…
ସୁବର୍ଣ୍ଣପୁର ଜିଲ୍ଲାର ଦିଶା ବୈଠକ ଅନୁଷ୍ଠିତ ।
ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲାର ଦିଶା ବୈଠକ ମାନ୍ୟବର ସାଂସଦ, ବଲାଙ୍ଗିର ସଂଗୀତା କୁମାରୀ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଦିଶା ବୈଠକରେ ବିଧାୟକ, ବୀରମହାରାଜପୁର ରଘୁନାଥ ଜଗଦଳା, ଜିଲ୍ଲାପାଳ,ଡ଼ ନୃପରାଜ ସାହୁ,…
ପେଟୁପାଲିରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଉତ୍ସବ ମାହୋଲ:ଭକ୍ତି, ସଂସ୍କୃତି ଓ ମନୋରଞ୍ଜନର ଅଦ୍ଭୁତ ସମନ୍ୱୟ
ସୋହେଲା :-ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମ ଗଜଲକ୍ଷ୍ମୀ ପୂଜା ୩୪ ବର୍ଷର ଐତିହ୍ୟ ନେଇ ଚାଲୁଥିବା ଏହି ପ୍ରସିଦ୍ଧ ପୂଜା ଗାଁର ସାମୁଦାୟିକ ଏକତା, ଭକ୍ତିଭାବ ଓ ସଂସ୍କୃତିକ ଐଶ୍ୱର୍ଯ୍ୟର ପ୍ରତୀକ ହୋଇଉଠିଛି।ମା’ ଗଜଲକ୍ଷ୍ମୀଙ୍କ ପାଇଁ ସଜାଯାଇଥିବା ଆକର୍ଷଣୀୟ ମଞ୍ଚ ଏବଂ…
କୁଞ୍ଜକୋଠି ପଞ୍ଚାୟତ କନାଗୁଳି ଠାରେ ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ୍ କୁଞ୍ଜକୋଠି ପଞ୍ଚାୟତ ଅନ୍ତର୍ଗତ କନାଗୁଳି ଠାରେ ନିଳକଣ୍ଠେଶ୍ବର ବଜାର କମିଟି ଆନୁକୂଲ୍ୟରେ ଆୟୋଜିତ ମା' ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାଂସ୍କୃତିକ ସଭାରେ ତପନ…
ଏରସମାରେ ବିଜୁ ଜନତା ଦଳର ପଦଯାତ୍ରା, ଶତାଧିକ କର୍ମୀଙ୍କ ଯୋଗଦାନ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା ଏରସମା ବିଜୁ ଜନତା ଦଳ ପକ୍ଷରୁ ଏରସମା ଠାରେ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି । ଅକ୍ଟୋବର ୯ ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବିଜୁ ଜନତା ଦଳର ପଦଯାତ୍ରା କ୍ରମରେ, ଗୁରୁବାର ଶତାଧିକ ବିଜେଡି…
ପ୍ରଧାନମନ୍ତ୍ରୀ ଫସଲ ବୀମାଯୋଜନାରେ ” ମୋ ଫସଲ ବୀମା ପଲିସୀ ମୋହାତ ରେ ” କାର୍ଯ୍ୟକ୍ରମ ଉଦଘାଟିତ
ଜଗତସିଂହପୁର,ତା-୦୯.୧୦.୨୦୨୫/ସୁମନ୍ତ କୁମାର ଦାସ:ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଋଣୀ ଚାଷୀ ଭଲ ମାନଙ୍କ ବୀମା ରସିଦ ବିତର କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲା ବାଲିକୁଦା କଟକ ସମବାୟ ବ୍ୟାଙ୍କ ସଭାଗୃହ ରେ ଅନୁଷ୍ଠିତ ହୋଇ ଯାଇଛି। ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଦ୍ୱାରା…
ଗ୍ରାମ ରାସ୍ତା ଓ ପୋଲ ମରାମତି କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଗୁହାରୀ
ମାଲକାନଗିରି : କୋରକୁଣ୍ଡା ବ୍ଳକ ଚିତା ପାରି -୩ ଗ୍ରାମପଞ୍ଚାୟତ ଅଧୀନସ୍ତ ଏମ ଭି ୧୦୪ ଗ୍ରାମଠାରୁ ଏମଭି ୧୦୯ ଗ୍ରାମକୁ ସଂଯୋଗ କରୁଛି ଉକ୍ତ ରାସ୍ତାଟି ଆଜକୁ ପ୍ରାୟ ୭/୮ ବର୍ଷ ତଳେ ମେଟାଲ ଓ ମୋରମ ପଡ଼ି ନିର୍ମାଣ ହୋଇଥୁଲା କିନ୍ତୁ ରାସ୍ତା ନିର୍ମାଣର ବର୍ଷେ ନପୁରୁଣୁ ତାହା ଖାଲ ଖମାରେ…
ପ୍ରଫୁଲ ପାଠାଗାରରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ
ଜଗତସିଂହପୁର,ତା-୦୯.୧୦.୨୦୨୫/ସୁମନ୍ତକୁମାରଦାସ: ସ୍ଥାନୀୟ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାରଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 148 ତମ ଜୟନ୍ତୀ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ଶିକ୍ଷାବିତ ରବୀନ୍ଦ୍ରନାଥ ତ୍ରିପାଠୀ ଏହି ସଭାରେ ଅଧ୍ୟକ୍ଷତା କରି ଉତ୍କଳ ମଣି ଗୋପବନ୍ଧୁ ଦାସ…
ବିଧବା ଭତ୍ତା ଓ ଆବାସ ଯୋଜନାରେ ଘରଖଣ୍ଡିଏ ପାଇଁ ବିଧବା ରଇଲା ଖରାଙ୍କ ଗୁହାରୀ ।
ସରକାରଙ୍କ ମାଳମାଳ ଯୋଜନା ସତ୍ତ୍ୱେ ବି, ଜୋଗ୍ୟ ହିତାଧିକାରୀ ଆଜିର ଦିନରେ ନିରାଶ କାହିଁକି ?
ମାଲକାନାଗିରି ତା:-୦୭/୧୦ ସରକାରଙ୍କ ମାଳମାଳ ଯୋଜନା କାହା ପାଇଁ, ଜଦି ଜୋଗ୍ୟ ହିତାଧିକାରୀ ସରକାରଙ୍କ ଯୋଜନାରୁ ବଞ୍ଚିତ ତେବେ ଏହି ସବୁ ଯୋଜନା କାହା ହିତ ପାଇଁ କାର୍ଯ୍ୟକାରୀ ହେଉଛି ବୋଲି…