ସୁବର୍ଣ୍ଣପୁର ଜିଲ୍ଲାର ଦିଶା ବୈଠକ ଅନୁଷ୍ଠିତ ।

3

ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲାର ଦିଶା ବୈଠକ ମାନ୍ୟବର ସାଂସଦ, ବଲାଙ୍ଗିର  ସଂଗୀତା କୁମାରୀ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି  ଦିଶା ବୈଠକରେ ବିଧାୟକ, ବୀରମହାରାଜପୁର  ରଘୁନାଥ ଜଗଦଳା, ଜିଲ୍ଲାପାଳ,ଡ଼ ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ, ନାରାୟଣ ନାଏକ,  ଦିଶା କମିଟିର ସଦସ୍ୟ/ସଦସ୍ୟା ବୃନ୍ଦ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ,  ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଅଞଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଉପ ଜିଲ୍ଲାପାଳ, ବୀରମହାରାଜପୁର, ସମସ୍ତ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ, ସମସ୍ତ ତହସିଲର  ସମେତ ଜିଲ୍ଲା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଦିଶା ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚିତ ହୋଇ ଜିଲ୍ଲାର ବିଭିନ୍ନ ବିଭାଗର ବିକାଶ ଓ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ର ଅଗ୍ରଗତି ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚାନା କରାଯାଇଥିଲା।

Leave A Reply

Your email address will not be published.